Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କଲେ ଛାତ୍ରଛାତ୍ରୀ

ଯୋଧପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ପାଳନ ପରେ ଲୋକମାନଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତାର ଧାରା ମଧ୍ୟ ବୃଦ୍ଧି ପାଇଛି । ଅନେକ ଲୋକ ଯୋଗକୁ ନେଇ ମଧ୍ୟ ଅଭିନବ ପ୍ରୟାସ କରୁଛନ୍ତି । ଯୋଗରେ ବିଭିନ୍ନ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର…

୫ କିଙ୍ଗ୍ କୋବ୍ରାକୁ ଚୁମ୍ବନ କଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…

୩୬ ବର୍ଷ ଧରି ଗର୍ଭଧାରଣ କଲେ ଯୁବକ, ଅପରେସନ ପରେ ଅଦ୍ଭୁଦ କଥା ସାମ୍ନାକୁ ଆସିଲା

ନାଗପୁର: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ବେଳେବେଳେ ଆମକୁ ଦ୍ୱନ୍ଦ୍ୱରେ ପକାଇଦିଏ । ବିଜ୍ଞାନ ମଧ୍ୟ ଏହାର ସଠିକ୍ କାରଣ ଜାଣିବାରେ ଅସମର୍ଥ ହୋଇଥାଏ । ନାଗପୁରରେ ଏମିତି ଜଣେ ଯୁବକ ରହୁଛନ୍ତି, ଯିଏ ୩୬ ବର୍ଷ ଧରି ଗର୍ଭବତୀ ଥିଲେ । ଆଉ ଶେଷରେ ଜାଆଁଳା ଶିଶୁକୁ ଜନ୍ମ ଦେଇ ଚର୍ଚ୍ଚାକୁ…

ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କେଉଁ ଅନାଦି କାଳରୁ ସମଗ୍ର ବିଶ୍ଵରେ ଶ୍ରୀଜଗନ୍ନାଥ ଐକ୍ୟ, ସାମ୍ୟ, ସମନ୍ୱୟ ଓ ଉଦାରତାର ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଓଡ଼ିଆ ଜାତିର ଏହି ମହାନ୍ ଦେବତା ଭାରତୀୟ ମହାଜାତିର ଓ ବିଶ୍ୱ ପ୍ରେମର ସର୍ବ ଶ୍ରେଷ୍ଠ ଦେବତା ଭାବେ ଗୃହୀତ । ଶ୍ରୀଜଗନ୍ନାଥ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧି ବା ଦୈନିକ ନୀତିର ବିଶେଷ ଆଲୋଚନା ଭିତରେ ଆମେ ମହାପ୍ରଭୁଙ୍କ ଜଳଖିଆ ଭୋଗ ବା ଗୋପାଳ ବଲ୍ଳଭ ଭୋଗ ବିଷୟରେ ଜାଣିଲେ। ଏହା ପରେ ଆମେ ସକାଳ ଧୂପ ବିଷୟରେ ଜାଣିବା। ବଲ୍ଳଭ…

ସିଂହଙ୍କ ସହ ଭିଡ଼ିଓ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା

ଆଫ୍ରିିକା: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ସିଂହ ସହ ଭିଡ଼ିଓ କରିବା ତାଙ୍କୁ…

ଏମିତି ଏକ ଗାଁ: ଯେଉଁଠି ପ୍ରତ୍ୟେକଙ୍କ ଘର ଆଗରେ କବର

ଝାଡଖଣ୍ଡ: ପ୍ରତ୍ୟେକ ଗାଁର ଭିନ୍ନ ଭିନ୍ନ ପରମ୍ପରା ରହିଛି । କିନ୍ତୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ସମସ୍ତଙ୍କ ଘର ସାମ୍ନାରେ କବର ରହିଛି । ଆଉ ଘରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ କବରରେ ପୂର୍ବପୁରୁଷଙ୍କୁ ପୂଜା କରାଯିବାର ପରମ୍ପରା ରହିଛି । ସେଥିପାଇଁ…

ୟୁଟ୍ୟୁବର ନୂତନ ପଲିସି; ପପୁଲାର କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଚୋରି କଲେ ଡିଲିଟ୍‌ ହୋଇପାରେ ଚ୍ୟାନେଲ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ୟୁଟ୍ୟୁବର ଚାହିଦା ବେଶ ବୃଦ୍ଧି ପାଇଛି। କାରଣ ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଲୋକେ ରୋଜଗାର କରିବା ସହ ନିଜକୁ ମନରଞ୍ଜନ ମଧ୍ୟ କରାନ୍ତି। ତେବେ ୟୁଟ୍ୟୁବ ୟୁଜର୍ସମାନଙ୍କ ପାଇଁ ନୂତନ ଏକ ନିୟମ ଆସିଛି। ବର୍ତ୍ତମାନ…

ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭଜନ ସମାରୋହ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପ୍ରଥମ ଭଜନ ସନ୍ଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟିକା…

କେବଳ ସ୍ମାର୍ଟଫୋନ ନୁହେଁ ବରଂ ସ୍ମାର୍ଟଟିଭି, ସ୍ପିକର ମଧ୍ୟ ଚୋରି କରେ ଆପଣଙ୍କ ଗୋପନୀୟ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ସ୍ମାର୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ  ସ୍ପିକର ଅଛି ତେବେ ହୋଇଯାଆନ୍ତୁ ସାବଧାନ। ଆପଣ ସମସ୍ତେ ଜାଣନ୍ତି ଯେ ସ୍ମାର୍ଟଫୋନ ଗୁଇନ୍ଦା ଭଳି କାମ କରେ। କିନ୍ତୁ ଆଜିକାଲି କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ଆପଣଙ୍କର ସ୍ମାର୍ଟ ଟିଭି ଏବଂ ସ୍ପିକର ମଧ୍ୟ…