Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାଆଙ୍କ ସହ କଠିନ ଯୋଗ କରନ୍ତି କୁନି ଝିଅ, ସାଉଁଟୁଛନ୍ତି ଲୋକଙ୍କ ପ୍ରଶଂସା

ନ୍ୟୁୟର୍କ: କୁହାଯାଏ ଯେ, ସାଧାରଣତଃ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଅଧିକାଂଶ ଜିନିଷ ଶିଖିଥାନ୍ତି । ଘରର ଚାଲିଚଣନ ହେଉ ବା ପରମ୍ପରା ସବୁକିଛି ପିଲାମାନେ ଘରୁ ହିଁ ଶିଖିଥାନ୍ତି । ବିଶେଷକରି ମାଆମାନେ ଯାହା କରନ୍ତି ପିଲାମାନେ ତାହାକୁ ଦେଖି ଅଧିକ ଶିଖିଥାନ୍ତି । ଏବେ ଗୋଟେ ଛୋଟ…

ମଡ଼େଲଙ୍କ ଦୁଃଖଭରା କାହାଣୀ: ଖେଳିବାକୁ କଣ୍ଢେଇଟିଏ ନ ଥିଲା, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ଅଷ୍ଟ୍ରେଲିଆ: କଥାରେ ଅଛି, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ କେହି କହିପାରିବେ ନାହିଁ । ଭାଗ୍ୟ କାହାକୁ ଧନୀ କରିଦେଇଥାଏ ତ ଆଉ କାହାକୁ ଗରିବ ମଧ୍ୟ କରିଦିଏ । ଅନେକ ଲୋକଙ୍କ ଜୀବନରେ ଏପରି କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମଡ଼େଲଙ୍କ କାହାଣୀ ମଧ୍ୟ ଠିକ୍…

ଚଷମା ଆକୃତିର ଟାଟୁ କଲେ ଯୁବକ: ଲୋକେ ଦେଖି ଆଶ୍ଚର୍ଯ୍ୟ

ଇଟାଲି: ଆଜିକାଲି ଯୁବପିଢୀ ନିଜ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଟାଟୁକୁ ଭଲ ପାଆନ୍ତି, ସେମାନେ ଅଜବ ଡିଜାଇନ୍‌ର ଟାଟୁ କରିବାକୁ ପସନ୍ଦ କରନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ତାଙ୍କ…

ଆପଣଙ୍କ କଥା ଶୁଣେ କି ଫେସବୁକ୍? ଜାଣନ୍ତୁ ଫେସବୁକ୍ ଓ ବିଜ୍ଞାପନ ମଧ୍ୟରେ ଥିବା କନେକ୍‌ସନ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଆମେ ଲକ୍ଷ କରୁ ଯେ ଆମେ ଯେଉଁ ବିଷୟବସ୍ତୁ ସମ୍ପର୍କରେ କଥାବାର୍ତ୍ତା କରୁ ସେହି ସମ୍ବନ୍ଧୀୟ ବିଜ୍ଞାପନ ଆମ ଫୋନ୍ କିମ୍ବା ଲାପଟପରେ ଦୃଶ୍ୟମାନ ହୁଏ। ଏହା ବିଶେଷତଃ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଆପରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଅନ୍ୟ ୱେବସାଇଟରେ ମଧ୍ୟ…

ସାବଧାନ! ଲୁଚି ଲୁଚି ଭାରତୀୟଙ୍କ ତଥ୍ୟ ସଂଗ୍ରହ କରୁଛି ରିଅଲମିର ଏହି ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଇନା ଫୋନ୍ କମ୍ପାନୀ ବିରୋଧରେ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି। ରିଅଲମିର 'ଏନହାନ୍ସ ଇଣ୍ଟେଲିଜେଣ୍ଟ୍ ସର୍ଭିସେସ୍' ଫିଚରଟି ଚାଇନା କମ୍ପାନୀକୁ ଅସୁବିଧାରେ ପକାଇଛି। ଏହି ଫିଚର ସ୍ୱୟଂଚାଳିତ ଭାବରେ ରିଅଲମି ଫୋନରେ ତଥ୍ୟ ସଂଗ୍ରହ କରେ।…

ରଥଯାତ୍ରା ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ 

ପୁରୀ : ପବିତ୍ର ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଭୋଳାନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ପରିସରରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ…

ଜଳ ଯୋଗାସନରୁ ମିଳେ ଦ୍ୱିଗୁଣ ଫାଇଦା, ଜାଣନ୍ତୁ ଆସନ କରିବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ କିଛି ବର୍ଷ ମଧ୍ୟରେ ଯୋଗର ଲୋକପ୍ରିୟତା ଏବଂ ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଯୋଗର ଲାଭ ଯୋଗୁଁ ଆଜି ଦୁନିଆର ଅଧିକାଂଶ ଲୋକ ଏହାର ରୁଟିନ ଅନୁସରଣ କରୁଛନ୍ତି। ନିୟମିତ ଭାବେ ଯୋଗ କରିବା ଦ୍ୱାରା କେବଳ ବିପି, ମଧୁମେହ ନୁହେଁ, କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା…

ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ।  ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଭିତରେ ଏକ ବିଶେଷ ବିଧି ସlହlଣ ମେଲା ବିଷୟରେ ବିଷଦ ଆଲୋଚନାରୁ ଜାଣିଲେ । ଏହା ଶ୍ରୀମନ୍ଦିର ସତ୍ୱଲିପି ନିର୍ଦ୍ଦେଶିତ ନୀତି ନୁହେଁ। କିଛି ବିଷୟକୁ ଆଖି ଆଗରେ ରଖି ଏହା…

ଅପ୍ରତ୍ୟାଶିତ ଭାବେ ଟାଇମ୍ସ ନାଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ନିଜ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। (ଜୁନ୍ ୨୦) ମଙ୍ଗଳବାର ଶିବଶଙ୍କର ବିନା କୌଣସି ପୂର୍ବ ଘୋଷଣାରେ ଟାଇମ୍ସ ନାଓର ସମ୍ପାଦକୀୟ ଗୋଷ୍ଠୀ ସମେତ ସମସ୍ତ Whatsapp ଗ୍ରୁପରୁ ଏକଜିଟ୍ ହୋଇଯାଇଛନ୍ତି।…