Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିବାହ ପାଇଁ ଦରକାର ରିଲ୍ସ ପାର୍ଟନର

ନୂଆଦିଲ୍ଳୀ: ଆଜିକାଲିର ଡ଼ିଜିଟାଲ ଦୁନିଆରେ ଆଉ ନୂଆ କଥା କିଛି ନାହିଁ । ଏଠାରେ ସବୁ କିଛି ସମ୍ଭବ । ଯାହା ଆପଣ କେବେ ଭାବି ନଥିବେ, ସେସବୁ ଦେଖିବାକୁ ମିଳୁଛି । ଏବେ ରିଲ୍ସର ସମୟ ଚାଲିଥିବାରୁ ଲୋକେ ନିଜର ଭିୟୁ ବଢ଼ାଇବାକୁ କୌଣସି ବି ଉପାୟ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ଆଜିକାଲି…

ଏମିତି ଏକ ମନ୍ଦିର,ଯାହାକୁ ସୁରକ୍ଷା ଦେଉଛନ୍ତି ସାପ

ଇଣ୍ଡୋନେସିଆ: ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ମନ୍ଦିର ରହିଛି । ଆଉ ପ୍ରତ୍ୟେକ ମନ୍ଦିର ପଛରେ ଏକ ରୋଚକ କାହାଣୀସବୁ ଲୁଚି ରହିଥାଏ । ଇଣ୍ଡୋନେସିଆରେ ଏମିତି ଏକ ମନ୍ଦିର ରହିଛି ଯାହା ସମୁଦ୍ର ଭିତରେ ନିର୍ମାଣ କରାଯାଇଛି । ଆଉ ସବୁୁଠୁ ବଡ଼ କଥା, ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ସାପ ।…

ଆସିଲା ୧୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌, ଦମ୍ପତିଙ୍କ ଉଡ଼ିଗଲା ହୋସ

ଲଣ୍ଡନ: ଲଣ୍ଡନ: ବିଦ୍ୟୁତ୍ ବିଲ ୧୧ ଲକ୍ଷ ଟଙ୍କା । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌?କା ଲାଗିପାରେ । କାରଣ ମଧ୍ୟବିତ୍ ପରିବାରରେ ୩/୪ ହଜାର ବିଲ୍ ଆସିଗଲେ ଲୋକେ ବିଚଳିତ ହୋଇପଡ଼ନ୍ତି । ଆଉ ୧୧ ଲକ୍ଷ ବିଲ୍ ଆସିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଏବେ ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ…

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ଇଂଲଣ୍ଡ: ନିଲାମ ହେଲା ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଖଣ୍ଡା । ଏହି ଖଣ୍ଡା କୋଟିଏ ଟଙ୍କାରେ ନିଲାମ ହୋଇଥିବା ଜଣାଯାଇଛି । ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ ଅର୍ଥାତ୍ ୧,୯ କୋଟି ଟଙ୍କା ରେ ନିଲାମ ହୋଇଛି…

ବିଦେଶ ଯାତ୍ରା ଭିସା ପାଇବା ପାଇଁ ଏଠାକୁ ଆସନ୍ତି ଲୋକ….

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଯାଆନ୍ତି  । କିନ୍ତୁ  ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଶୁଣିବାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କୌଣସି ଅଶ୍ଲୀଳ ଆଚରଣ କରିବା ନିଷେଧ ବୋଲି ଆମେ ଆଲୋଚନା କଲେ। ମୂଳ କଥା ହେଲା ଯଦି ଭକ୍ତଟିଏ ନିଜର ଭକ୍ତି ଭାବ ଓ ମାର୍ଜିତ ବ୍ୟବହାର ନେଇ…

ଆକାଶରେ ଉଡ଼ିଲେ ପ୍ରଭୁ ହନୁମାନ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଛତିଶଗଡ଼: ଦିନକୁ ଦିନ ସମୟ ବଦଳିବା ସହିତ ବିଜ୍ଞାନ ବି ଅଗ୍ରଗତି କରୁଛି । ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ବଜାରକୁ ଆସିଛି । ଏଥିମଧ୍ୟରେ ଏଆଇ, ଏମଏଲ ଓ ଡ୍ରୋନର ମଧ୍ୟ ଖୁବ ଚାହିଦା ବି ବଢ଼ି ଯାଇଛି । ଏଭଳି ଟେକ୍ନୋଲୋଜିକୁ ଅପଣାଇ ଡ୍ରୋନରେ ଭଗବାନ ହନୁମାନଙ୍କ ପ୍ରତିମାକୁ ଖଞ୍ଜି ଲୋକେ…

ସାଇକେଲରେ କୁକୁରକୁ ଝୁଲାଇ କାମକୁ ଯାଆନ୍ତି ସୁରକ୍ଷାକର୍ମୀ

ମୁମ୍ବାଇ: ଆଜିକାଲି ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ଭଲ ପାଆନ୍ତି । ସେମାନେ ତାଙ୍କ କୁକୁରକୁ ଘରର ସଦସ୍ୟ ଭାବେ ଯତ୍ନ ନେଇଥାନ୍ତି । ଆଉ ବାହାରକୁ ଯୁଆଡ଼େ ଗଲେ ବି ସାଙ୍ଗରେ ତାଙ୍କ ପୋଷା କୁକୁରକୁ ନେଇକି ମଧ୍ୟ ଯାଇଥାନ୍ତି । ଏବେ ମୁମ୍ବାଇର ଜଣେ ସୁରକ୍ଷାକର୍ମୀ ତାଙ୍କ ପୋଷା କୁକୁରକୁ…

ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ଯୁବକ

ଆଜିକାଲି ଦିନକୁ ଦିନ କ୍ରିକେଟ୍‌ର କେଜ୍ ବଢିବାରେ ଲାଗିଛି । ସେଥିପାଇଁ ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି । କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଖେଳାଳିଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ…

ବୁଲା କୁକୁରକୁ ମିଳିଲା ନୂଆ ପରିଚୟ, ଯିବ ନେଦରଲ୍ୟାଣ୍ଡ

ଉତ୍ତର ପ୍ରଦେଶ : ଉତ୍ତରପ୍ରଦେଶର ବାରାଣସୀରେ ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରର ଭାଗ୍ୟ ବଦଳିଯାଇଛି । ତାକୁ ମିଳିଛି ନୂଆ ପରିଚୟ । ଏବେ ସେ ଭାରତ ଛାଡ଼ି ନେଦରଲ୍ୟାଣ୍ଡ ଯିବାକୁ ପୁରା ପ୍ରସ୍ତୁତ ହୋଇସାରିଛି । ତାପାଇଁ ଉପଯୁକ୍ତ ଭିଜା ଏବଂ ପାସପୋର୍ଟ ପ୍ରସ୍ତୁତ ହୋଇସାରିିଛିି । ଏହାର ଏକ…