Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସେବାୟତ କୂଳର ନିଆରା ପରମ୍ପରା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ ପୂଜା କରନ୍ତି ‘ନେତପିଲା’

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ। ଶହ ଶହ ବର୍ଷର ପୁରୁଣା ଏହି ପର୍ବ। 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ…

ଅଧିକ ପାଣି ପିଉଛନ୍ତି କି? ଯାଇପାରେ ଜୀବନ! ଜାଣନ୍ତୁ ଦିନକୁ ପିଇବେ କେତେ ପାଣି…

ଭୁବନେଶ୍ବର: ଅତ୍ୟଧିକ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରାଣ ଏହା ଦ୍ବାରା ଅସୁବିଧାରେ ପଡିପାରନ୍ତି ଆପଣ । ହୋଇପାରେ ଆପଣକୁ ଏହି ରୋଗ । ଆଉ ଯାଇପାରେ ଜୀବନ। ଆପଣ ଜାଣିଥିବେ, ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ…

ମାଁ ସୁରେଶ୍ୱରୀଙ୍କ ବଗଲାମୁଖି ବେଶ

https://youtu.be/_gZuqKlpFuU ସୁବର୍ଣ୍ଣପୁର: ଆଜି ଆଶ୍ୱୀନ ମାସ ଷଷ୍ଠୀ ତିଥି । ସୁବର୍ଣ୍ଣପୁର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ଆଜି ବଗଲାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ବଗଲାମୁଖୀ ବେଶ ଧାରଣ କରିଛନ୍ତି । ସବୁ…

ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ଦଶହରା ମହା ଆଳତୀ

ସୋନପୁର: ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । ମହାନଦୀ…

ଚିକମିକ ଆଲୁଅ ରେ ଝଲସୁଛି ଖଡ଼ିଆଳ, କୋଲକାତା କାଳୀ ମନ୍ଦିର ଭ୍ରମ ସୃଷ୍ଟି କରୁଛି ତୋରଣ

ନୂଆପଡା: ଆସିଛି ପାର୍ବଣ,  ମାଁ ଙ୍କ ଆଗମନ ରେ ଚଳଚଞ୍ଚଳ ଗାଁ ଠୁ ସହର । ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷୀରେ ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଜମୁଛି ଦୂର୍ଗାପୁଜା । ନବ ରାତ୍ର ଦୁର୍ଗା ପୂଜାରେ ମାଁ ଙ୍କ ନଅ ରୂପ…

ଏଠାରେ ଭକ୍ତଙ୍କୁ ନ୍ୟାୟ ପ୍ରଦାନ କରନ୍ତି ମାଆ ଚଣ୍ଡିକା: ଆସନ୍ତୁ ଜାଣିବା , ୭୦୦ବର୍ଷ ପୁରୁଣା ମନ୍ଦିରର ଇତିହାସ

ପିଥୋରାଗଡ:  ଉତ୍ତରାଖଣ୍ଡକୁ ଦେବୀ , ଦେବତାଙ୍କ ଦେଶ ବୋଲି କୁହାଯାଏ  । ପ୍ରାଚୀନ କାଳରୁ ଏଠାରେ ଥିବା ଉଚ୍ଚ ପର୍ବତମାଳା ଭଗବାନ ଏବଂ ଦେବୀଙ୍କ ବାସସ୍ଥାନ ଭାବରେ ବିବେଚନା କରାଯାଏ । ଯେଉଁଠାରେ ଆଜି ବି ମଣିଷମାନେ ପାଖରେ ପହଞ୍ଚିବା ବହୁତ କଷ୍ଟକର । ପ୍ରାଚୀନ କାଳରେ ଏଠାରେ ଅନେକ ମନ୍ଦିର…

ନବଦୁର୍ଗା: କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ପୀଠେ ବିରାଜିତ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ହେଉଥିବା ବେଳେ ପୀଠରେ ସପ୍ତମୀ ପୂଜା ପାଳନ ହେଉଛି । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ…

ଆସୁଛନ୍ତି ମହାମାୟା, ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ଵର: ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଫାଲଗୁନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ସମସ୍ତ ପର୍ବ ପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ବର୍ତ୍ତମାନ ଆମେ ଫାଲଗୁନ ମାସ କଥା…

ପ୍ରତି ୭୬-୭୯ ବର୍ଷରେ ଥରେ ଆସେ ହେଲି ଧୂମକେତୁ, ଆକାଶରେ ହେବ ଉଲକା ବର୍ଷା !

ନୂଆଦିଲ୍ଲୀ: ଫେରିବ କି ହେଲି ଧୂମକେତୁ ? ଆକାଶରେ ହେବ କି ଉଲକା ବର୍ଷା ? ଯଦି ସତରେ ହେଲି ଧୂମକେତୁ ଫେରେ ତେବେ ରବିବାର କିମ୍ବା ସୋମବାର ସକାଳେ ଆକାଶରେ ହେବ ଉଲକା ବର୍ଷା। ପ୍ରତି ୭୬ ରୁ ୭୯ ବର୍ଷରେ ଥରେ ଆସେ ଏହି ହେଲି ଧୂମକେତୁ। ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ…