Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅନନ୍ୟ ସାଇକେଲ, ଯାହା ଫୋଲ୍ଡ କରିହେବ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୋରଖପୁର: ଦିନ ଥିଲା, ଯେତେବେଳେ ସାଇକେଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଏହା ମଧ୍ୟ ସ୍ଥିତିର ପ୍ରତୀକ ଭାବରେ ବ୍ୟବହୃତ ହେଉଥିଲା । କିନ୍ତୁ ଏବେ ଆଧୁନିକ ଯୁଗରେ ଭିନ୍ନ ଭିନ୍ନ କାର ବଜାରକୁ ଆସିଛି । ତେଣୁ ଦିନକୁ ଦିନ ସାଇକେଲ ଲୋପପାଇବାକୁ ବସିଛି । ହେଲେ ଆଜିକାଲି ଯୁଗରେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ତ୍ରିବିକ୍ରମଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ପାର୍ଶ୍ଵ ଦେବତା ପୂଜାରେ ବର୍ତ୍ତମାନ ଉତ୍ତର ଦିଗ ପାର୍ଶ୍ଵ ଦେବତା ବାମନ ଅବା ତ୍ରିବିକ୍ରମଙ୍କ ପୂଜା ବିଧି ଆଲୋଚନା କରିବା। ସବୁ…

ଅଢ଼େଇ ଘଣ୍ଟାରେ ୧୧ କେଜି ଓଜନ ହ୍ରାସ କରି ରେକର୍ଡ କଲେ ୬୯ ବର୍ଷୀୟ ବୃଦ୍ଧ

ରୁଷିଆ: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ । କିନ୍ତୁ…

ଏକକାଳୀନ ୧୬ଟି ଚାକିରି କରିଥିଲେ ମହିଳା, ସବୁଠୁ ଦରମା ବି ନେଉଥିଲେ, ଏବେ ଜେଲରେ

ଚୀନ୍‌: ଭଲ ଚାକିରି ଖଣ୍ଡେ ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ଏଥିରେ କେହି କେହି ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୋଇଥାନ୍ତି । ହେଲେ ଚୀନ୍‌ର ଜଣେ ମହିଳା ଏକକାଳୀନ ୧୬ଟି କମ୍ପାନୀରେ ଚାକିରି କରିବା ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଠକେଇ ଅଭିଯୋଗରେ ଜେଲ ଯିବାକୁ ପଡ଼ିଛି ।…

ଘୋଡ଼ାରେ ବସି ମଲ ଭିତରେ ସପିଂ କଲେ ଯୁବକ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ସପିଂ କରିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ବଡ଼ ବଡ଼ ମଲକୁ ବି ଯାଇଥାଆନ୍ତି । ତେବେ ନିକଟରେ ଜଣେ ଯୁବକ ସପିଂ କରିବାକୁ ଘୋଡା ଚଢ଼ି ମଲ ଯାଇଛନ୍ତି । କେବଳ ସେତିକି ନୁହେଁ, ଘୋଡ଼ାରେ ବସି ମଲ ଭିତରେ ବୁଲି ବୁଲି ଜିନିଷପତ୍ର ବି କିଣୁଛନ୍ତି । ଏହାର…

ମା’ ହେବାର ଖୁସିକୁ ନିଆରା ଢଙ୍ଗରେ ସେଲିବ୍ରେଟ୍ କଲେ ମହିଳା, କରିଲେ ଦୁଃଖପୂର୍ଣ୍ଣ ଫଟୋଶୁଟ୍‌

ଫ୍ରାଙ୍କ୍‌ଫର୍ଟ : ବିବାହ ପରେ ପ୍ରତ୍ୟେକ ମହିଳା ମାଆ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ ହେବାର ଅନୁଭୂତି ଖାସ୍ ହୋଇଥାଏ । ସେଥିଲାଗି ନିଜର ଏହି ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ଆଜିକାଲି ଅନେକ ଫଟୋଶୁଟ୍ କରୁଛନ୍ତି । ତେବେ ନିକଟରେ ଫ୍ରାଙ୍କ୍‌ଫର୍ଟର ଜଣେ ମହିଳା ମା’ ହେବାର…

ଆଦିବାସୀଙ୍କ ଅନନ୍ୟ ପରମ୍ପରା କରମଶୁଣି ପୂଜା, କୃଷି ଭିତ୍ତିକ ଏହି ପର୍ବର ମୁଖ୍ୟ ଆକର୍ଷଣ ସାଜେ କରମା ନାଚ

ସୁବର୍ଣ୍ଣପୁର: କାହିଁ କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମଶୁଣି ପୂଜା । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ, ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସ…

୭୦୦ଫୁଟ ଗଭୀର ଗୁମ୍ଫାରୁ ମିଳିଲା ରହସ୍ୟମୟ ପୋଖରୀ, ଲୋକେ ଦେଖି ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ଆମେରିକାର ନିଉ ମେକ୍ସିକୋରେ ଆବିଷ୍କୃତ ହୋଇଛି 'କ୍ଷୀରରେ ପରିପୂର୍ଣ୍ଣ' ଏକ ରହସ୍ୟମୟ ପୋଖରୀ | ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ବାମନ ଜନ୍ମ ନୀତି, ସେପଟେ ରାଜନଅରରେ ପାଳନ ହେବ ସୁନିଆଁ ପର୍ବ

ପୁରୀ: ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ସେପଟେ ରାଜନଅରରେ ଆଜି ରାତିରେ ସୁନିଆଁ ପର୍ବ ପାଳିତ ହେବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । ମହାରାଜଙ୍କ ଶାସନର ୬୬ ଅଙ୍କ ଓ ୧୪୩୧…