Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ଵର: କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ…

ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ

ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି  । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି  । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି  । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଓ ରୀତିନୀତି ବର୍ଣ୍ଣିତ ଗ୍ରନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଗ୍ରନ୍ଥ ନୀଳାଦ୍ରି ମହୋଦୟ ଗ୍ରନ୍ଥର ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣିତ ଶ୍ଳୋକ ମାଧ୍ୟମରେ ଆମେ…

ଆସ ବୁଲିଯିବା ଓଡିଶା: ମନ ମୋହିନିଏ ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଧରାପୃଷ୍ଠକୁ ଶୀତଋତୁର ଆଗମନ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟ ଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି ।…

ପୁଣ୍ୟତିଥିରେ ମନେପଡନ୍ତି ଭଜନ ସମ୍ରାଟ, ଆଜି ବି ପ୍ରତିଟି ଓଡିଆଙ୍କ ମନରେ ଅଛନ୍ତି ଜୀବନ୍ତ

ଭୁବନେଶ୍ଵର: ପ୍ରଭୂ ଜଗନ୍ନାଥଙ୍କ ପାଖରେ ଥିଲା ଭାବ, ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପ୍ରତି ସମର୍ପଣ ଭାବ । ବାସ୍ ଏତିକିରେ ସେ ବନିଗଲେ ସମ୍ରାଟ୍ । ସେ ଥିଲେ ଭାବ ଓ ଭକ୍ତିର ଭିକାରୀ । ସେ ଆଉ କେହି ନୁହଁନ୍ତି ସେ ହଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ । ଏବେ ଆଜି ପରପାରିରେ ଏହି କଳାକାର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୪ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଏକ ଅମୂଲ୍ୟ ଗ୍ରନ୍ଥ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ପୂଜା ବିଧି ଆଲୋଚନା ଜାରି ରହିଛି। ଆଜି ସେହି ପର୍ଯ୍ଯାୟରେ ଜାଣିବା ସପ୍ତମ ଅଧ୍ୟାୟ…

ପାଣି ଭିତରେ ଡ଼ମ୍ବଲ ଉଠାଇ ବ୍ୟାୟାମ କଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାଣି ଭିତରେ ଷ୍ଟଣ୍ଟ୍ କରିବା ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ଆଉ ପାଣି ଭିତରେ ବ୍ୟାୟାମ କରିବା ଦେଖିଛନ୍ତି ? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…

ଏମିତି ମନ୍ଦିର, ଯେଉଁଠି ବାଜେ ନାହିଁ ଶଙ୍ଖ

ମନ୍ଦିର ନାଁ ଶୁଣିବା ମାତ୍ରେ ମନକୁ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ଆସେ । କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ । ଏହି ମନ୍ଦିରରେ ବିନା କୌଣସି ଶବ୍ଦରେ ଆରତି କରାଯାଏ । ଶଙ୍ଖ ଧ୍ୱନି ନ ବାଜିବା ପଛରେ ଏକ ବଡ଼ ରହସ୍ୟ ରହିଛି । ଆପଣ ଏହାର ରହସ୍ୟ ଜାଣିଲେ…

୧୫୭ ଅକ୍ଷର ବିଶିଷ୍ଟ ନବଜାତକର ନାଁ

ଭାରତୀୟ ଚଳଣିରେ ନବଜାତକର ନାମକରଣ ବିଶେଷ ଗୁରୁତ୍ୱ ରଖେ । ଏଥିରେ ବଂଶ , ବୁନିଆଦ ତଥା ଗ୍ରହ,ରାଶି ଓ ନକ୍ଷତ୍ର ଚଳଣିକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ଏହି ଧାରାରେ ଭିନ୍ନତା ପରିଲକ୍ଷିତ ହୁଏ । ନବଜାତକର ନାମକରଣ କରିବାକୁ ଯାଇ ଅନେକ ସମୟରେ ବାପାମାଆ ଏମିତି କିଛି କରି ବସନ୍ତି,…

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…