Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତର ମନସୁନ୍ ଡେଷ୍ଟିନେଶନ

କିଛି ଲୋକଙ୍କୁ ବର୍ଷା ଦିନରେ ବୁଲିବାରେ ଆନନ୍ଦ ମିଳେ। ସେଥିପାଇଁ କିଛି ପର୍ଯ୍ୟଟକ ବର୍ଷା ଆସିଲେ ଏମିତି କିଛି ସ୍ଥାନକୁ ବୁଲିବାକୁ ଚାହାନ୍ତି ଯେଉଁଠି ସେମାନେ ବର୍ଷାକୁ ଉପଭୋଗ କରିବା ସହିତ ପ୍ରକୃତିର ମଜା ନେଇପାରିବେ। କୌଶାନି କୌଶାନି ଉତ୍ତରପ୍ରଦେଶର ଏକ ଛୋଟ ଗାଁ, ଯାହା ନିଜର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି "ଏକାଦଶୀ ନୀତି " । ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ, ମଇଲମ, ଓ ସନ୍ଧ୍ୟା ଆଳତି…

ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ

ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍‌, ବସ କିମ୍ବା ଟ୍ରକ୍‌, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି,…

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ…

ମୂଷାର ମୃତ୍ୟୁ ପରେ ଅସ୍ଥି ଧରି ବିଶ୍ୱ ଭ୍ରମଣରେ ବାହାରିଲେ ମହିଳା

ବ୍ରିଟେନ: ନିଃସର୍ତ୍ତ ଭାବେ ପରସ୍ପରକୁ ଭଲ ପାଇବା ଏମିତି ଏକ ସମ୍ପର୍କ ଯାହାକୁ ସାରା ଜୀବନ କେହି ବି ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ପ୍ରିୟ ସମ୍ପର୍କୀୟଙ୍କୁ ଭଲ ପାଇବା ଓ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଘଟଣାର ଅନେକ ଉଦାହରଣ ରହିଛି । କେବଳ ମଣିଷ ମଣିଷ…

ଅଢେଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ, କଲେ ବିଶ୍ୱ ରେକର୍ଡ଼

ହରିୟାଣା: ଅଢେଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ । ତାହାପୁଣି କୌଣସି ହାତୁଡ଼ିରେ ନୁହେଁ, ହାତରେ । ଆଉ ବିଶ୍ୱ ରେକର୍ଡ଼ ବି କରିଲେ । ଏହା ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ସତ । ହରିୟାଣାର ଆଦିଲ ନାମକ ଜଣେ ବ୍ୟକ୍ତି ଏପରି କରି ଚର୍ଚ୍ଚାକୁ ଆସିଛନ୍ତି । ହରିୟାଣାର ନୁହ ଜିଲା ହିରମାଥାଲା…

ବାହୁବଲୀ-୩ର ଟ୍ରେଲର ଲିକ୍ : ମୋଟା ମହିଳାଙ୍କୁ କାନ୍ଧରେ ଉଠାଇଲେ ଯୁବକ

ଆଜିକାଲି ସୋସିଆଲ ମିଡିଆ ଏକ ରୋଜଗାରର ମାଧ୍ୟମ ପାଲଟିଛି । ଆଉ ଯୁବପିଢି ଆକର୍ଷଣୀୟ କଣ୍ଟେଟ ପ୍ରସ୍ତୁତ କରି ଭିଡ଼ିଓ ବନାଉଛନ୍ତି ଏବଂ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ…

ବର ସହ ମାର୍କଣ୍ଡି ସାଜିଲା ସୁଟ-ଟାଇ ପିନ୍ଧିଥିବା ଲାଲ୍‌ମା, ଲୋକେ ନେଲେ ସେଲ୍‌ଫି

ନ୍ୟୁୟର୍କ : ବିବାହରେ ବର ସହିତ ମାର୍କଣ୍ଡି ଯିବାର ପରମ୍ପରା ରହିଛି । ଏହି ପରମ୍ପରା କେବଳ ଭାରତୀୟ ବିବାହରେ ନୁହେଁ, ବିଦେଶରେ ଖ୍ରୀଷ୍ଟିଆନ ବିବାହରେ ମଧ୍ୟ ଏପରି ଦେଖିବାକୁ ମିଳେ । କନ୍ୟା ଘର ପକ୍ଷରୁ ମାର୍କଣ୍ଡିଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଥାଏ । କିନ୍ତୁ ବର ସହିତ ପଶୁ ମାର୍କଣ୍ଡି ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆମର ବିଷୟ ଥିଲା ନକ୍ଷତ୍ର ବନ୍ଦାପନା, ଏହି ନୀତି ପାଇଁ ମଦନ ମୋହନଙ୍କୁ ଦକ୍ଷିଣ ଘରୁ ଆଣି ମହାପ୍ରଭୁଙ୍କ ଆଜ୍ଞାମାଳ…

ଡ଼୍ରେନକୁ ଧୁମ୍‌ଧାମ୍‌ରେ ବିବାହ କଲେ ମହିଳା: ପାର୍ଟିକୁ ଆସିଥିବା ଅତିଥି ଗନ୍ଧରେ ବାନ୍ତି କଲେ

ବ୍ରିଟେନ୍‌: ପୂର୍ବରୁ ଭାରତରେ ଅନେକ ନଦୀ ଥିଲା । ନଦୀ ବ୍ୟତୀତ ହ୍ରଦ କିମ୍ବା ପୋଖରୀ ଅଳ୍ପ ଦୂରତାରେ ଦେଖିବାକୁ ମିଳୁଥିଲା । ବର୍ଷା ଜଳ ସଂରକ୍ଷଣ ପାଇଁ ଲୋକମାନେ ପୋଖରୀ ଖୋଳୁଥିଲେ । କିନ୍ତୁ ସମୟ ବଦଳିବା ସହିତ ଜନସଂଖ୍ୟା ବୃଦ୍ଧି ପାଇଲା । ନିଜ ବାସସ୍ଥାନ ପାଇଁ ଅନେକ ପୋଖରୀକୁ ପୋତିବାକୁ…