Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାହୁବଳୀ ସିଙ୍ଗଡ଼ା ଖାଆନ୍ତୁ, ୭୧ ହଜାର ଟଙ୍କା ନିଅନ୍ତୁ

ଲକ୍ଷ୍ନୌ : ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ତୁଳନାରେ କିଛି ଭିନ୍ନ କରିବା । କାରଣ ଭିଡ଼ ଭିତରୁ ନିଆରା ପରିଚୟ ପାଇବା ପାଇଁ ଅନେକ ଆଗ୍ରହ ରଖନ୍ତି । ତେବେ ଉତ୍ତରପ୍ରଦେଶର ଜଣେ ମିଠାଦୋକାନୀ ଏଭଳି କିଛି ଭିନ୍ନ କରିବାକୁ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ କେଜି ଓଜନର ସିଙ୍ଗଡ଼ାକୁ ଜଣେ…

ହାଇ ହିଲ୍ ପିନ୍ଧି ଦୌଡ଼ିଲେ ଯୁବକ, କଲେ ବିଶ୍ୱ ରେକର୍ଡ଼

ସ୍ପେନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯିଏ ସବୁବେଳେ କିଛି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି । କେବଳ ସେତିକି ନୁହେଁ ନିଜ ନାମକୁ ରେକର୍ଡ଼ବୁକ୍‌ରେ ସ୍ଥାନିତ କରିବାକୁ ବି ଚେଷ୍ଟା କରନ୍ତି । ଏବେ ସେମିତି ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ହାଇହିଲ ପିନ୍ଧି ଦୌଡ଼ ବିଶ୍ୱ…

ଏମିତି ଜଣେ ବ୍ୟକ୍ତି: ଯାହାକୁ ଶୀତଦିନେ ପ୍ରବଳ ଗରମ ଓ ଗରମ ଦିନେ ଶୀତ ହୁଏ, ଡ଼ାକ୍ତରୀ ବିଦ୍ୟା ବି ଫେଲ୍‌

ହରିୟାଣା଼: ଏପ୍ରିଲ-ମେ ମାସରେ ଡ଼ହ ଡ଼ହ ଖରା । ପ୍ରବଳ ଖରା ଯୋଗୁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଫଳରେ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ୁଥିଲା । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇ ମଧ୍ୟ ପଡ଼ିଥିଲେ । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯିଏକି କମ୍ବଳ ଓ ବେଡ଼ସିଟ୍…

୩୨ ବର୍ଷ ବୟସରେ ୬୫ ପିଲାର ବାପା : ଏବେ ଖୋଜୁଛନ୍ତି ପ୍ରକୃତ ଜୀବନସାଥୀ

ନ୍ୟୁୟର୍କ: ୩୨ ବର୍ଷ ବୟସରେ ୬୫ ପିଲାର ବାପା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । କିନ୍ତୁ ଘଟଣାଟି ସତ । ଏମିତି ଜଣେ ଆମେରିକୀୟ ଯୁବକ ଅଛନ୍ତି ଯିଏ ଶୁକ୍ରାଣୁ ଦାନ କରି ମାତ୍ର ୩୨ ବର୍ଷ ବୟସରେ ୬୫ ପିଲାର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏବେ ସେ ଆଉ…

ଚାଟ୍ ଜିପିଟି ଏକ୍ସପର୍ଟଙ୍କ ଦରମା ୧.୫ କୋଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ସଂସ୍କୃତରେ ଏକ ଶ୍ଳୋକ ଶୁଣିଥିବେ “ସ୍ୱଦେଶେ ପୂଜ୍ୟତେ ରାଜା, ବିଦ୍ୱାନ ସର୍ବତ୍ର ପୂଜ୍ୟତେ” ଅର୍ଥାତ୍ ରାଜା କେବଳ ନିଜ ରାଜ୍ୟ କିମ୍ବା ଦେଶରେ ପୂଜା ପାଆନ୍ତି। କିନ୍ତୁ ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ପୂଜା ସମଗ୍ର ବିଶ୍ୱ କରେ। କର୍ପୋରେଟ୍ ଜଗତ…

ଜାଗୃତି ସାଂସ୍କୃତିକ ପରିଷଦର ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର : ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଚାଲିଛି । ଏଥିରେ ଆମେ ସକାଳ ଧୂପ କଥା ଆଲୋଚନା କରି ସାରିବା ପରେ ଏବେ ତା ପରବର୍ତ୍ତୀ ବିଧିଗୁଡିକ ଆଲୋଚନା କରିବା । ଯଥା :- ମଇଲମ ଓ ଭୋଗମଣ୍ଡପ। ପ୍ରଥମେ ଠାକୁରମାନେ…

୫୮ ବର୍ଷ ବୟସରେ ମଡେଲ୍ ସାଜିିଲେ ମହିଳା

ମୁମ୍ବାଇ: କଥାରେ ଅଛି ବୟସ ଏକ ସଂଖ୍ୟା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଯିଏ କି ୫୮ ବର୍ଷ ବୟସରେ ସୁପର ମଡ଼େଲ ସାଜି ଚର୍ଚ୍ଚାକୁ ଆସିଛନ୍ତି । ସାଧାରଣତଃ ୬୦ ବର୍ଷ ବୟସ ହୋଇଗଲେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାକୁ ଚାଲିଯାଇଥାନ୍ତି । କୌଣସି କାର୍ଯ୍ୟ କରିବାକୁ ସେମାନେ ଆଗ୍ରହ…

କମ୍ ଉଚ୍ଚତା କାରଣରୁ ବାହା ହେବାକୁ ମନା କରୁଥିଲେ ଝିଅ , ଅସ୍ତ୍ରୋପଚାର କରି ବଢାଇଲେ ଉଚ୍ଚତା

ନ୍ୟୁୟର୍କ: କମ୍ ଉଚ୍ଚତା ହେତୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବେଳେବେଳେ ସମ୍ପର୍କ ପାଇଁ ମଧ୍ୟ ଉଚ୍ଚତା ଏକ ବଡ଼ କାରଣ ହୋଇଯାଏ । କମ୍ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ ପ୍ରେମରେ ବିଫଳ ହେବାକୁ ପଡ଼େ । ଆମେରିକାର ଜଣେ ବ୍ୟକ୍ତି ପ୍ରେମ ପାଇଁ ନିଜର ଉଚ୍ଚତା…

କମ୍ପାନୀର ଅଜବ ନିୟମ: କାମ କରି ପାରୁ ନ ଥିବା କର୍ମଚାରୀ ଖାଇଲେ କଞ୍ଚା କଲରା

ଚୀନ୍‌: ଅନେକ କମ୍ପାନୀ ନିଜର ଉନ୍ନତି ନେଇ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଉ କିଛି କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବା ସହ ଦଣ୍ଡିତ ମଧ୍ୟ କରିଥାନ୍ତି । ଏବେ ସେମିତି ଏକ ଘଟଣା ଚୀନର ଏକ କମ୍ପାନୀରେ ଘଟିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ…