Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଡ଼ଲ ପରି ଦେଖାଯିବାକୁ ପ୍ଲାଷ୍ଟିକ୍ ସର୍ଜରୀ କଲେ ଯାଆଁଳା ଭଉଣୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଇଂଲଣ୍ଡ: ସାଧାରଣତଃ ସମସ୍ତେ ଅନ୍ୟମାନଙ୍କଠୁ ଅଧିକ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସେଥିଲାଗି କିଛି ଲୋକ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିୟୁଟି ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ କିଛି ଲୋକ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି…

ବ୍ରିଜ ମଝିିରେ ସରିଲା ପେଟ୍ରୋଲ : କାନ୍ଧରେ ବାଇକ ଧରି ଚାଲିଲେ ଯୁବକ

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ ହୋଇଯିବେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଗୁଜାର ନାମକ ଜଣେ ଯୁବକ ବାଇକ୍ ଧରି ଯାଉଛନ୍ତି । ଏକ…

ଖର୍ଚ୍ଚ ହିସାବ ମାଗିବାରୁ ପତିଙ୍କୁ ନିର୍ଧୁମ୍ ପିଟିଲେ ପତ୍ନୀ : ଭିଡ଼ିଓ ଭାଇରାଲ ପରେ ଥାନାରେ ମାମଲା ରୁଜୁ

କାନପୁର: ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାରର ବିବାଦ ଏବଂ ଝଗଡା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଯଦି ଝଗଡା ସୀମା ଅତିକ୍ରମ କରେ, ତାହାହେଲେ କଥା ସରିଲା । ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମୂଳ କାରଣ ଅର୍ଥ ହୋଇଥାଏ । ଉତ୍ତରପ୍ରଦେଶର…

ଲୁନାରେ ଫସଲ ଲଦି ଏମିତି ଚଲାଉଛନ୍ତି ଗାଡ଼ି ଲୋକେ ଦେଖି ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କର କୌଣସି ଆବଶ୍ୟକତା ଥାଏ, ସେତେବେଳେ ସେ ନୂତନ ଚିନ୍ତାଧାରା ଆପଣାନ୍ତି । ତା ଉପରେ ନିର୍ଭର କରି ତାଙ୍କର ଆବଶ୍ୟକତା ପୂରଣ କରନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ଚାଷୀ ତାଙ୍କ ଲୁନାରେ…

ହାତୀ ସହ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ରାଗିଯାଇ ଯୁବତୀଙ୍କୁ ଦେଲା କଚାଡି

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ହାତୀ ସହ ଭିଡ଼ିଓ କରିବା ତାଙ୍କୁ ମହଙ୍ଗା ପଡ଼ିଛି…

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଶେଷ ନୀତି ବିଷୟରେ ଜାଣିବା ପାଇଁ ଆମେ ଶ୍ରୀମନ୍ଦିର ସତ୍ୱଲିପିରେ ବର୍ଣ୍ଣିତ ନୈମିତିକ -ବିଧି ଗୁଡିକ ଅନୁଧ୍ୟାନ କରିବା। ଏହି ପ୍ରସଙ୍ଗରେ ଗୁରୁବାର (ମlଜଣା ଓ…

ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ

ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ…

ଗାଁ ଲୋକଙ୍କୁ ଧନୀ କରିଦେଲେ ବ୍ୟକ୍ତି: ପ୍ରତ୍ୟେକ ପରିବାରକୁ ଦେଲେ ୫୭ ଲକ୍ଷ ଟଙ୍କା

କୋରିଆ: ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖି ହୋଇଯାଆନ୍ତି । ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଦକ୍ଷିଣ କୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ସେ ଏମିତି କିଛି କରିଛନ୍ତି,…

ବିକିନ୍ ପିନ୍ଧା ମଡ଼େଲ ଫଟୋ ହୋର୍ଡ଼ିଂକୁ ନେଇ ହଟଚମଟ : ଉତ୍ତେଜନା ହେବାରୁ ହୋଡ଼ିଂ ହଟାଇଲା ପ୍ରଶସାନ

ଅଷ୍ଟ୍ରେଲିଆ: ଆଜିକାଲି ନିର୍ବାଚନ ହେଉ ବା ପର୍ବ , ଜନ୍ମଦିନ ହେଉ କିମ୍ବା ସମବେଦନା ବାର୍ତ୍ତା , କୌଣସି କମ୍ପାନୀର ବିଜ୍ଞାପନ ଲୋକମାନେ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି । କିନ୍ତୁ ନିକଟରେ ଏପରି ଏକ ହୋର୍ଡିଂ ଅଷ୍ଟ୍ରେଲିଆର ଏକ ସହରର ରାସ୍ତାରେ ଦେଖି ଲୋକେ ନିଜେ ଲଜ୍ଜିତ ହୋଇଛନ୍ତି । ଏହି…