Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲିଙ୍କଡିନକୁ ଟକ୍କର ଦେବ ଟ୍ୱିଟର, ଆଣୁଛି ଜବ ପୋଷ୍ଟ ଫିଚର

ଓଡି଼ଶା ସମ୍ବାଦ ବ୍ୟୁରୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ନିଜର ବିଚାର ସେୟାର କରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର ଟ୍ୱିଟର ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛି। ଆଗାମୀ ଦିନରେ ଟ୍ୱିଟର ଚାକିରି ଖୋଜିବାର ଏକ ନୂତନ ମାଧ୍ୟମ ହେବାକୁ ଯାଉଛି। ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ ଗ୍ରହଣ…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ପ୍ରଚଳିତ ନୀତି କଥା ଆଲୋଚନା କରିବା ସମୟରେ ପ୍ରଥମେ ଜାଣିବା ଦୈନିକ ନୀତି ବା ନିତ୍ୟ -ବିଧି :-ଏହି ପର୍ଯ୍ୟାୟରେ ଆମେ ବିଚାର କରିବା କେବଳ ରତ୍ନ…

ନିଜ ବିବାହକୁ କେବଳ ୩ ଅତିଥିଙ୍କୁ ନିମନ୍ତ୍ରଣ କଲେ ଯୁବକ: କହିଲେ ମୋର ବିବାହ, ମୋର ଇଚ୍ଛା…

ବିବାହ ହେଉଛି ଏପରି ଗୋଟେ କାର୍ଯ୍ୟ, ଯେଉଁଥିରେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଟିକେ ଉଣା ରହିଯାଇଥାଏ । ବିଶେଷକରି ବିବାହକୁ ଆସୁଥିବା ଅତିଥିମାନେ ବେଶୀ ଭୁଲ ଖୋଜିଥାନ୍ତି । ଏବେ ଜଣେ ଯୁବକ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କ ବିବାହ ଉତ୍ସବକୁ ମାତ୍ର ୩ ଜଣଙ୍କୁ…

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ମୋଗଲ ସମ୍ରାଟ ଶାହାଜାହାନ ପ୍ରେମର ନିଦର୍ଶନ ସ୍ୱରୂପ ନିଜ ପତ୍ନୀ ମମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢିଥିଲେ ତାଜମହଲ, ଯାହାକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ମାରକୀ ଭିତରୁ ଅନ୍ୟତମ ।ଏବେ ଜଣେ ଯୁବକ ନିଜ ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଅବିକଳ ତାଜମହଲ,ଯାହାକୁ ନେଇ…

ଏମିତି ଏକ ଗାଁ: ଯେଉଁଠି ସବୁ ପିଲା ଯାଆଁଳା

କେରଳ: ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହାର କାରଣ କ’ଣ ଓ କାହିଁକି ଏଭଳି ଯାଆଁଳା…

ପାଦ ଅଚଳ, ହେଲେ ହୁଇଲ ଚେୟାରରେ ବସି ବିଶ୍ୱ ରେକର୍ଡ କଲେ ଯୁବକ

ଇଂଲଣ୍ଡ: କୁହାଯାଏ, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ଯିଏ ନିଜ ପାଦରେ ଛିଡ଼ା ହେବା ପାଇଁ ଅସହାୟ, କିନ୍ତୁ ଏକ ହୁଇଲ ଚେୟାରରେ ବସି ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତିି । ଏବେ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ…

କନ୍ୟା ବେଶରେ ସଜେଇ ହୋଇ ଯୁବତୀ କରୁଥିଲେ ରିଲ୍‌ସ, ପୋଲିସ ଘରକୁ ପଠାଇଲା ଚାଲାଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ଏବେ ବର ଏବଂ କନ୍ୟା ସେମାନଙ୍କ ବିବାହ ଫଟୋ ସୁଟ୍ ଏବଂ ଭିଡିଓ ପାଇଁ ରିଲ୍ ମୋଡକୁ ଯାଉଛନ୍ତି ।…

ଚଟାଣ ସଫା ବେଳେ ବ୍ୟବହାର କରନ୍ତୁ ଶୁଖିଲା ଲେମ୍ବୁ, ଚକ୍‌ଚକ୍‌ ଦେଖାଯିବ ଆପଣଙ୍କ ଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁରେ ଲେମ୍ବୁ ବହୁତ ଉପଯୋଗୀ। ଖରାଦିନେ ଲେମ୍ବୁ ପାଣି ତିଆରି କରି ପାନ କରାଯାଏ। ଏହା ବ୍ୟତିତ ଅନେକ ଖାଦ୍ୟରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରାଯାଏ। ତାଜା ଲେମ୍ବୁର ଉପକାରିତା ଏବଂ ଏହାକୁ କିପରି ବ୍ୟବହାର କରାଯିବ ତାହା ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ…

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି…