Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କଲାନି ବିମାନ

ବେଙ୍ଗାଲୁରୁ : କୁକୁର ପାଇଁ ଗୋଆର ଦୋବାଲିନ୍ ବିମାନବନ୍ଦରରେ ଯାତ୍ରୀ ହଟହଟା । କୁକୁର ଯୋଗୁ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିମାନବନ୍ଦରରେ କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କରି ନ ପାରି ଫେରିଗଲା ବିମାନ । ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଗୋଟେ କୁକୁର ଆସିଯବାରୁ…

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ଘଣ୍ଟେ ସମୟ

ସ୍ୱିଡେନ: ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ । ତାଙ୍କ ନାମ ମଧ୍ୟ ତାଙ୍କର ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ନାମକୁ ଭାବିଚିନ୍ତି ନାମକରଣ କରିଥାନ୍ତି । ଏମିତି ନାମ ବଛା ହୋଇ ଦିଆଯାଇଥାଏ ଯେମିତି କି…

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ…

ସୀମିତ ହେବ ହ୍ୱାଟସଆପର ଚାଟ୍ ବ୍ୟାକଅପ ଷ୍ଟୋରେଜ, ଏହି ନିୟମରେ ପରିବର୍ତ୍ତନ ଆଣିବ କମ୍ପାନୀ

ନୂଆଦିଲ୍ଲୀ: ହ୍ବାଟସଆପ୍ ଏବଂ ଗୁଗୁଲ ଖୁବ୍ ଶୀଘ୍ର ଚାଟ୍ ବ୍ୟାକଅପ୍ ପାଇଁ ଅସୀମିତ ଷ୍ଟୋରେଜ୍ କୋଟା ଶେଷ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଆପଣ ହ୍ବାଟସଆପ୍ ରେ ବହୁ ପରିମାଣର ଡାଟା ବ୍ୟାକଅପ୍ କରୁଛନ୍ତି, କିନ୍ତୁ ଖୁବ୍ ଶୀଘ୍ର କମ୍ପାନୀ ଏହାକୁ କେବଳ ୧୫ ଜିବିରେ ସୀମିତ କରିବାକୁ ଯାଉଛି ।…

ମନ୍ଦିରକୁ ଯିବାକୁ ହେଲେ ପ୍ରଥମେ ଘଣ୍ଟି ବଜାଯାଏ କାହିଁକି? ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟିବଜାଇବା ଏକ ବିଶେଷ ମହତ୍ତ୍ୱ ରଖେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ…

ଗୁଗୁଲ୍ ସର୍ଚ୍ଚରେ କିପରି ପାଇବେ ଆପଣଙ୍କର ନାମ ? ଜାଣନ୍ତୁ ଏହି ସହଜ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲରେ ବଡ଼ ବଡ଼ିଆ ଲୋକଙ୍କ ନାଁ କିମ୍ବା ସେଲିବ୍ରିଟିଙ୍କ ନାଁ ସର୍ଚ୍ଚ କଲେ ତୁରନ୍ତ ସେମାନଙ୍କ ବିଷୟରେ ତଥ୍ୟ ଆସିଯାଏ। କିନ୍ତୁ କୌଣସି ସାଧାରଣ ଲୋକଙ୍କ ନାଁ ସର୍ଚ୍ଚ କଲେ ତାହା ଦେଖାଏ ନାହିଁ। ଏବେ କିନ୍ତୁ ଗୁଗୁଲରେ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଗୁଗୁଲରେ ଆପଣଙ୍କ ନାମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀଜଗନ୍ନାଥଙ୍କ ଉପାସନା ଧାରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ପୁଷ୍କରିଣୀ ପାଣି ହୋଇଗଲା ଗୋଲାପୀ, ଛୁଇଁବାକୁ ମନା

ପୁଷ୍କରିଣୀର ପାଣି ହୋଇଗଲା ଗୋଲାପି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଭାବୁଥିବେ ହଠାତ୍ କିପରି ଏକ ପୁଷ୍କରିଣୀର ପାଣି ଗୋଲାପି ହୋଇଯିବ । କିନ୍ତୁ ଘଟଣାଟି ସତ । ହାୱାଇର ମାଉଇ ପ୍ରଦେଶ ଅନ୍ତର୍ଗତ କିଲିଆ ଜାତୀୟ ବନ ସଂରକ୍ଷଣ ପ୍ରକଳ୍ପରେ ରହିଥିବା ଏକ ପୁଷ୍କରିଣୀର ରଙ୍ଗ…

ଅଜବ ପୋକ; ଦେଖିବାକୁ ଠିକ୍ କାଠ ଖଣ୍ଡ ପରି

ୟୁରୋପ: ଦୁନିଆରେ ବିଭିନ୍ନ ପ୍ରକାରର କୀଟ ରହିଛନ୍ତି । ସେଥିମଧ୍ୟରୁ କିଛି ଦେଖିବାକୁ ଭୟଙ୍କର ହୋଇଥିବା ବେଳେ ଆଉ କିଛି ଭାରି କୌତୁକିଆ ଓ ସୁନ୍ଦର ମଧ୍ୟ ହୋଇଥାନ୍ତି । ହେଲେ ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ମଧ୍ୟ ଦେଖାଯାଆନ୍ତି । ଏବେ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ…

ଏମିତି ଏକ ମନ୍ଦିର ଯେଉଁଠି ରାମଙ୍କ ବିନା ପୂଜା ପାଉଛନ୍ତି ମାଆ ସୀତା

ମୁମ୍ବାଇ : ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ । ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି । ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ…