Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସ୍ନାନ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଶେଷ ପର୍ଯ୍ଯାୟରେ ଦର୍ପଣ ଉପରେ ପଡ଼ିଥିବା ପ୍ରତିବିମ୍ବକୁ ଚନ୍ଦନ ଲେପନ କରିବେ ଓ ମନ୍ତ୍ର ଗାଇବେ "ଗନ୍ଧ ଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…

ଶିକ୍ଷକଙ୍କ କମାଲ: ତିଆରି କଲେ ରୋବୋ, ୨୫ଟି ସ୍କୁଲରେ ପଢାଇଲାଣି ପାଠ

କର୍ଣ୍ଣାଟକ: ସ୍କୁଲ ୟୁନିଫର୍ମ ପିନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ରିବନ ବାନ୍ଧି କୁନି ଝିଅଟିଏ ନିୟମିତ ସ୍କୁଲ ଆସୁଛି । ସେ ପାଠ ପଢିବା ପାଇଁ ନୁହେଁ ବରଂ ଅନ୍ୟ ପିଲାମାନଙ୍କୁ ପଢାଇବା ପାଇଁ । ଏହା ଶୁଣିବା ପରେ ଆପଣ ଭାବୁଥିବେ ଗୋଟେ କୁନି ଝିଅ କ’ଣ ପଢାଉଥିବ ? ବାସ୍ତବରେ ଏହା କୌଣସି ଛାତ୍ରୀ…

୧୧ ବର୍ଷ ହେଲା ଶୋଇ ନାହାନ୍ତି ମହିଳା

ଭିଏତ୍‌ନାମ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୮ ଘଣ୍ଟା ଶୋଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ପ୍ରତ୍ୟେକ ଦିନ ଠିକ୍ ଭାବେ ନ ଶୋଇଲେ ବିଭିନ୍ନ ରୋଗ ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବାକୁ ହେଲେ ଭଲ ଭାବେ ଶୋଇବା ଉଚିତ । ହେଲେ ଭିଏତ୍‌ନାମରେ ଏମିତି ଜଣେ ମହିଳା ଅଛନ୍ତି, ଯିଏ ୧୧ ବର୍ଷ ହେଲା…

ଦୁନିଆର ସବୁଠାରୁ ଦାମୀ ଶାଢି: ଦାମ ଶୁଣିଲେ ହେବେ ଚକିତ

ଚେନ୍ନାଇ: ଭାରତୀୟ ସଂସ୍କୃତିରେ ଶାଢିର ବ୍ୟବହାର ଧାରା ବହୁ ପୁରୁଣା । ମହାଭାରତ ଓ ରାମାୟଣଠାରୁ ଆରମ୍ଭ କରି ସବୁଠି ଶାଢିର ପ୍ରସଙ୍ଗ ଉଲ୍ଲେଖ ଅଛି । ସମୟକ୍ରମେ ଶାଢି ବ୍ୟବହାରର ଧାରା ବଢିବା ସହିତ ଏଥିରେ ନୂଆ ନୂଆ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦୁନିଆର ସବୁଠୁ ଦାମୀ ଶାଢୀ ବିଷୟରେ…

କୋବ୍ରାକୁ ଚୁମ୍ବନ ଦେବା ପଡ଼ିଲା ମହଙ୍ଗା : ଓଠକୁ କାମୁଡ଼ି ଧରିଲା କୋବ୍ରା

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…

ଲାଇସେନ୍ସ ପାଇଁ ୧୨ ଥର ପରୀକ୍ଷା ଦେଇ ବିଫଳ ହେଲେ ଯୁବକ, ଏମିତି କିଛି କଲେ ପୋଲିସ କଲା ଗିରଫ

ବେଲଜିୟମ: ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ନୁହେଁ । ଏଥିପାଇଁ ପ୍ରତ୍ୟେକଙ୍କର ପ୍ରାକ୍ଟିକାଲ ଜ୍ଞାନ ସହିତ ଥିଓରୀ ଜ୍ଞାନ ମଧ୍ୟ ରହିବା ଉଚିତ୍ । ଯଦି ଉଭୟରେ ଭଲ ମାର୍କ ପାଇବେ, ତାହାହେଲେ ଲାଇସେନ୍ସ ମିଳିବ । ଯଦିଓ ଅନେକ ଦେଶରେ ନିୟମ କିଛି ମାତ୍ରାରେ ସହଜ ହୋଇପାରେ, କିନ୍ତୁ ବେଲଜିୟମରେ…

ଗୋଟିଏ ଯୁବତୀ ପାଇଁ ୪୨ ବର୍ଷ ଧରି ବନ୍ଦ ପଡିଥିଲା ଏହି ରେଳ ଷ୍ଟେସନ !

କୋଲକାତା: ଭାରତୀୟ ରେଳ ଷ୍ଟେସନ ସହିତ ଜଡିତ ଏପରି କିଛି ଆଶ୍ଚର୍ଯ୍ୟ ଘଟଣା ରହିଛି ଯାହାକୁ ଶୁଣି ଲୋକେ ହୁଏତ କମ ବିଶ୍ୱାସ କରିବେ। ଭାରତର ଏପରି ଏକ ରେଳ ଷ୍ଟେସନ ରହିଛି ଯାହା ଦୀର୍ଘ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ପଡି ରହିଥିଲା। ବନ୍ଦ ହେବା ପଛର କାହାଣୀ ଗୋଟିଏ ଝିଅ ସହିତ ଜଡିତ। ଏହି ରେଳ…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…