Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଘରୁ ଉଦ୍ଧାର ହେଲା ୨ ଫୁଟର ଝିିଟିପିଟି : ଲୋକେ ଦେଖି ଆଶ୍ଚର୍ଯ୍ୟ

ଫତେହାବାଦ: ଏବେ ଚାଲିଛି ବର୍ଷା ଋତୁ । ଏଭଳି ପରିସ୍ଥିତିରେ ପଶୁମାନେ ନିଜକୁ ବର୍ଷାହଭ ରକ୍ଷା କରିବା ପାଇଁ ଲୋକଙ୍କ ଘରେ ଆଶ୍ରୟ ଖୋଜିଥାନ୍ତି । ପ୍ରାୟତଃ ବର୍ଷା ସମୟରେ ଲୋକଙ୍କ ଘରୁ ସାପ ବାହାରୁଥିବା ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଅନେକ ସ୍ଥାନରେ କୁମ୍ଭୀର ପାଣିରୁ…

ପୁରା ଶରୀରରେ ମହିଳା କଲେ ଟାଟୁ: ସ୍କୁଲ, ପବ୍, ପାର୍ଲର ଯିବାକୁ ବାରଣ

ବ୍ରିଟେନ: ଆଜିକାଲି ଯୁବପିଢୀ ଦେହରେ ବିଭି୍‌ନ୍ନ ପ୍ରକାରର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ନିଜ ସଉକକୁ ପୂରଣ କରିବାକୁ ଯାଇ ଜଣେ ଜଣେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥାନ୍ତି । ହେଲେ ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଦେହରେ ଟାଟୁ କରିଥିବାରୁ ତାଙ୍କୁ ତାଙ୍କ ପିଲାଙ୍କ…

ଭାରତରେ ଅଛି ଦୁନିଆର ସବୁଠାରୁ ବଡ଼ କବାଟ, ଉଚ୍ଚତା ୧୭୩ ଫୁଟରୁ ଉର୍ଦ୍ଧ୍ୱ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା ଜାଣିଲେ ଦେଶର ଗର୍ବ ବଢ଼ିଥାଏ। ହିମାଳୟଠାରୁ ନୀଳଗିରି ଏବଂ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଆଜି ଦେଶର ସମସ୍ତ ଆଶ୍ଚର୍ଯ୍ୟଜନକ ଘଟଣା…

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସଙ୍କୁଚିତ ହେଉଛି ମନୁଷ୍ୟ ମସ୍ତିଷ୍କ, ଆସିଲା ଅଧ୍ୟୟନ ରିପୋର୍ଟ

ଓଡିଶା ସମ୍ବାଦ ବ୍ୟୁରୋ: ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ମାନବ ମସ୍ତିଷ୍କ। ଜଳବାୟୁର ପରିର୍ତ୍ତନ ଯୋଗୁଁ ମଣିଷଙ୍କ ମସ୍ତିଷ୍କ ଛୋଟ ହେବାରେ ଲାଗିଛି। ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି। ମାନବ ବିକାଶ ଜଳବାୟୁ ପରିସ୍ଥିତି ଉପରେ ନିର୍ଭର କରେ। ମାନବ ଶରୀରର ୫୦ ହଜାର ବର୍ଷ ପୁରୁଣା…

ଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ, ଜାଣନ୍ତୁ କାଉଡ଼ିଆ ଯାତ୍ରାର ମହତ୍ତ୍ୱ

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ । ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ର ଶେଷ ବିଧି ପହୁଡ଼ ପଡ଼ିବାକୁ ଯାଉଛି । ଠିକ ଏହା ପୂର୍ବରୁ ପ୍ରଭୁମାନଙ୍କୁ ବଡ଼ ସିଂହାର ବେଶରେ ସଜାଇ ଦିଆଯାଇଛି । ସ୍ୱତନ୍ତ୍ର ପୁଷ୍ପ ଅଳଙ୍କାର…

ଗଭୀର ସମୁଦ୍ରରୁ ଅଦ୍ଭୁଦ ଜୀବ ଠାବ, ବୈଜ୍ଞାନିକମାନେ ନାଁ ରଖିଲେ ମେଲାନୋଷ୍ଟୋମିୟସ୍ ଡ଼ିଓ

ବ୍ରାଜିଲ: ଦୁନିଆରେ ଅନେକ ପ୍ରକାରର ଜୀବ ଅଛନ୍ତି । କିଏ ମାଟି ତଳେ ତ ଆଉ କିଏ ଗଭୀର ସମୁଦ୍ର ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ବାସ କରିଥାନ୍ତି । ଅନେକ ବୈଜ୍ଞାନିକ ନୂତନ ଜୀବଙ୍କ ସନ୍ଧାନରେ ନିୟୋଜିତ ରହିଥାନ୍ତି । ଏପରି ଜାଗାରେ ଜୀବଜନ୍ତୁ ଠାବ କରନ୍ତି, ଯେଉଁଠାରେ ମଣିଷ ଏପର୍ଯ୍ୟନ୍ତ ପହଞ୍ଚିି…

ଦୁନିଆର ସବୁଠୁ ଛୋଟ ଶିଶୁ: ୨୨ ସପ୍ତାହରେ ନେଲା ଜନ୍ମ , ଓଜନ ୩୫୦ ଗ୍ରାମ୍‌

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରି-ମାଚ୍ୟୁୟର ଶିଶୁ ଅଛନ୍ତି,ଯାହାର ଓଜନ ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାଏ । କିନ୍ତୁ ଆମେରିକାରେ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି, ଯାହାର ଓଜନ ମାତ୍ର ୩୫୦ ଗ୍ରାମ୍ ରହିଛି । ଏହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ ବୋଲି କୁହାଯାଇଛି । ସବୁଠୁ ବଡ଼…

ମଲରେ ଲାଇବ୍ରେରୀ: ଯେଉଁଠି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ

କୋରିଆ: ଡ଼ିଜିଟାଲ ଯୁଗରେ ଏବେ ସବୁକିଛି ଡ଼ିଜିଟାଲ । ଅର୍ଥାତ୍ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ ଡ଼ିଜିଟାଲ ସହିତ ଯୋଡ଼ି ହୋଇ ରହିଛି ମଣିଷ । ଏହି କାରଣରୁ ପାରମ୍ପରିକ ଭାବେ ପ୍ରଚଳିତ ହୋଇଆସୁଥିବା ପୁସ୍ତକ ପଠନ ଉପରୁ ମୁହଁ ଫେରାଇ ନେଇଛନ୍ତି…

ଏମିତି ଏକ ହୁକ୍‌କା : ଯାହାର ଓଜନ ୬୦ କିଲୋଗ୍ରାମ, ଲାଗେ ୭ ଚିଲମ୍

ହରିୟାଣା: ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସମସ୍ତେ ଜାଣନ୍ତି । ତଥାପି ହରିୟାଣାର ପ୍ରତ୍ୟେକ ଗାଁ, ଛକ, ଗଛମୂଳରେ ହୁକ୍‌କା ସାହାଯ୍ୟରେ ଲୋକେ ଧୂମପାନ କରୁଥିବା ଦେଖିବାକୁ ମିଳେ । ଏଠାରେ ହୁକ୍‌କା ଟାଣିବାରେ କିଛି ପ୍ରତିବନ୍ଧକ ନାହିଁ । ଯିଏ ଯେଉଁଠି ପାରିଲା ସେଠି ହୁକ୍‌କା…