Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୁଗୁଲରେ ଭୁଲରେ ବି କରନ୍ତୁ ନାହିଁ ଏଭଳି ସର୍ଚ୍ଚ, ଯାଇପାରନ୍ତି ଜେଲ !

ନୂଆଦିଲ୍ଲୀ: ଆଜିକାଲି ମନରେ ଯେକୌଣସି ପ୍ରଶ୍ନ ଆସେ ଆମେ ତୁରନ୍ତ ଗୁଗୁଲକୁ ଯାଇ ସର୍ଚ୍ଚ କରିଥାଉ। ଯେକେୌଣସି ଛୋଟ-ବଡ଼ ବିଷୟ ଜାଣିବାକୁ ହେଲେ ଗୁଗୁଲର ସାହାଯ୍ୟ ନେଇଥାଉ। କିନ୍ତୁ ସବୁବେଳେ ଗୁଗୁଲର ସାହ୍ଯାଯ୍ୟ ନେବା କେତେ ଦୂର ଠିକ୍, କେବେ ଆପଣ ଚିନ୍ତା କରିଛନ୍ତି ? ଏପରି ପ୍ରତ୍ୟେକ ପ୍ରଶ୍ନ…

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚ୍ୟାଲେଞ୍ଜ: ଆମ୍‌ଲେଟ୍ ଖାଆନ୍ତୁ, ୧ ଲକ୍ଷ ଟଙ୍କା ପୁରସ୍କାର ନିଅନ୍ତୁ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟବସାୟୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିଏ ଅଫର ଦେଉଥିବା ବେଳେ ଆଉ କିଏ ଗୋଟେରେ ଗୋଟେ ଫ୍ରି କରିଥାନ୍ତି । ହେଲେ ଦିଲ୍ଲୀର ଜଣେ ଷ୍ଟ୍ରିଟ୍ ବିକ୍ରେତା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି…

ରାମଚଣ୍ଡୀ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା : ଚଣ୍ଡୀ ପାଠ ସହ ଲାଗି ହେଉଛି ପୋଡା ମାଛ

ପୁରୀ: କୋଣାର୍କ ପୁରୀ ବେଳା ମାର୍ଗରେ ଅବସ୍ଥିତ ମା ରାମଚଣ୍ଡୀଙ୍କ ପୀଠରେ ଚାଲିଛି ମାଙ୍କର ଷୋଡଶ ଉପଚାର ପୂଜା । ବର୍ଷ ତମାମ ପଞ୍ଚ ଉପଚାରରେ ମାଙ୍କୁ ପୂଜିତ କରାଯାଉଥିବା ବେଳେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ୟନ୍ତ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଦୈନନ୍ଦିନ ସ୍ନାନ ,ସକାଳ…

ମାତା ବୈଷ୍ଣୋ ଦେବୀଙ୍କ ଗୁମ୍ପାରେ ଲୁଚିରହିଛି ଏହି ରହସ୍ୟ : ଭକ୍ତମାନଙ୍କ ପାଇଁ କେବେଠୁ ଆରମ୍ଭ ହେଲା ଏହି…

ନୂଆଦିଲ୍ଲୀ:  ଚିତ୍ରକୂଟ ପର୍ବତ ଉପରେ ଏକ ସୁନ୍ଦର ପ୍ରାଚୀନ ଗୁମ୍ଫାରେ ରହିଛି ମାଆ ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର । ଯାହାକି ବୈଷ୍ଣୋ ଦେବୀ ମାତା ଭାବରେ ଜଣାଶୁଣା  ।  ଯାହାଙ୍କୁ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହା ସରସ୍ୱତୀଙ୍କର ଅବତାର ବୋଲି ବିବେଚନା କରାଯାଏ । ଭାରତର ଅନ୍ୟାନ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ପର୍ବପର୍ବାଣୀର ବିବରଣୀ ପ୍ରଦାନ କ୍ରମରେ ଆମେ ଶ୍ରାବଣ ମାସ ବିଷୟରେ ଜାଣିଲେ। ଏବେ ଜାଣିବା ସବୁଠାରୁ ଅଧିକ ପର୍ବପର୍ବାଣୀ ପାଳିତ ହେଉଥିବା…

୧୨୯ ବର୍ଷ ହେଲାଣି ଏହି ପରିବାର ତିଆରି କରୁଛନ୍ତି କ୍ରିକେଟରଙ୍କ ପସନ୍ଦର ବ୍ୟାଟ୍

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍ ୨୦୨୩ର କ୍ରେଜ୍ । କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହିସବୁ ବ୍ୟାଟ୍‌କୁ ୧୨୯ ବର୍ଷ ହେଲାଣି ଏମିତି ଏକ ପରିବାର ତିଆରି କରୁଛନ୍ତି । ୧୮୯୪ରେ ଜୈସି ସାମୁଏଲ ରାଇଟ୍…

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସୈନ୍ୟ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିଥିଲା । ପରେ ଇସ୍ରାଏଲ ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଘରକୁ ଯାଇଥିଲେ ସେମାନଙ୍କୁ…

ଗୋଟିଏ ବାଇକ୍‌ରେ ପୁରା ପରିବାର ସହ କୁକୁର, କୁକୁଡା

ପ୍ରତ୍ୟେକ ରାଜ୍ୟରେ ଆଜିକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଯାଇଛି । ଯଦି କେହି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେମିତି କି ଘରକୁ ଚାଲାଣ ପଠାଯାଇ ଜରିମାନା ଆଦାୟ କରାଯାଉଛି । ଗୋଟିଏ ବାଇକ୍‌ରେ ଦୁଇରୁ ଅଧିକ ବସିକି…

ମୋଟା ବ୍ୟକ୍ତିଙ୍କୁ କବାଟ ଭାଙ୍ଗି ନିଆଗଲା ଚିଡ଼ିଆଖାନା; ଜେବ୍ରା ଏକ୍ସ-ରେ ମେସିନ୍‌ରେ କରାଗଲା ଟେଷ୍ଟ୍‌

ପିଲା ହୁଅନ୍ତୁ ବା ଲୋକ ସମସ୍ତେ ଷ୍ଟ୍ରିଟ୍ ଫୁଡ଼୍ ଖାଇବାକୁ ଭଲ ପାଇଥାନ୍ତି । ଯେମିତି କି ରୋଲ, ଚାଓମିନ୍‌, ଚିକେନ୍ ପକଡ଼ାଠାରୁ ଆରମ୍ଭ କରି ଚିପ୍ସ ଓ ସ୍ୟାଣ୍ଡ୍‌ୱିଚ୍ ଆଦି ଖାଇବାକୁ ପସନ୍ଦ କରନ୍ତି । ଏପରି ଖାଦ୍ୟ ପ୍ରତି ଅଧିକାଂଶ ସଉକ ରଖିଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏହି ଖାଦ୍ୟ ଖାଇ…

ଏମିତି ଗଛ, ଯାହା ଦେଖିବାକୁ ଇନ୍ଦ୍ରଧନୁ ପରି

ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିବ । ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଛି ।…