Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରଥମଥର ପାଇଁ ଆଇଟିଆର ଦାଖଲ କରୁଛନ୍ତି କି? ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ରୋଜଗାର ଉପରେ ଆୟକର ଦେବାକୁ ପଡେ। ଆୟ ବେତନରୁ ହେଉ କିମ୍ୱା ବ୍ୟବସାୟରୁ। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୨୩। ଏହା ପୂର୍ବରୁ ଆପଣ ଆଇଟିଆର ଦାଖଲ କରିଦେବା ଉଚିତ୍। ଯଦି ଆପଣ…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କମ୍ପ୍ୟୁଟର ଚିପ୍ ନିର୍ମାତା ମାଇକ୍ରୋନ୍ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ଗୁଜୁରାଟରେ ୨.୭୫ ବିଲିୟନ ଡ଼ଲାର୍ (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗ କରିବ। ମାଇକ୍ରୋନ୍ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଦୁଇଟି ପର୍ଯ୍ୟାୟରେ ବିକଶିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ, ତାପରେ ରୋଷ ହୋମ…

ବଜାରରେ ବଢୁଛି କୃତ୍ରିମ ହୀରାର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ ଟେକ୍ନୋଲୋଜି ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ ଲ୍ୟାବରେ ହୀରା ମଧ୍ୟ ତିଆରି କରାଯାଉଛି। ପ୍ରାକୃତିକ ହୀରା ଅପେକ୍ଷା ଲ୍ୟାବ ଦ୍ୱାରା ନିର୍ମିତ ହୀରା ଶସ୍ତା ବୋଲି କୁହାଯାଉଛି। ଏହି ହୀରା ୭୫ ପ୍ରତିଶତ ଶସ୍ତା ହୋଇପାରେ। ଲ୍ୟାବ ହୀରାର ବ୍ୟବସାୟକୁ ଭାରତ…

ଆଣ୍ଡ୍ରଏଡ଼ ୟୁଜର୍ସଙ୍କ କଥା ଶୁଣୁଥିଲା ହ୍ୱାଟ୍ସଆପ୍, ବଗ୍ ଫିକ୍ସ କଲା ଗୁଗୁଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍‌କୁ ବିଶ୍ୱସାରା ଲୋକେ ବ୍ୟବହାର କରନ୍ତି। ଆଉ ହ୍ୱାଟ୍ସଆପ୍‌ର ପ୍ରାଇଭେସି ଯଦି ଲିକ୍ ହୁଏ ତେବେ ଏହାର ପ୍ରଭାବ ସାରା ବିଶ୍ୱର ଲୋକଙ୍କ ଉପରେ ପଡେ। କିଛି ଦିନ ପୂର୍ବରୁ ଜଣେ ଟ୍ୱିଟର ଇଞ୍ଜିନିୟର ଏକ ଟ୍ୱିଟରେ ଦାବି କରିଥିଲେ…

ଟ୍ୱିଟର ମାଲିକ ଓ ମେଟା ସିଇଓଙ୍କ ମଧ୍ୟରେ କଡ଼ା ଟକ୍କର, ମସ୍କଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ଜୁକରବର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟର ମାଲିକ ଏଲୋନ ମସ୍କ ଓ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର। ଏଲୋନ ମସ୍କ 'କେଜ୍ ଫାଇଟ' ପାଇଁ ମାର୍କ ଜୁକରବର୍ଗଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ମାର୍କ। ବୈଷୟିକ ଦୁନିଆରେ ଏଲୋନ୍ ମସ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ ।ତା'ପରେ ରୋଷ…

ପକ୍ଷୀଙ୍କ ମଳରୁ ପ୍ରସ୍ତୁତ ହେଉଛି କଫି, ପିଇବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି

ବ୍ରାଜିଲ: ଅନେକ ଲୋକ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆର ସବୁଠୁ ଦାମୀ କଫି ପିଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଆମେ ଆପଣଙ୍କୁ ସେହି କଫି ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ମାସିକ ଦରମା ଏହାର ମୂଲ୍ୟ ସହିତ ସମାନ । ଏହି କଫି…

ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ , ଦେଖିବାକୁ ଲୋକଙ୍କ ଭିଡ଼

ଆଲ୍ଲାହାବାଦ: ବିଶ୍ୱର ଅନେକ ପୁରାତନ ଜିନିଷ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ଦେଖିଛନ୍ତି କି? ଏହି ଅନନ୍ୟ କଳାକୃତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯାହା ବିଶ୍ୱର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ବୋଲି ଦାବି…

୮୦୦ ବର୍ଷ ପୁରୁଣା ପୋଖରୀ: ଯାହା ଗ୍ରାମକୁ ଦିଏ ଅମ୍ଳଜାନ

ରାଜସ୍ଥାନ: ପୂର୍ବ ସମୟରେ ଜଳ ସଂଗ୍ରହ ଉତ୍ସ ଭାବେ ପୋଖରୀ, କୂଅ ଆଦି ନିର୍ମାଣ କରାଯାଉଥିଲା, ଯାହା ଦ୍ୱାରା ବର୍ଷା ଜଳ ନଷ୍ଟ ନ ହୋଇ ସଂରକ୍ଷିତ ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଯେପରି ସ୍ଥାନୀୟ ବାସିନ୍ଦା ଜଳ ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିଲାଗି ବିଭିନ୍ନ ଉତ୍ସ ତିଆରି କରାଯାଉଥିଲା ।…