Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଘ ସହିତ ଭିଡ଼ିଓ କରିବାର ନିଶା ଛାଡ଼ିଗଲା ଯୁବତୀଙ୍କର: କଲା ଆକ୍ରମଣ

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ବାଘ ସହ ଭିଡ଼ିଓ କରିବାକୁ ଯାଇ ପରିଣତି…

୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ କରି ବିଶ୍ୱ ରେକର୍ଡ଼

କାନାଡ଼ା: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏବେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏପରି ସ୍ଥିତିରେ କାନାଡ଼ାର ଜଣେ ଯୁବକ ପରିବେଶ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି । ସେ ୨୪ ଘଣ୍ଟାରେ ୨୩ ହଜାର ଚାରା…

ବେୱାଫା ପାନ ବାଲା ଦୋକାନ : ଯେଉଁଠି ପ୍ରେମରେ ଧୋକ୍କା ଖାଇଥିବା ଯୁବକଯୁବତୀଙ୍କୁ ମିଳେ ୨ ଟଙ୍କାରେ ପାନ

ଇନ୍ଦୋର: ବେୱାଫା ଚା’ ବାଲା ଏବଂ ବେୱାଫା ସାମୋସା ବାଲାଙ୍କ ନାମ ଶୁଣିଥିବେ ନିଶ୍ଚୟ । ଆପଣ କେବେ ବେୱାଫା ପାନ ବାଲାଙ୍କ ନାଁ ଶୁଣିଛନ୍ତି ? ଏମିତି ଏକ ଦୋକାନ ଅଛି ଇନ୍ଦୋରରେ । ଯେଉଁଠି ମାତ୍ର ୨ ଟଙ୍କାରେ ପାନ ମିଳେ । ତେବେ ଏହା ସମସ୍ତଙ୍କୁ ନୁହେଁ । କେବଳ ପ୍ରେମରେ ଧୋକ୍କା ଖାଇଥିବା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଜାଣିଲେ ଅଧିକାଂଶ ସେବା ବଂଶାନୁକ୍ରମିକ ଭାବେ ଚାଲିଆସୁଛି। ଅର୍ଥାତ ଶ୍ରୀମନ୍ଦିର ପରମ୍ପରା ସହ ନିବିଡ଼ ଭାବେ ଜଡିତ ହୋଇ…

ସ୍କୁଲ ବିକ୍ରି ପାଇଁ ପିଲା ଦେଇ ଦେଲେ ଅନ୍‌ଲାଇନରେ ବିଜ୍ଞାପନ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ଶିକ୍ଷା କେତେ ଜରୁରୀ ଓ ଏହାର ମହତ୍ୱ କେତେ ତାହା ଉଣା ଅଧିକେ ସବୁ ଅଭିଭାବକ ଜାଣନ୍ତି । କିନ୍ତୁ ଏକଥା ସ୍କୁଲ ଯାଉଥିବା ଅନେକ ପିଲାଙ୍କୁ ଅଜଣା ଥାଏ । ସ୍କୁଲରେ ଶୃଙ୍ଖଳିତ ନିୟମ ଓ ପାଠ ପଢିବା ପାଇଁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଉପସ୍ଥିତ ରହିବା ଆଦିକୁ ନେଇ…

୩୦ ବର୍ଷରେ ଏକ କୋଟି ଗଛ ଲଗାଇଲେଣି ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ

ରାଜସ୍ଥାନ: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏପରି ପରିସ୍ଥିତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ତାଙ୍କ ଜୀବନର ୩୦ ବର୍ଷ ପରିବେଶ ଏବଂ ପ୍ରକୃତି ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ସେ ୩୦ ବର୍ଷ…

୫୫ ବର୍ଷୀୟ ବ୍ୟକ୍ତି ଖୋଜୁଛନ୍ତି ଜୀବନସାଥୀ: ତହସିଲଦାରଙ୍କ ନିକଟରେ କଲେ ଆବେଦନ

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ନିଜ ଜୀବନସାଥୀ ତାଙ୍କ ପସନ୍ଦର ହୋଇଥିବା ଦରକାର । ଏବେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ନିଜ ପସନ୍ଦର ଜୀବନସାଥୀ ଖୋଜିବାର ତରିକା ଟିକେ ନିଆରା । ତାଙ୍କ ଜୀବନସାଥୀ କେମିତି ହେବା ଦରକାର ସେନେଇ ତହସିଲଦାରଙ୍କ ନିନକଟରେ ଏକ ଆବେଦନ କରିଛନ୍ତି, ଯାହାକୁ ନେଇ…

ବୋହୂ ବିରୋଧରେ ଥାନାକୁ ଗଲେ ଶାଶୁ : ବୋହୂ ପାଦ ଛୁଇଁବାକୁ ମନା କରୁଛି

ଲକ୍ଷ୍ନୌ: ବୌହୂ ବିରୋଧରେ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ । ଆପଣମାନେ ବୋଧେ ଭାବୁଥିବେ ହୁଏତ ଏହା କିଛି ନୂଆ କଥା ନୁହେଁ । କାରଣ ଶାଶୁ-ବୋହୂ କଳି ପ୍ରାୟତଃ ଦେଖିବାକୁ ମିଳିଥାଏ । ତେବେ ଏଠି ଯେଉଁ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ, ତାହା ଶୁଣିବା ପରେ କେବଳ ଥାନା ବାବୁ କାହିଁକି…

ଏମିତିକା ଚୋର, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରେ

ଜାପାନ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା, ଗାଡ଼ି ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । କିନ୍ତୁ ଜାପାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରିଥାନ୍ତି । ତାହା ପୁଣି ବଷ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀ ଭିତରେ କରଣ ଗୋଷ୍ଠୀ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥାଏ। ସେହି ଗୋଷ୍ଠୀର ଏକ ବିଶେଷ ଅଂଶ ହେଲେ ବଇଠି କରଣ। ଆମେ ତଡଉ କରଣ ଓ ଦେଉଳ କରଣଙ୍କ…