Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପବିତ୍ର ଭାଗବତ ଜନ୍ମ: ଚଳଚଞ୍ଚଳ ନୀଳକନ୍ଦରର କୋଣଅନୁକୋଣ

ପୁରୀ: ଆଜି ପବିତ୍ର ଭାଗବତ ଜନ୍ମ ଓ ଇନ୍ଦୁପୂର୍ଣ୍ଣିମା । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପ୍ରତି ଗାଁ ଓ ସହର । ଏପଟେ ଭାଗବତ ଜନ୍ମ ଉପଲକ୍ଷେ ପୁରୀ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ପ୍ରଥମ ଧୂପ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଆଲୋଚନା ଅବସରରେ ଆମେ ଶ୍ରୀଜୀଉମାନଙ୍କ ସମସ୍ତ ପୂଜା ବିଧି ବିଷୟରେ ଆଲୋଚନା ଜାରି ରଖିଛେ। ଏହି ପରିପ୍ରେକ୍ଷୀରେ ଆମର ବାଳ ଭୋଗ ବା ଗୋପାଳବଲ୍ଳଭ…

ଆଜି ପବିତ୍ର ଭାଗବତ ଜନ୍ମ: ସମଗ୍ର ସୃଷ୍ଟି ଓ ଜୀବନ ରହସ୍ୟର ରହସ୍ୟମୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଶାସ୍ତ୍ର

ଆଜି ପବିତ୍ର ଭାଗବତ ଜନ୍ମ । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏହାକୁ ମଧ୍ୟ 'ଭାଗବତ ବଢ଼ା' ମଧ୍ୟ କୁହାଯାଏ । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ…

ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ, ଜାମା ମସଜିଦ ପକ୍ଷରୁ ଆୟୋଜିତ ହୋଇଛି ବିଶେଷ କାର୍ଯ୍ୟକ୍ରମ

ପାରାଦୀପ: ଆଜି ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜନ୍ମଜୟନ୍ତୀ । ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ପାରାଦୀପ ଜାମା ମସଜିଦ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁସଲମାନ ଭାଇମାନେ ମସଜିଦ ପରିସରରେ ସମୂହ ପ୍ରାର୍ଥନା କରି ଏକ ଶାନ୍ତି ଶୋଭାଯାତ୍ରା କରି ମଧୁବନ କବରଖାନା…

ରହସ୍ୟମୟ ମନ୍ଦିର: ନୀଳ ପଡିଯାଏ କ୍ଷୀରର ରଙ୍ଗ, ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ ଏହାର ରହସ୍ୟ

କେରଳ: ଆମ ଦେଶ ଭାରତରେ ମନ୍ଦିରର ଅଭାବ ନାହିଁ । ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ସାଧାରଣ ଲୋକଙ୍କୁ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ । ତେବେ କେରଳରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ କ୍ଷୀର ଢାଳିବା ପରେ ଏହାର ରଙ୍ଗ ନୀଳ ହୋଇଯାଏ । କେରଳର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଗୋପାଳ ବଲ୍ଳଭ ଭୋଗ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟୁଷର ସମସ୍ତ ବିଧି ବିଧାନ ଶେଷ ହେବା ପରେ, ଏପରିକି ଦ୍ୱାରପାଳ ପୂଜା ପରେ, ଶ୍ରୀଜୀଉମାନଙ୍କ ବିଭିନ୍ନ ପୂଜା(ଭୋଗ )ଲାଗି ହୋଇଥାଏ। ପ୍ରଥମ ଭୋଗ ହିସାବରେ…

୧୦୬ ବର୍ଷରେ ଦୌଡ଼ି ବିଶ୍ୱ ରେକର୍ଡ କଲେ ହରିୟାଣାର ଦୌଡ଼ପରୀ ଜେଜେମା

ହରିୟାଣା : ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ନିଜ ନାମକୁ ରେକର୍ଡ଼ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ନିକଟରେ ହରିୟାଣାର ଜଣେ ୧୦୬ ବର୍ଷୀୟା ବୃଦ୍ଧା ଦୌଡ଼ ପ୍ରତିଯୋଗିତାରେ ଚାରିଟି ପଦକ ଜିତି ବିଶ୍ୱ…

ଲୋକଙ୍କୁ ଡ଼ରାଇ ଟଙ୍କା ଆଦାୟ କରୁଥିବା ଡଲକୁ ଗିରଫ କଲା ପୋଲିସ

ମେକ୍ସିକୋ: ଆପଣ ଅନେକ ମାମଲା ଦେଖିଥିବେ, ଯେଉଁଠାରେ ପୋଲିସ ଅଜବ ଚରିତ୍ରକୁ ଗିରଫ କରିଛି । ବେଳେବେଳେ ପୋଲିସ୍ ଏମିତି କିଛି ଲୋକଙ୍କୁ ଗିରଫ କରେ ଯେଉଁମାନଙ୍କର ଗିରଫ ଇତିହାସ ନାହିଁ । ମେକ୍ସିକୋରେ ଏପରି ଏକ ଅଜବ ଘଟଣା ଘଟିଛି, ଯେଉଁଠାରେ ଲୋକଙ୍କୁ ଭୟଭୀତ କରୁଥିବା ଏକ ଡଲ୍‌କୁ ପୋଲିସ ଗିରଫ…

ଖାକି ବର୍ଦ୍ଦିରେ ରିଲ୍‌ସ କରିବା ପଡ଼ିଲା ମହଙ୍ଗା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କଲେ ମହିଳା ପୋଲିସ

ବ୍ରାଜିଲ: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏଇ ଯେମିତି ବ୍ରାଜିଲ୍‌ର ଜଣେ ମହିଳା ପୋଲିସ କର୍ମଚାରୀ ଖାକି ବର୍ଦ୍ଦିରେ ଭିଡ଼ିଓ ପୋଷ୍ଟ…

ଫ୍ରି ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି ୮୦ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ : କୁହାଯାଏ ମାନବ ସେବା ହିଁ ମାଧବ ସେବା । ସେବା ପାଇଁ କୌଣସି ବୟସ ସୀମା ନାହିଁ । ଦିଲ୍ଲୀର ଜଣେ ୮୦ ବର୍ଷୀୟ ବୃଦ୍ଧ ଏହା ପ୍ରମାଣ କରି ଦେଖାଇଛନ୍ତି । ପରିଣତ ବୟସରେ ସେ ଅଭାବି ଲୋକଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଫ୍ରି ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି । ନିଜର…