Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମଶା ଅଣ୍ଡା ଦେବାର ଭିଡ଼ିଓ ଭାଇରାଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବର୍ଷା ଅନେକ ରୋଗ ଆଣିଥାଏ । ବିଶେଷକରି ଏହି ଋତୁରେ ଅନେକ କୀଟପତଙ୍ଗ ବାହାରିଥାନ୍ତି । ଏହି ଋତୁ ମଶାଙ୍କ ପାଇଁ ସର୍ବୋତ୍ତମ । ଏଥିରେ ସେମାନେ ଭୟଙ୍କର ପ୍ରଜନନ କରନ୍ତି ଏବଂ ରୋଗ ବିସ୍ତାର କରନ୍ତି । ଡେଙ୍ଗୁ ମଶା ବର୍ଷା ପାଣିରେ ପ୍ରଜନନ କରି ଲୋକଙ୍କୁ ଅସୁସ୍ଥ କରିଦିଏ । ତେଣୁ କରି ବର୍ଷା…

ଅଜବ ଭକ୍ତ: ଚାଲି ଚାଲି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ସହ ୫୨,୦୦୦ ମନ୍ଦିର କଲେ ପରିଦର୍ଶନ

ବିହାର: ଭାରତରେ ଭକ୍ତମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ପ୍ରସନ୍ନ କରୁଥିବା ଦେଖାଯାଏ । କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି, ଯିଏ ପଦଯାତ୍ରା କରି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଏବଂ ୫୨,୦୦୦ ମନ୍ଦିର ପରିଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ନିଜ…

ଆଜି ପବିତ୍ର ହରିଶୟନ ଏକାଦଶୀ, ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ହରିଶୟନ ଏକାଦଶୀ ଉପଲକ୍ଷେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ।…

ବର୍ଷକରେ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ ଏହି ରହସ୍ୟମୟ ମନ୍ଦିର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ ସେବନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ମହିମା ବର୍ଣ୍ଣନାରେ କିଛି ପୁରାଣ ଓ ଶାସ୍ତ୍ର ଏତେ ମଜ୍ଜି ଯାଇଛନ୍ତି ଯେ ସେହି ଶାସ୍ତ୍ର ବା ପୁରାଣ ବର୍ଣ୍ଣିତ ବିଷୟ ସାଧାରଣ ମଣିଷଙ୍କ ଚିନ୍ତନ…

ପୂର୍ବତନ ଉପରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣ: ଦେବତା ପରି ପୂଜା କରନ୍ତି ଲୋକେ

ରାଜସ୍ଥାନ: ନିଜ ଭିଟାମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଗାଁ ଲୋକଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ । ନିଜ ଗାଁର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ଉପରାଷ୍ଟ୍ରପତି ପଦରେ ବସିଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନ ଥିଲେ । ଏବେ ସେ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଏପରି…

କମ୍ ମୂଲ୍ୟରେ ପାହାଡ଼ କିଣି କରିଦେଲେ ବିଳାସପୂର୍ଣ୍ଣ ହୋଟେଲ: କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଟେକ୍ସାସ: କୁହାଯାଏ ଯଦି ଆପଣଙ୍କର ସୃଜନଶୀଳତା ଅଛି, ତେବେ ଆପଣ କୌଣସି ବି ଜିନିଷକୁ ଆକର୍ଷଣୀୟ କରିପାରିବେ । କୌଣସି ମୂଲ୍ୟହୀନ ଜିନିଷ ମୂଲ୍ୟବାନ ହୋଇପାରିବ । ଏହିପରି ଜଣେ ସୃଜନଶୀଳ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତିି । ବ୍ୟକ୍ତି ଜଣକ ମରୂଭୂମିରେ କିଣିଥିବା ଏକ ପରିତ୍ୟକ୍ତ ପାହାଡ ଆଜି…

ରାଜକୀୟ ଢଙ୍ଗରେ ମଇଁଷି ଉପରେ ଯାତ୍ରା କରୁଛି ବୁଲା କୁକୁର

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରୁ ଆମକୁ କିଛି ଶିକ୍ଷା ମିଳିଥାଏ । ସେହିପରି ଆଉ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ଆମେ ହସିହସି ବେଦମ ହୋଇଯାଇଥାଉ । ପଶୁମାନଙ୍କର ବି ମଜାଳିଆ ଭିଡ଼ିଓ…

ଜେସାକୁ ତେସା: ଘରେ ପଶିଗଲା ସାପ, ଧରିବାକୁ ନ ଆସିବାରୁ ଅଫିସରେ ଛାଡ଼ିଲେ ସାପ

ହାଇଦ୍ରାବାଦ: ସରକାରୀ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଲୋକେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜର କିଛି କାମ ପାଇଁ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେ ବି ସେମାନେ କିଛି ଶୁଣନ୍ତି ନାହିଁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏମିତି ଏକ…

ମ୍ୟୁଜିକାଲ୍ ରୋଡ: ରାସ୍ତାରେ ଗାଡ଼ି ଗଡ଼ିଲେ ବାଜୁଛି ଗୀତ

ସୁନ୍ଦର ରାସ୍ତାରେ ଗାଡି ଚଳାଇବାର ମଜା କିଛି ନିଆରା । ରାସ୍ତା ଯେତେ ଆରାମଦାୟକ, ଯାତ୍ରା ବି ସେତିକି ଆରାମଦାୟକ । ଏହି ସମୟରେ, ଲୋକମାନେ ଗାଡିରେ ସେମାନଙ୍କର ପ୍ରିୟ ଗୀତ ବଜାଇ ଯାତ୍ରା କରିଥାନ୍ତି । କିନ୍ତୁ ଏପରି ଏକ ରାସ୍ତା ଅଛି, ଯେଉଁଥିରେ ଆପଣ ଗାଡ଼ି ଚଲାଇ ଗଲେ ସେଠାରେ ଆପେ ଆପେ ଗୀତ…