Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏଠାକୁ ଯିଏ ଯାଏ ସେ ଆଉ ଫେରେନି

ନୂଆଦିଲ୍ଲୀ: ଏ ଦୁନିଆ ବଡ ବିଚିତ୍ର । ଏ ପର୍ଯ୍ୟନ୍ତ ବି ମାନବ ସମସ୍ତ ରହସ୍ୟ ଉଜାଗର କରିପାରି ନାହିଁ । ଅରୁଣାଚଳ ଓ ତିବ୍ଦତର ମଧ୍ୟରେ ଏ ଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ଅଛି ସେଠାକୁ ଯିଏ ଆଉ ଫେରେନି । ଶାଙ୍ଗରୀ ଲା ଘାଟି ନାମରେ ଏହି ରହସ୍ୟମୟ ସ୍ଥାନ ପରିଚିତ । କେତେକଙ୍କ…

ଘର ନୁହେଁ, କାରରେ ବିଳାସପୂର୍ଣ୍ଣ ଜୀବନ କାଟନ୍ତି ପୁରା ପରିବାର: ବର୍ଷକୁ ୮ ମାସ ଏଥିରେ ରୁହନ୍ତି

ରାଜସ୍ଥାନ: ପ୍ରତ୍ୟେକ ଲୋକଙ୍କର ଗୋଟେ ସ୍ୱପ୍ନର ଘର ଥାଏ । ସେମାନେ ସେହି ଘରେ ସାରାଜୀବନ ଖୁସିରେ ରହିବାକୁ ଚାହିଁଥାନ୍ତି । ସେଥିଲାଗି ଘର ଖଣ୍ଡିଏ କରିବା ପାଇଁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ରାଜସ୍ଥାନର ଗୋଟେ ପରିବାର ତାଙ୍କ ସ୍ୱପ୍ନର ଘର ତାଙ୍କ କାର ପାଲଟିଯାଇଛି । ସେମାନେ…

ପ୍ରକୃତ ପ୍ରେମ: ପତିଙ୍କଠାରୁ ପତ୍ନୀ ୪୦ ବର୍ଷ ସାନ, ଲୋକେ କୁହନ୍ତି ବାପା-ଝିଅ ଯୋଡ଼ି

ନ୍ୟୁୟର୍କ: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ନାହିଁ । ଲୋକମାନେ ଯେ କୌଣସି ବୟସରେ ପ୍ରେମରେ ପଡ଼ିପାରନ୍ତି । ପ୍ରେମ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ଲିଙ୍ଗ ମଧ୍ୟରେ ମଧ୍ୟ ପାର୍ଥକ୍ୟ କରେ ନାହିଁ । ତଥାପି ସମାଜ ଏପରି ପ୍ରେମ ଉପରେ ପରିହାସ କରେ । ତେବେ ଆମେରିକାର ଏକ ଦମ୍ପତିଙ୍କ ବୟସର…

ଆପଣ ଜାଣନ୍ତି କି ବଦ୍ରିନାଥ ମନ୍ଦିରରେ କାହିଁକି ଶଙ୍ଖ ଫୁଙ୍କାଯାଏ ନାହିଁ, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ବିବେଚନା କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫଉଙ୍କା ହେଲେ ପୂଜା…

ଆପଣ ମେହେନ୍ଦୀ ଲଗାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ଓଡିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ବିବାହ, ବ୍ରତ ଏବଂ ପର୍ବ ମାନଙ୍କରେ ମହିଳା ଏବଂ ଯୁବତୀମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାତରେ ଲଗାଯାଉଥିବା ସେହି ମେହେନ୍ଦୀ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ମେହେନ୍ଦୀ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରାଇନଥାଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବେଣ୍ଟ ବା ଶିକାର ନୀତି ( ୨ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନାରେ ଆଲୋଚିତ ବିଷୟ ହେଉଛି ବେଣ୍ଟ ବା ଶିକାର ନୀତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ନୀତି ପାଳନର ଯେଉଁ ପଦ୍ଧତି ବର୍ଣ୍ଣିତ ହୋଇଛି। ତାହା…

ହେଲିକପ୍ଟର ଉଡ଼ାଣ ସମୟରେ ଯୁବକ ନେଉଥିଲେ ସେଲ୍‌ଫି : ଗୋଡ଼େଇ ଗୋଡ଼େଇ ପିଟିଲେ ସୁରକ୍ଷାକର୍ମୀ

ଉତ୍ତରାଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ଓ ସେଲଫି ପାଇଁ ସମସ୍ତେ ପାଗଳ । ସେମାନେ ସ୍ଥାନ,କାଳ ପାତ୍ର, ସବୁକିଛି ଭୁଲି ଯାଉଛନ୍ତି । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ହେଲିକପ୍ଟର ଉଡ଼ାଣ ସମୟରେ ସେଲଫି ନେବା ତାଙ୍କୁ ମହଙ୍ଗା…

ଏମିତି ଏକ ମନ୍ଦିର , ଯେଉଁଠି ପୂଜା ପାଏ କେବଳ ବୃଷଭ

ହରିୟାଣା: ପ୍ରତ୍ୟେକ ଶିବ ମନ୍ଦିର ଆଗରେ ବୃଷଭ ପୂଜା ପାଉଥିବା ସମସ୍ତେ ଦେଖିଥିବେ । ହେଲେ ହରିୟାଣାରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି କେବଳ ବୃଷଭ ହିଁ ପୂଜା ପାଉଛନ୍ତି । ପ୍ରତ୍ୟେକ ଦିନ ପୂଜା କରିବା ଓ ଦର୍ଶନ ନିମନ୍ତେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ହରିୟାଣାର ଜିନ୍ଦ…

ଏଠାରେ ମନକୁ ମନ ବିଶାଳକାୟ ପଥର ଘୁଂଚିଥାଏ

ନୂଆଦିଲ୍ଲୀ: ରହସ୍ୟରେ ଭରପୂର ଏହି ଦୁନିଆ । ଆମେରିକାର କାଲିଫୋର୍ଣ୍ଣିଆରେ ଥିବା ଏକ ରହସ୍ୟ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଉଛୁ । ଏହି ସ୍ଥାନରେ ବିଶାଳକାୟ ପଥର ମନକୁ ମନ ଖସିଥାଏ । କାଲିଫୋର୍ଣ୍ଣିଆର ଦକ୍ଷିଣ ପୂର୍ବାଂଚଳରେ ନେବାଦ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଥାଏ । ୨୨୫ କିଲୋମିଟର…

ଇଣ୍ଡୋନେସିଆର ଏହି ମନ୍ଦିରକୁ ଜଗି ରହିଛନ୍ତି ବିଷଧର ସାପ

ଜାକର୍ତା: ଇଣ୍ଡୋନେସିଆର ସମୂଦ୍ର ମଧ୍ୟରେ ତନାହ ଲୋନ ନାମକ ମନ୍ଦିର ରହିଛି । ୬୦୦ ବର୍ଷ ତଳର ଏହି ମନ୍ଦିରକୁ ଏକ ଚଟ୍ଟାଣ ଉପରେ ନିର୍ମାଣ କରାଯାଇଛି । ଏବେ ବି ଭକ୍ତ ଏବଂ ପର୍ଯ୍ୟଟକମାନେ ମନ୍ଦିରକୁ ଦେଖିବାକୁ ଆସିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରକୁ ବିଷଧର ସାପମାନେ…