Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାଗଣାରେ ବିମାନରେ ଯାତ୍ରା କଲେ ୪ କୋଟି କିମି: ପତ୍ନୀଙ୍କୁ ନେଲେ ୧୨୦ ଥର ହନିମୁନ୍‌ରେ

ନ୍ୟୁୟର୍କ: ବିମାନରେ ଯାତ୍ରା କରିବାକୁ ସମସ୍ତଙ୍କର ଇଛା ଥାଏ । ସେଥିଲାଗି ଟିକେଟ ବୁକିଂ କରିବା ସମୟରେ ୧୦୦ ଥର ଭାବନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବିମାନରେ ୪ କୋଟି କିଲୋମିଟର ଯାତ୍ରା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ୧୨୦ ରୁ ଅଧିକ ଥର ହନିମୁନ୍‌ରେ…

ଚଳନ୍ତା ଟ୍ରେନ୍‌ରେ ଗୁପ୍‌ଚୁପ୍ ପସରା: ମଜା ନେଲେ ଯାତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍‌ଫୁଡ଼ ଭିତରୁ ଗୁପ୍‌ଚୁପ୍‌କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍‌ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ…

ପ୍ରେମିକଙ୍କ ବ୍ୟକ୍ତିଗତ ପାର୍ଟରେ ତାଲା ପକାଇଲେ ପ୍ରେମିକା : ବ୍ରେକଅପ୍ ପରେ ଚାବି ନେଇ ପଳାଇଲେ

ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍‌କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି ।…

ସ୍କୁଲ କ୍ୟାଣ୍ଟିନ ଥାଳିରେ ମୂଷା ମୁଣ୍ଡ, ଭିଡ଼ିଓ ଭାଇରାଲ ପରେ ମୁହଁ ଖୋଲିଲା ମ୍ୟାନେଜମେଣ୍ଟ

ଚୀନ୍‌: ଚୀନର ଖାଦ୍ୟ ଏବଂ ପାନୀୟକୁ ନେଇ ଖୁବ୍ କୁଖ୍ୟାତି ରହିଛି । ଏଠାରେ କୁକୁର ମାଂସ ମେଳା ଆୟୋଜନ ହେଉଥିବାରୁ ଏହା ବହୁ ଚର୍ଚ୍ଚିତ ହୋଇଛି । ଯେତେବେଳେ ସାରା ବିଶ୍ୱରେ କରୋନା ବ୍ୟାପିଲା, ଚୀନ୍ ମଧ୍ୟ ଏଥିପାଇଁ ଦାୟୀ ଥିଲା । ଏହି ଭୂତାଣୁ ବାଦୁଡ଼ି ମାଂସରୁ ମଣିଷକୁ ସ୍ଥାନାନ୍ତର ହେବାର…

ଖୁବଶୀଘ୍ର ୟୁଟ୍ୟୁବ ଆଣିବ ଅନଲାଇନ୍ ଗେମ୍ସ

ଓଡିଶା ସମ୍ବାଦ ବ୍ୟିରୋ: ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିବାକୁ ଯାଉଛି ଅନଲାଇନ୍ ଗେମ୍। ଏଥିପାଇଁ ଏକ ପ୍ରଡକ୍ଟ ଟେଷ୍ଟ କରିବା ଆରମ୍ଭ କରିଛି। 'ପ୍ଲେଏବଲ୍ସ'(Playables) ନାମକ ଏକ ନୂତନ ପ୍ରଡକ୍ଟ ଟେଷ୍ଟିଂ କରିବାକୁ କମ୍ପାନୀ କର୍ମଚାରୀମାନଙ୍କୁ…

ସଫ୍ଟୱେର୍ ଡେଭଲପରରୁ ରାପିଡୋ ଡ୍ରାଇଭର, ଭାଇରାଲ ହେଉଛି ଯୁବକଙ୍କ ଚାକିରି ଖୋଜିବାର ନୂଆ ଉପାୟ

ବେଙ୍ଗାଲୁରୁ: ଆଇଟି, ଦେଶର ଅନ୍ୟତମ ବୃହତ୍‌ କର୍ମଯୋଗାଣ କ୍ଷେତ୍ର। କିନ୍ତୁ କିଛି ମାସ ହେବ ଆଇଟି କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କୁ ଲେ-ଅଫ୍ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଶ୍ୱର ବହୁ ଇଞ୍ଜିନିୟରମାନେ ଏବେ ଚାକିରି ହରାଇଛନ୍ତି। କିଛି ଇଞ୍ଜିନିୟରମାନେ ଅନ୍ୟାନ୍ୟ କମ୍ପାନୀରେ…

ମୌସୁମୀ ପାଇଁ ବଜାରରେ ଆକାଶ ଛୁଆଁ ଟମାଟୋ ଦର, ସାଧାରଣରେ ଅସନ୍ତୋଷ ବୃଦ୍ଧି

ନୂଆଦିଲ୍ଲୀ: ମୌସୁମୀ ଆସିବା ମାତ୍ରେ ମହାଙ୍ଗା ହେଲାଣି ସବୁଜ ପନିପରିବା ଦର। ଏକ ସପ୍ତାହ ପୂର୍ବରୁ ଟମାଟୋ କିଲୋ ପ୍ରତି ୩୦-୪୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା କିଲୋ ପ୍ରତି ୮୦-୧୦୦ ଟଙ୍କା ହେଲାଣି। ବଜାରରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମୂଲ୍ୟରେ ହୋଲସେଲ ହାରରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧିରେ ଆମେ ଭୋଗ ମଣ୍ଡପ ଭୋଗର ଆଲୋଚନା ଜାରି ରଖିଛେ। ଏହି ଭୋଗଟି ସମ୍ପୂର୍ଣ୍ଣ ଭାବେ ବରାଦିଆ ଓ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ସ୍ୱରୂପ ଓ ପରିମାଣରେ କୌଣସି…

ଫୁଲରେ ଫୁଲରେ ଏରୋପ୍ଲେନ୍‌

ଦୁବାଇ: ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ…

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଜୟପୁର:ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ଇ…