Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କାର ଉପରେ ପାନ ଦୋକାନ

କିଛି ଲୋକ ଦେଶୀ ବ୍ୟବସ୍ଥା଼ କରି ନିଜ ଲକ୍ଷ୍ୟ ହାସଲ କରିବାରେ ଖୁବ୍ ପାରଙ୍ଗମ । ଏହାର ମଧ୍ୟ ଅନେକ ଉଦାହରଣ ଅଛି । କାରଣ ସେମାନେ ଏମିତି କିଛି କରି ବସନ୍ତି, ଯାହା ଶିକ୍ଷିତ ଇଞ୍ଜିନିୟରମାନଙ୍କୁ ମଧ୍ୟ ପଛରେ ପକାଇ ଦିଏ । ସେହି ଉଦ୍ଭାବନଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ବହୁତ ଉପଯୋଗୀ ଏବଂ ଲୋକଙ୍କ…

ଗୋଲାକାର ଅଣ୍ଡା : ମୂଲ୍ୟ ଏତେ ଅଧିକ ଯେ ବିଶ୍ୱାସ କରିହେବ ନାହିଁ

ଅଷ୍ଟ୍ରେଲିଆ: ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ସେଥିଲାଗି କୁହାଯାଏ ‘ସଣ୍ଡେ ଅର ମଣ୍ଡେ , ରୋଜ ଖାଓ ଅଣ୍ଡେ’ । ସାଧାରଣତଃ ଡ଼ାକ୍ତରମାନେ ପ୍ରତିଦିନ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡାର ବ୍ୟବହାର ପାଇଁ ଅନେକ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଲୋକମାନେ ମଧ୍ୟ ଏହାକୁ…

୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼

ମହାରାଷ୍ଟ୍ର: ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତରେ ଭାରତର ଝିଅମାନେ ବହୁତ ଆଗରେ । ବର୍ଷ ବର୍ଷ ଧରି ବିଶ୍ୱ ତାଙ୍କର ପ୍ରଶଂସକ ହୋଇଆସୁଛି । ଏହି ପରିପ୍ରେକ୍ଷୀ ମହାରାଷ୍ଟ୍ରର ଜଣେ ୧୬ ବର୍ଷୀୟା ଯୁବତୀ ଲଗାତର ୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ମହାରାଷ୍ଟ ଲାଟୁରର ସୃଷ୍ଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା "ଅବକାଶ "ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି।…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ବାହାଘର ମଝିରେ ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ଭାରତରେ ଯୌତୁକ ନେବା କିମ୍ବା ଦେବା ଏକ ଆଇନଗତ ଅପରାଧ । ତେଣୁ ଯୌତୁକ ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ଆଜି ମଧ୍ୟ କିଛି ଲୋକ ସେମାନଙ୍କର ହୀନ ମାନସିକତାରୁ ବାହାରି ପାରି ନାହାଁନ୍ତି । ଯୌତୁକ ଦାବି କରି ସେମାନେ କେବଳ ନିଜର ସମ୍ମାନ ହ୍ରାସ କରନ୍ତି…

ନିଜ ସିଟ୍‌ରେ ପ୍ଲାଷ୍ଟିକ୍ ଗୁଡ଼ାଇ ଅସ୍ଥାୟୀ ବେଡ଼ କଲେ ମହିଳା ବିମାନଯାତ୍ରୀ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବିମାନରେ ଯାତ୍ରା କରିବା ସମସ୍ତଙ୍କ ସ୍ୱପ୍ନ । ଯେଉଁମାନେ ଥରେ ଭ୍ରମଣ କରିଛନ୍ତି, ସେମାନେ କେବଳ ଥରେ ବିଜ୍‌ନେସ୍ କ୍ଲାସରେ ଯାତ୍ରା କରିବାକୁ ଚାହିଁଥାନ୍ତି । କାରଣ ବିଜ୍‌ନେସ୍ କ୍ଲାସର ସିଟ୍‌ଗୁଡ଼ିକ ବହୁତ ବଡ ଏବଂ ଏକ ସୋଫାର ଅନୁଭବ ଦେଇଥାଏ । ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଆରାମଦାୟକ…

ରାତିରେ ଉଡୁଥିବା ଝିଟିପିଟି ଠାବ

ମିଜୋରାମ : ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ଜୀବଜନ୍ତୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏଥିସହିତ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ…

ଏମିତି ଏକ ମନ୍ଦିର: ଯେଉଁଠି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ସଶକ୍ତ କରାଯାଏ

ଜାପାନ: କୌଣସି ଦମ୍ପତିଙ୍କ ପାଇଁ ଛାଡପତ୍ର ଏକ ଦୁଃଖର ବିଷୟ । ଛାଡପତ୍ର କ୍ଷେତ୍ରରେ କେବଳ ସ୍ୱାମୀ ସ୍ତ୍ରୀ ଅଲଗା ହୁଅନ୍ତି ନାହିଁ, ଦୁଇ ପରିବାର ମଧ୍ୟ ଅଲଗା ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯେତେବେଳେ ସମ୍ପର୍କରେ ଫାଟ…

୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ : ଅନେକଙ୍କର ପ୍ରସବ ତାରିଖ ସମାନ

ନ୍ୟୁୟର୍କ: ୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ । ଅନେକଙ୍କର ପ୍ରସବ ତାରିଖ ସମାନ । ଏହିପରି ଏକ ଅଜବ ମାମଲା ଆମେରିକାର ଭର୍ଜିନିଆର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ରିଭରସାଇଡ୍ ଆଞ୍ଚଳିକ ମେଡିକାଲରେ କାର୍ଯ୍ୟ କରୁଥିବା ୧୨ ଜଣ ନର୍ସ ଏକ ସମୟରେ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଏକ…