Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ

ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି । ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍…

ସବୁଠୁ ମୋଟା ମହିଳା: କ୍ରେନରେ ଉଠାଇବାକୁ ପଡ଼ୁଥିଲା, ହେଲେ ଏବେ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି

ଫ୍ଲୋରିଡା: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ ।…

ଲକ୍ଷ ଲକ୍ଷ ଟଙ୍କା ରାସ୍ତାରେ ଉଡ଼ାଇଲେ ବ୍ୟକ୍ତି : ଟଙ୍କା ନେବାକୁ ହେଲା ଭିଡ଼,କାରଣ ଜାଣିଲେ ହେବେ ଚକିତ

ଚୀନ: କୁହାଯାଏ, ମଣିଷ ଜୀବନ ତୁଳନାରେ ଅର୍ଥ ମୂଲ୍ୟହୀନ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । କିଛି ଦିନ ତଳେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଟଙ୍କା ଉଡ଼ାଇଥିଲେ । ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲେ । ଏହି ଟଙ୍କାକୁ ନେବାକୁ ରାସ୍ତାରେ…

ରହସ୍ୟମୟ ବାବା ବର୍ଫାନୀ, ହ୍ରଦରେ ଦର୍ଶନ ଦେଇଥାନ୍ତି ଶେଷନାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାର୍ମିକ ମାନ୍ୟତା ଅନୁସାରେ ଅମରନାଥ ଯାତ୍ରାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ତୀର୍ଥ ଯାତ୍ରା ଭାବରେ ପରିଗଣିତ ହୋଇଥାଏ । ଅମରନାଥ ଧାମକୁ ଯାତ୍ରା କରିବା ପାଇଁ ମାର୍ଗ ଦେଇ ଯିବାକୁ ପଡ଼େ ସେଠାରେ ଶେଷନାଗ ନାମରେ ଏକ ହ୍ରଦ ଅବସ୍ଥିତ । ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ…

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଶେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗ୍ରହଣ ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ କିଛି ବିଶେଷ ନୀତି ପାଳିତ ହୁଏ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ତିଥିମାନଙ୍କରେ। ଆମ ସଂସ୍କୃତି, ପରମ୍ପରା ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଓ…

୧୦୦୦ ପିଲାଙ୍କୁ ସନ୍ତ୍ୟପାନ କରାଇ ବିଶ୍ୱ ରେକର୍ଡ କଲେ ମହିଳା

ନ୍ୟୁୟର୍କ: ବଜାରରେ ମିଳୁଥିବା କ୍ଷୀର ତୁଳନାରେ ମାଆ କ୍ଷୀର ଲକ୍ଷ ଲକ୍ଷ ଗୁଣ ଭଲ । ଅର୍ଥାତ୍ ମାଆ କ୍ଷୀରରେ ଶିଶୁ ପାଇଁ ସମସ୍ତ ଆବଶ୍ୟକ ଆହାର ଭଗବାନ ଭରି ରଖିଛନ୍ତି । ସେଥିପାଇଁ ତ ଜନ୍ମପରେ ପ୍ରଥମ ୬ ମାସ କେବଳ ମାଆକ୍ଷୀର ଦିଆଯିବା ଉଚିତ୍ ବୋଲି ଚିକିତ୍ସକ ମତ ରଖନ୍ତି । ତେବେ ସବୁ ଶିଶୁଙ୍କୁ…

ସମୁଦ୍ର ବାଲିରେ ଖେଳିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଶରୀର ଭିତରେ ପଶିଗଲେ କୀଟ

ଫ୍ଲୋରିଡ଼ା: ସାଧାରଣତଃ ଲୋକେ ସମୁଦ୍ର କୂଳରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ଆଉ ସମୁଦ୍ର ପାଣିରେ ଘଣ୍ଟା ଘଣ୍ଟା ଧରି ଖେଳିଥାନ୍ତି । କେହି କେହି କୂଳରେ ବାଲି ଉପରେ ବସି ଉପଭୋଗ କରନ୍ତି । କିଛି ପିଲା ସମୁଦ୍ର ବାଲିରେ ଘର ତିଆରି କରିବା, ଗୋଡ,ହାତ ପୋତି ଖେଳିଥାନ୍ତି । ଆଉ କିିଛି ଅଛନ୍ତି…

କାରର ଫ୍ୟାନ୍ସି ନମ୍ବରକୁ ୧୨.୭ ଲକ୍ଷ ଟଙ୍କାରେ କିଣିଲେ ଯୁବକ

ଉତ୍ତରାଖଣ୍ଡ: ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସଉକ ଥାଏ । ଆଉ ସେହି ସଉକକୁ ପୂରଣ କରିବା ପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ସେହିପରି ଉତ୍ତରାଖଣ୍ଡର ଉଦାମସିଂ ନଗରର ଜଣେ ବ୍ୟକ୍ତି ତାଙ୍କ ସଉକକୁ ପୂରଣ କରିବାକୁ ମହଙ୍ଗା ମୂଲ୍ୟ ଦେଇ କାରର ଫ୍ୟାନ୍ସି ନମ୍ବର କିଣିଛନ୍ତି ।…