Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବଢିଲା ଏଲପିଜି ସିଲିଣ୍ଡରର ଆମଦାନୀ ଶୁଳ୍କ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଏଲପିଜି ସିଲିଣ୍ଡର ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାକୁ ସିଧାସଳଖ ୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଉପରେ ବର୍ତ୍ତମାନ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ଲାଗୁ କରାଯିବ। ଏଲପିଜି ସିଲିଣ୍ଡର…

ଆପଣ ଖାଦ୍ୟରେ ପାନମଧୁରି ବ୍ୟବହାର କରନ୍ତି କି? ଜାଣନ୍ତୁ କଣ ଏହାର ଉପାଦେୟତା…

ପାନମଧୁରୀ.. ଯିଏ ଖାଇଛି ସିଏ ଜାଣିଛି ତା’ର ମଧୁରତା ।  ସ୍ୱାଦ ଯେମିତି ସୁବାସ ସେମିତି । କେତେ ବେଳେ ଖାଦ୍ୟରେ ତ କେତେବେଳେ ପାନୀୟ ବ୍ୟବହାର କରାଯାଇଥାଏ ପାନମଧୁରୀ । କେତେବଳେ ପୁଣି ମାଉଥଫ୍ରେସ ପାଇଁ ଖୋଜା ପଡିଥାଏ ପାନମଧୁରୀ । ଏମିତି ଲୋକ ଅଛନ୍ତି ଯିଏ  ଦୈନନ୍ଦିନ ଖାଦ୍ୟ ଓ ପାନୀୟରେ…

ଜାମୁକୋଳି ମଞ୍ଜୀରୁ ଦୁର ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଜାଣନ୍ତୁ କିପରି….

ଜାମୁକୋଳି ପ୍ରାୟ ସମସ୍ତଙ୍କ ପ୍ରିୟ ଫଳ । ବର୍ଷା ଋତୁ ଆସିଲେ ରାସ୍ତା କଡ଼ରେ ଦେଖିବାକୁ ମିଳେ ଜାମୁକୋଳିର ପସରା ।  ଏହା ଏକ ଋତୁକାଳୀନ ଫଳ । ଏହି ଋତୁରେ ଜାମୁକୋଳି ପ୍ରଚୁର ପାରିମାଣର ଉପଲବ୍ଧ ଥାଏ । କିନ୍ତୁ ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବି…

ଭାରତରେ ସର୍ବାଧିକ ହୋମ ଲୋନ୍ ନେଉଛନ୍ତି ଲୋକେ: ଆରବିଆଇ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ସାଧାରଣ ଲୋକଙ୍କ ଅଗ୍ରଗତିର ଏକ ପ୍ରମୁଖ ମାପ ଅଟେ। ଗତ ଦଶନ୍ଧି ମଧ୍ୟରେ ଭାରତର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଦ୍ୱାରା ଏହା ପ୍ରମାଣିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଦ୍ୱାରଫିଟାଠାରୁ ଆରମ୍ଭ କରି ଏବେ ଆସି ଅନ୍ତିମ ଚରଣରେ ପହଞ୍ଚି ଯାଇଛେ। ଗୋଟିଏ ଦିନର ଚଳଚଞ୍ଚଳ ଜୀବନ ଚର୍ଯ୍ୟା ଭିତରେ ଠାକୁରମାନେ…

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର…

୭ ଯୁବକ ବାଇକ୍‌ରେ କରୁଥିଲେ ରିଲ୍‌ସ, ଭିଡିଓ ଭାଇରାଲ ପରେ ଚାଲାଣ ପହଞ୍ଚିଲା ଘରେ

ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି । ଏହି ଘଟଣା…

କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ମେୟର: କାରଣ କ’ଣ ଜାଣନ୍ତୁ

ମେକ୍ସିକୋ: ଗ୍ରହ ଶାନ୍ତି ପାଇଁ କେହି କେହି ଗଛ, ପଶୁ ପକ୍ଷୀଙ୍କୁ ବିବାହ କରୁଥିବା ଆପଣ ଶୁଣିଥିବେ । କିନ୍ତୁ ମେକ୍ସିକୋରେ ଜଣେ ମେୟର ଏକ ମହିଳା କୁମ୍ଭୀରକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ଗ୍ରହ ଶାନ୍ତି ପାଇଁ ନୁହେଁ ବରଂ ଶୁଭଫଳ ପାଇଁ ସେ ଏହି ବିବାହ କରିଛନ୍ତି । ଏହାର…

ଦୁନିଆର ସବୁଠୁ ଦାମୀ ଟମାଟୋ: ଯାହାର ମଞ୍ଜିର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ୟୁରୋପ: ଏବେ ବଜାରରେ ଟମାଟୋର ଦାମ ଆକାଶଛୁଆଁ । ଏହାର ମୂଲ୍ୟ୍ ବିଭିନ୍ନ ବଜାରରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି । ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ…

କୁକୁରକୁ ରଙ୍ଗରେ ସଜ୍ଜାଇଲେ ମହିଳା, ପ୍ରଶଂସା ବଦଳରେ ମିଳୁଛି ନିନ୍ଦା

କାଲିଫର୍ଣ୍ଣିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । କିନ୍ତୁ ଅନେକ କୁକୁର ପ୍ରେମୀ ସେମାନଙ୍କ ପୋଷା କୁକୁରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି ।…