Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚାରି ସ୍ୱରୂପର ଏକ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼, କିଏ ସାନ ଅବା…

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କ ମନମୋହୁଛି ଗୁଦଗୁଦା ଜଳପ୍ରପାତ

ସମ୍ବଲପୁର: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ରତ୍ନ ସିଂହାସନର ସପ୍ତାଭରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ ରତ୍ନ…

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା କମ୍ପାନୀ

ହୋବାର୍ଟ: ଅଧିକାଂଶ ଲୋକ ଭଲ ଚାକିରି ଖଣ୍ଡେ ପାଇଁ ସ୍ୱପ୍ନ ଦେଖନ୍ତି । କେହି କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୁଅନ୍ତି । କିନ୍ତୁ ମଦ୍ୟପ ବା ଅପରାଧୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼େ । ହେଲେ ଏବେ ଏଭଳି ଏକ ଚାକିରିର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି,…

ବିବାହ ସମୟରେ ମିଳିଥିବା ଯୌତୁକ ଦେଖି ଲୋକେ ଆଶ୍ଚର୍ଯ୍ୟ

ବିବାହ ସମୟରେ କନ୍ୟା ଘର ପକ୍ଷରୁ ବର ଘରକୁ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ଆଜି ବି ଲୋକମାନେ ଏହି ପରମ୍ପରାକୁ ଜାବୁଡ଼ି ଧରିଛନ୍ତିି । ପୁଅ ଘରର ଦାବି ମୁତାବକ ଯୌତୁକ ଦେବାକୁ ଚେଷ୍ଟା କରନ୍ତିି କନ୍ୟା ଘର ଲୋକେ । ଲୋକେ ଯେତେ ସଚେତନ ହେଲେ ବି ଏବେ ବି ଏହି ପରମ୍ପରାକୁ…

କୁମ୍ଭୀରକୁ ଧରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଲୋକେ ଦୌଡ଼ିଲେ

ଆଜିକାଲି ଫଟୋ ହେଉ ବା ଭିଡ଼ିଓ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଲୋକେ ଭିଡ଼ିଓ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାନ୍ତି ନାହିଁ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁମ୍ଭୀର ସାଙ୍ଗରେ ଫଟୋ ଉଠାଇବା…

ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କ’ଣ ପାଇଁ…

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି | ଏହି ମାସରେ ବ୍ୟାଙ୍କଗୁଡିକରେ ଅନେକ ଛୁଟିଦିନ ରହିଛି | ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର ଅଛି ତେବେ ନିଶ୍ଚିତ ଭାବରେ ଏହି ଛୁଟିଦିନର…

କ’ଣ ଆପଣ ବି ପୁରା ସପ୍ତାହ ପାଇଁ କିଣୁଛନ୍ତି ପରିବା, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସବୁଜ ଶାଗ-ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ | ଋତୁ ଅନୁଯାୟୀ ମିଳୁଥିବା ପନିପରିବାରେ ଅନେକ ଫାଇଦା ମିଳିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ | ଡାକ୍ତରଙ୍କ ମତାନୁସାରେ, ଯଦି ଆମେ ପ୍ରତିଦିନ ବିଭିନ୍ନ ରଙ୍ଗର ପନିପରିବା ଖାଇଥାଉ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ…

ଡବଲ ଡେକର ସାଇକେଲ ଚଲାଉଛନ୍ତି ବୃଦ୍ଧ: ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ସାଇକେଲରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି…