Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷରେ, ବଦଳିଗଲା ଭାଗ୍ୟ

ନ୍ୟୁୟର୍କ: ୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷ ଟଙ୍କାରେ । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଆମେରୀକିୟ ଜଣେ ଯୁବକ ଫେସବୁକ୍ ମାର୍କେଟରେ ଏକ ପୁରୁଣା ଚମଡ଼ା ଚେୟାର ବିକ୍ରି କରି ଲାଭବାନ୍ ହୋଇଛନ୍ତି । କେବଳ ଲାଭବାନ…

କୁକୁର,ବିଲେଇ ନୁହେଁ, ମହିଳା ଘରେ ପାଳୁଛନ୍ତି ୩୫ଟି ଜୋକ

ବିଟ୍ରେନ: ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ, ଠେକୁଆ ,ଶୁଆ ଆଦି ରଖିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ନିଜ ଘରର ସଦସ୍ୟ ଭାବେ ସେମାନଙ୍କର ଯତ୍ନ ବି ନିଅନ୍ତି । ବାହାରକୁ ବୁଲିବାକୁ ଗଲେ ସେମାନଙ୍କୁ ବି ସାଙ୍ଗରେ ନେଇ ଯାଇଥାନ୍ତି । ହେଲେ ବ୍ରିଟେନ୍‌ରେ ଜଣେ ମହିଳା ଯିଏ କୁକୁର କିମ୍ବା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଦରମା ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା କୋଲ ଇଣ୍ଡିଆ ଲିମିଟେଡର କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଆଲୋଚନା କରିଛେ। ସକାଳ ଧୂପ ବିଷୟରେ ସକାଳ ଧୂପରେ କୋଠ ଭୋଗ ପାକ ହୋଇ ସାରିବା ପରେ, ପ୍ରଭୁଙ୍କ ପାଖରେ ଭୋଗ ଲାଗିବା ପାଇଁ ପ୍ରସ୍ତୁତି ହୋଇଥାଏ।…

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଉଦ୍‌ଘାଟିତ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ନିଆରା ଭକ୍ତି ଭାବାପନ୍ନ ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ଏମିତି ଏକ ଗାଁ; ଯେଉଁଠି ରହିଛି କୁକୁରର ସ୍ମାରକୀ, ପ୍ରତିଦିନ କରାଯାଏ ପୂଜା

ରାଜସ୍ଥାନ: ଅନେକ ପ୍ରକାରର ସ୍ମାରକୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ଏକ କୁକୁରର ଅଟେ । ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର…

ତରଭୁଜ-ଖରଭୁଜ ମିଶ୍ରଣ କରି ଚାଷୀ ଉତ୍ପାଦନ କଲେ ନୂତନ ଫଳ

ଚୀନ୍‌: ଗ୍ରୀଷ୍ମ ଋତୁରେ ତରଭୁଜ ଏବଂ ଖରଭୁଜ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏହି ଦୁଇଟି ଫଳର ସ୍ୱାଦ ଓ ଏହାର ଉପକାର ଦେହ ପାଇଁ ଭଲ ହୋଇଥିବାରୁ ଲୋକେ ସେମାନଙ୍କ ଖାଦ୍ୟ ମେନୁରେ ଏହାକୁ ରଖିଥାନ୍ତି । ପ୍ରାୟତଃ ଅମଳ ବୃଦ୍ଧି କରିବାକୁ ଚାଷୀମାନେ ଭିନ୍ନ ଭିନ୍ନ କୌଶଳ ବ୍ୟବହାର…

ସବୁଠୁ ବଡ କାଞ୍ଜି ବରା: ଯାହାର ଓଜନ ୫ କିଲୋ, ଚଉଡ଼ା ଅଢେଇ ଫୁଟ୍

ରାଜସ୍ଥାନ: ରାଜସ୍ଥାନର ବିକାନେର୍ ସହର ହେଉଛି ଖାଦ୍ୟପ୍ରେମୀଙ୍କ ସହର ଭାବେ ପରିଚିତ । ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକମାନେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ସାରା ବିଶ୍ୱରେ ପ୍ରସିଦ୍ଧ ହେବା ସହ…

୨୬ ଘଣ୍ଟା ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କଲେ ଛାତ୍ରଛାତ୍ରୀ

ଯୋଧପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ପାଳନ ପରେ ଲୋକମାନଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତାର ଧାରା ମଧ୍ୟ ବୃଦ୍ଧି ପାଇଛି । ଅନେକ ଲୋକ ଯୋଗକୁ ନେଇ ମଧ୍ୟ ଅଭିନବ ପ୍ରୟାସ କରୁଛନ୍ତି । ଯୋଗରେ ବିଭିନ୍ନ ଆସନ ମଧ୍ୟରୁ ସୂର୍ଯ୍ୟ ନମସ୍କାର…

୫ କିଙ୍ଗ୍ କୋବ୍ରାକୁ ଚୁମ୍ବନ କଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ…