Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଳତା ଲଗାଇବା ବେଳେ ମାନନ୍ତୁ ଏହି ସବୁ କଥା, ନଚେତ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଆମ ହିନ୍ଦୁ ପରମ୍ପରାରେ ଅଳତାର ବିଶେଷ ମହତ୍ତ୍ଵ ରହିଛି । ଯେକୌଣସି ବି ପୂଜା ପର୍ବ ହେଉ କିମ୍ବା ଶୁଭ ଦିନ ମହିଳା ମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା କେବଳ ମହିଳାଙ୍କ ପାଦର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହିଳାଙ୍କ ପାଦରେ ଅଳତା…

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି…

ଜରୁରୀ ମୋବାଇଲ ଆପ୍, ସ୍କାନ କରି କହିଦବ ଖାଦ୍ୟରେ ଅଛି କି ନାହିଁ କୀଟାଣୁ

ନୂଆଦିଲ୍ଲୀ: କେବଳ ସ୍ମାର୍ଟଫୋନ୍ ନୁହେଁ ମୋବାଇଲ୍ ଆପ୍ ମଧ୍ୟ ବର୍ତ୍ତମାନ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ହୋଇପାରିଛି। ଅପଗ୍ରେଡ୍ ବୈଶିଷ୍ଟ୍ୟ ସହିତ ଆସୁଥିବା ଆପଗୁଡ଼ିକ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରୁଛି। ଆପଣ ଜାଣନ୍ତି କି ବଜାରରେ ଏପରି ଏକ ମୋବାଇଲ୍ ଆପ୍ ଅଛି ଯାହା…

ଆକାଉଣ୍ଟ ଖାଲି କରିବାର ନୂତନ ଟ୍ରିକ୍, ସପିଂ ଆପ୍ ମିଶୋ ନାଁରେ ଚାଲିଛି ଅନଲାଇନ୍ ଠକେଇ

ନୂଆଦି୍ଲ୍ଲୀ: ପ୍ରତିଦିନ କେଉଁଠି ନା କେଉଁଠି ଅନଲାଇନ୍ ଫ୍ରଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଠକମାନେ ଲୋକଙ୍କୁ ଠକିବା ପାଇଁ ନୂତନ କୌଶଳ ଆପଣାଉଛନ୍ତି। ଡିଜିଟାଲାଇଜେସନ କାରଣରୁ ବ୍ୟାଙ୍କିଂ ସହ ଜଡିତ ବିଭିନ୍ନ କାର୍ଯ୍ୟ ସହଜ ହୋଇଯାଇଛି। ତେଣୁ ଆଜିକାଲି ଅଧିକାଂଶ ଲୋକେ ଘରେ ବସି…

ଭୂମିକମ୍ପର ଭବିଷ୍ୟବାଣୀ କରିବ ନାସା-ଇସ୍ରୋର ମିଳିତ ମିଶନ, ଖୁବ ଶୀଘ୍ର ଲଞ୍ଚ ହେବ ନିସାର

ବେଙ୍ଗାଲୁରୁ: ନାସା ଏବଂ ଇସ୍ରୋର ମିଳିତ ଭାବରେ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (NISAR) ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ମିଶନ୍ ୨୦୨୪ ରେ ଆରମ୍ଭ ହେବ ଯାହା ପୃଥିବୀ ଉପରେ ନଜର ରଖିବ ଏବଂ ପରିବେଶର ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ବିଶେଷ କଥା ହେଉଛି ଭୂକମ୍ପ ଏବଂ ଅନ୍ୟାନ୍ୟ…

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

ଜାତୀୟ ପ୍ରେସ ଦିବସ: ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ ଦିବସ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ | ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ। ନିରପକ୍ଷ  ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ । ମୁକ୍ତ ଗଣମାଧ୍ୟମ…

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଆତ୍ମା ସ୍ଵରୂପ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : “ସକଳ ପ୍ରାଣୀ…

ନିଆରା ପରମ୍ପରା: ଲୋକଙ୍କ ଉପରେ ଗାଈ ଚାଲିଲେ ପୂରଣ ହୁଏ ମାନସିକ

ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏହି ସବୁ ପରମ୍ପରାକୁ ବର୍ଷ ବର୍ଷ ଧରି ଲୋକେ ମାନି ଆସିଥାନ୍ତି । ତେବେ ମଧ୍ୟ ପ୍ରଦେଶର ଏମିତି ଏକ ନିଆରା ପରମ୍ପରା ରହିଛି, ଯାହାକୁ ଲୋକେ ପିଢି ପିଢି ପାଳନ କରି ଆସୁଛନ୍ତି । ଲୋକଙ୍କ ଉପରେ ଗାଈ ଚଢିଲେ ମାନସିକ ପୂରଣ ହୋଇଥାଏ ବୋଲି…