Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲେହେଙ୍ଗା ବଦଳରେ ଅଲଟ୍ରାମାନ ସୁଟ୍‌ ପିନ୍ଧିଲେ କନ୍ୟା : ଲୋକେ ଦେଖି ଆଶ୍ଚର୍ଯ୍ୟ

ଚୀନ: ସମସ୍ତଙ୍କ ଜୀବନରେ ବିବାହ ଏକ ବିଶେଷ ମୁହୂର୍ତ୍ତ । ତେଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ଚାହିଁଥାନ୍ତି । ନିଜର ବିବାହର ସମସ୍ତ ମୁହୂର୍ତ୍ତକୁ ସ୍ମୃତି କରିରଖିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏବେ ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏମିତି…

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା…

ସ୍ୱାମୀଙ୍କୁ ପସନ୍ଦ ହେଲାନି ପୁଚୁକା ଗାଲ: ସ୍ତ୍ରୀ ଏମିତି କରି ବସିଲେ,ଏବେ ଯିଏ ଦେଖୁଛି ସେ ଡ଼ରୁଛି

ୠଷ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ଆଉ ସେମାନଙ୍କର ନିଜର ପସନ୍ଦ ଏବଂ ନାପସନ୍ଦ ବି ଅଛି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଅନୁସାରେ ରହୁ । ଏଥିପାଇଁ କାହାର ଶରୀର ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଚିତ୍ ନୁହେଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ…

ବିବାହ ପୋଷାକ ପିନ୍ଧି ହୋଟେଲ ଖାଇବାକୁ ଗଲେ ମାଙ୍କ ସହ ୬ ଝିଅ

ଉଭୟ ପିତାମାତା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର । କିନ୍ତୁ ସେମାନେ ମାଆ ସହିତ ଯେତେ ଜଡ଼ିତ, ପିତାଙ୍କ ସହିତ ସେତେ ଜଡ଼ିତ ହୋଇ ନଥାନ୍ତିି । ଏହି କାରଣରୁ, ସେମାନେ ନିଜ ମାଙ୍କ ସହିତ ଏକାଠି ବହୁତ ମଜା କରନ୍ତି । ସେହିପରି ମା ଏବଂ ଝିଅ ସାଙ୍ଗ ପରି ମିଶିଥାନ୍ତିି । ଏବେ ଜଣେ ମହିଳା ତାଙ୍କର ୬…

ଏହି ସ୍ଥାନକୁ ଗଲେ ଉପଭୋଗ କରିପାରିବେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣମାନେ ଛୁଟି ବିତେଇବା ପାଇଁ ଶିମଲା, ମନାଲୀ କିମ୍ବା ନୈନିତାଲ ଯିବାକୁ ଚିନ୍ତା କରୁଛନ୍ତି, ତେବେ ଏଥର ଏହି ସମସ୍ତ ସ୍ଥାନ ଯିବା ବିଷୟରେ ଭାବିବା ବନ୍ଦ କରି ଦିଅନ୍ତୁ। କାରଣ ଆମେ ଆପଣଙ୍କୁ କିଛି ନୂତନ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ, ଯେଉଁଠି ଗଲେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ। ପ୍ରଥମେ ବେହେରା କରଣ, ଓ ଦ୍ଵିତୀୟରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ…

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ: ଦେଶରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ…

ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି: ୨୦୩୦ ସୁଦ୍ଧା ସତ୍ତା ହରାଇବ ‘ସମର-ସି- ଆଇସ୍‌’

ୱାଶିଂଟନ: ପ୍ରକୃତିର ନିର୍ଦ୍ଧିଷ୍ଟ ନିୟମ ରହିଛି,ଯାହା ହଜାର ହଜାର ବର୍ଷ ଧରି ଅନୁସୃତ ହୋଇ ଆସୁଛି । କିନ୍ତୁ ବିଶ୍ୱରେ ଅହେତୁକ ତାପମାତ୍ରା ବୃଦ୍ଧି କାରଣରୁ ବିଶ୍ୱ ପରିବେଶରେ ଏବେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସଦ୍ୟତମ ତଥ୍ୟ ଅନୁସାରେ, କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି କାରଣରୁ ଏବେ…

ଅଧା କିଲୋ ମଇଦାରେ ତିଆରି ହୁଏ ଗୋଟେ ରୁଟି,ଲୋକେ ଖାଇବାକୁ ଡ଼ରନ୍ତି

ରାଜସ୍ଥାନ:ସାଧାରଣତଃ ରୁଟି ୬ ରୁ ୭ ଇଞ୍ଚର ହୋଇଥାଏ । ଏହି ଆକାରର ତିନି କିମ୍ବା ଚାରିଟି ରୋଟି ଲୋକେ ଖାଇଥାନ୍ତି । କିନ୍ତୁ ଏପରି ଏକ ରୁଟି ଅଛି ଯାହାକୁ ଜଣେ ବ୍ୟକ୍ତି ଖାଇବା ପୂର୍ବରୁ ଚିନ୍ତା କରିବେ ଯେ, କିପରି ଏହାକୁ ସମ୍ପୂର୍ଣ୍ଣ ଶେଷ କରିବେ । ଏହା ହେଉଛି ରାଜସ୍ଥାନର ସବୁଠାରୁ ବଡ ରୋଟି…