Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରାବଣ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଗୋଟିଏ ବର୍ଷ ଭିତରେ ପଡୁଥିବା ପର୍ବପର୍ବାଣୀ ବିଷୟରେ ଆମେ ମାସ ହିସାବରେ ଆଲୋଚନା କରୁଛେ। ପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ…

ବିମାନରେ ମାଆଙ୍କୁ ସରପ୍ରାଇଜ୍‌, ପାଇଲଟ୍ ପୋଷାକରେ ପୁଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିଳା

ନୂଆଦିଲ୍ଳୀ: ସୋସିଆଲ ମିଡ଼ିଆରେ ଆମକୁ ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ପୁଅ ନିଜ ମାଆଙ୍କୁ କିଭଳି ସରପ୍ରାଇଜ୍ ଦେଉଛନ୍ତି ତାହା ଦେଖିବାକୁ ମିଳିଛି । ଏହି ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଭାଇରାଲ ଭିଡିଓରେ ଦେଖିବାକୁ…

ଏମିତି ପଗଡ଼ି, ଯେଉଁଥିରେ ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩ର ଥିମ୍

ଗୁଜୁରାଟ : ହିନ୍ଦୁ ସଂସ୍କୃତିରେ ଶାରଦୀୟ ଋତୁରେ ନବରାତ୍ରି ବହୁତ ଗୁରୁତ୍ୱପୂର୍ଣ୍ଣ । ଆଉ ମାତ୍ର କିଛି ଦିନ ମଧ୍ୟରେ ନବରାତ୍ରୀ ଆରମ୍ଭ ହେବ । ଏଥର ନବରାତ୍ରୀ ଅକ୍ଟୋବର ୧୫ରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ନବରାତ୍ରୀ ଉତ୍ସବ ପୂର୍ବରୁ ଗୁଜୁରାଟ ଗାନ୍ଧିନଗରର ଜଣେ…

ସମୁଦ୍ରରେ ସ୍ନାନ କରିବା ପଡ଼ିଲା ମହଙ୍ଗା,ମୁଣ୍ଡରେ ଲାଗିଗଲା ଅକ୍ଟୋପସ

ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବାକୁ କିଏ ବା ଭଲ ନ ପାଏ । ତେଣୁ ଛୁଟି କାଟିବା ପାଇଁ ପ୍ରାୟତଃ ଲୋକେ ସମୁଦ୍ରକୁ ଯାଇ ମଜା କରିଥାଆନ୍ତି । ଏବେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରେ ସ୍ନାନ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ସେ ସମୁଦ୍ରରେ ଗାଧୋଇବା ସମୟରେ ଏକ ଅକ୍ଟୋପସ ତାଙ୍କ ମୁଣ୍ଡରେ ଲାଗିଯାଇଛି ।…

ଥରକେ ୧୬୦ ରାଗୁଆ ଲଙ୍କା ଖାଇ ରେକର୍ଡ

ମେଲବର୍ଣ୍ଣ: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ରେକର୍ଡ କରିବା ନିଶାରେ ଲୋକେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ମେଲବର୍ଣ୍ଣରେ ରହୁଥିବା ଜଣେ ବ୍ୟକ୍ତି ଏପରି…

ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା

ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା'ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ…

ଭାରତୀୟ ଡାକ ଦିବସ: ଆଜିର ଇଣ୍ଟରନେଟ ଯୁଗରେ ଚିଠିର ସ୍ମୃତି ସର୍ବଦା ସଜ୍ଜଳ

ଭୁବନେଶ୍ଵର: ଆଜିର ହ୍ଵାଟ୍ସଆପ ଓ ଇମେଲ ଯୁଗରେ ହାତଲେଖା ଚିଠି ଆମର ନବପିଢ଼ିଙ୍କ ପାଇଁ ଯଦିଓ ଏକ ଅତୀତ ହୋଇପାରେ, କିନ୍ତୁ ତାହାର ସ୍ମୃତି ସର୍ବଦା ସଜ୍ଜଳ । ଚିଠିରେ ବାର୍ତ୍ତା ପହଁଚିବା ପାଇଁ ଯଦିଓ ବେଶ କିଛି ସମୟ ଲାଗୁଥିଲା, କିନ୍ତୁ ଚିଠି ଲେଖୁଥିବା ଲୋକ ଆଉ ପଢ଼ୁଥିବା ଲୋକର ଭାବଗତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରଥଯାତ୍ରାର ବିବରଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ବର୍ଷଯାକର ରୀତିନୀତି ମାସ ଅନୁସାରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଷାଢ଼ ମାସର ବିଭିନ୍ନ ପର୍ବ ପର୍ବାଣୀ ବିଷୟରେ କେବଳ ଏହାର ତିଥି ଇତ୍ୟାଦି…

କାହାର ଅଭିଶାପରୁ ପୋଡି ଧ୍ୱଂସ ହୋଇଯାଇଥିଲା ରାବଣର ସୁନାର ଲଙ୍କା ?ଆସନ୍ତୁ ଜାଣିବା କଣ କୁହେ ଆମ କିମ୍ବଦନ୍ତୀ….

ଭୁବନେଶ୍ଵର: ଲଙ୍କା ଦହନ ରାମାୟଣର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ l ଭାରତୀୟ ଇତିହାସରେ ଭଗବାନ ଶ୍ରୀରାମ ଙ୍କ ଅନେକ ଗାଥା ଶୁଣିବାକୁ ମିଳିଥାଏ , ଏମିତି କୁହାଯାଏ କି ଯେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କାପତି ରାବଣଙ୍କ ଅନ୍ତ କରିଥିଲେ ତେବେ ସେ ଲଙ୍କାର ଶାସନ ଭାର ରାବଣର ଛୋଟ ଭାଇ…

ଇନ୍ଦିରା ଏକାଦଶୀ: ଏହି ଦିନ ଶାଳଗ୍ରାମ ପୂଜା ଓ ବ୍ରତ କଲେ ସନ୍ତୁଷ୍ଟ ହୁଅନ୍ତି ପିତୃପୁରୁଷ

ଭୁବନେଶ୍ଵର: ଚଳିତ ବର୍ଷ ଅକ୍ଟୋବର ୧୦ତାରିଖରେ ପଡୁଛି ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦାଶି | ପିତୃପକ୍ଷ ହେତୁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରିବା ସହ ଦିନସାରା ଉପବାସ କରିବାର ବିଧି ରହିଛି । ଏହି ଉପାୟରେ…