Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୈବଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥିତ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଦୈନିକ ରାଜ ଭୋଗ ବା କୋଠ ଭୋଗ ପ୍ରସ୍ତୁତ ହେବା ସହ ଭୋଗ ମଣ୍ଡପରେ ସମର୍ପିତ ହେଉଥିବା ବରାଦି…

ବୁରହାନପୁରର ଡ଼ବାବାଲା: ଦିନକୁ ବାଣ୍ଟନ୍ତି ୧୫୦ରୁ ଅଧିକ ଟିଫିନ୍‌

ମଧ୍ୟପ୍ରଦେଶ: ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁମ୍ବାଇରେ ଅନେକ ଡବାବାଲା ଅଛନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତ୍ୟେକ ଦିନ ଠିକ୍ ସମୟରେ ୧୫୦ ରୁ ଅଧିକ ଟିଫିନ୍ ଯୋଗାଇଥାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ବ୍ୟକ୍ତି ଜଣକ ଆଜି ପର୍ଯ୍ୟନ୍ତ ଟିଫିନ୍…

ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ଧୋଇ ଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ…

ଅଜବ ଚାକିରି: ଅଫିସରେ କେବଳ ଖେଳିବେ, ଏଥିଲାଗି ମିଳିବ ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଯଦି ଆପଣ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ସର୍ବୋତ୍ତମ ଚାକିରି ରହିଛି । ଏମିତି ଏକ ଅଫିସ ଅଛି, ଯେଉଁଠିକି ଆସି ଆପଣ କେବଳ ଖେଳିବା ସହ ମୋଟା ଅଙ୍କର ସାଲାରି ବି ପାଇବେ । ତାହା ପୁଣି ସପ୍ତାହରେ ଚାରି ଦିନ । ଏପରିକି ଦିନସାରା ଖେଳି ନ ଥିଲେ, କେବଳ ୪ ଘଣ୍ଟା…

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ନିଜ ପସନ୍ଦର ମାଛ ଧରନ୍ତି ଗ୍ରାହକ, ସେହି ମାଛ ତାଙ୍କୁ ପରଷା ଯାଏ

ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍‌, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡ଼ିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର…

ସାବଧାନ ! ସକ୍ରିୟ ହେଲା ଏହି ୩ଟି ମାଲୱେର, ସିଷ୍ଟମରୁ ତୁରନ୍ତ ଚୋରି କରନ୍ତି ତଥ୍ୟ

ସଫ୍ଟୱେୟାର ଦୁନିଆରେ ଆଜିକାଲି ବହୁମାତ୍ରାରେ ମାଲୱେର ଆଟାକ ଚାଲିଛି। ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ଚଲାଇବା ବେଳେ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। କାରଣ ମାଲୱେର୍ ଅର୍ଥାତ୍ ଭାଇରସ୍ ଲାପଟପ୍ କିମ୍ବା କମ୍ପ୍ୟୁଟର ପାଇଁ…

ଏହି କମ୍ପାନୀରେ କେବଳ ଗେମ୍ ଖେଳିଲେ ମିଳିବ ସପ୍ତାହକୁ ୩ ଲକ୍ଷ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁମାନେ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କେବଳ ସେମାନେ ପାଇବେ ଚାକିରି। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଚାକିରି ବିଷୟରେ ଶୁଣିଥିବେ, କିନ୍ତୁ ଯେଉଁମାନେ ଗେମ୍ ଖେଳନ୍ତି ସେମାନେ କେବଳ ଏହି ଚାକିରି କରିପାରିବେ ଏପରି କଥା ଆପଣ…

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରୋଷଶାଳ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଅବସରରେ ଏହା ପାକ ହେଉଥିବା ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ସାଧାରଣ ଗୃହଟିଏ ନିର୍ମାଣ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି…