Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଠିକ୍ ଗୀତ ନ ବାଜିବାରୁ ରାଗିଗଲେ କନ୍ୟା: ମଞ୍ଚକୁ ନ ଯିବାକୁ ଧରିଲେ ଜିଦ୍

ସମୟ ଥିଲା ବିବାହ ସମୟରେ କନ୍ୟାମାନେ ଲାଜ କରୁଥିଲେ, କିନ୍ତୁ ଆଜିକାଲି ରୀତିନୀତି ଟିକିଏ ବଦଳି ଯାଇଛି । କନ୍ୟାମାନେ କେବଳ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦକୁ ପ୍ରକାଶ କରୁନାହାନ୍ତି ନାହିଁ ବରଂ ସେମାନଙ୍କର ନଖରାମି ଦେଖାଇବାକୁ ମଧ୍ୟ ପଛାନ୍ତି ନାହିିଁ । ଏମିତି ଅନେକ ଭିଡିଓ ଏବେ ସୋସିଆଲ…

ଲାଇନ୍‌ରେ ବସି ଭୋଜି ଖାଇଲେ ମାଙ୍କଡ: ଭିଡିଓ ଭାଇରାଲ, ଲୋକ ଦେଖି ଆଶ୍ଚର୍ଯ୍ୟ

ମାଙ୍କଡ଼କୁ ନେଇ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ । କେଉଁଠି ମାଙ୍କଡ ଉତ୍ପାତ କରି ଲୋକଙ୍କ ଜିନିଷପତ୍ର ନଷ୍ଟ କରନ୍ତି ତ ଆଉ କେଉଁଠି କାହାକୁ ଆକ୍ରମଣ କରନ୍ତି । ଆଉ କେଉଁଠି ଲୋକଙ୍କ ସହ ମଜା କରୁଥିବା ବେଳେ ଆଉ କେଉଁଠି ଲୋକଙ୍କ ହାତରୁ ଖାଦ୍ୟ ନେଇ ଖାଇଥାନ୍ତି । କିନ୍ତୁ ଏବେ…

ଯୁବକଙ୍କ କଳାକୃତି: ୨୧୦୦୦ ମାଟିକପ୍‌ରେ ତିଆରି କଲେ ମହାରଣା ପ୍ରତାପଙ୍କ ଚିତ୍ର

ଇନ୍ଦୋର: ଦେଶର ସାହସୀ ବୀରପୁତ୍ରମାନଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ଆପଣ ଦେଖିଥିବେ । ଏବେ ଇନ୍ଦୋରର କିଛି ଯୁବକ ସେମାନଙ୍କ କଳାକୃତିର ଏକ ନିଆରା ପ୍ରଦର୍ଶନ କରିଛନ୍ତି । ଏହି ଯୁବକମାନେ ୨୧,୦୦୦ ବ୍ୟବହୃତ ମାଟି କପ୍ ବ୍ୟବହାର କରି ମହାରାଣା ପ୍ରତାପଙ୍କର ସବୁଠାରୁ ବଡ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଗୁଡିକ ତାଲିକା ଭୁକ୍ତ ହୋଇ ସମୁଦାୟ ୧୨୦ ଗୋଟି ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା ସେଵା ବା ସେବକ ଗୋଷ୍ଠୀ ବିଷୟରେ ପ୍ରମାଣ ମିଳୁଛି। ସେଥି ମଧ୍ୟରୁ ଆମେ ଆଜି…

ବିଲେଇ ହେଲା ଷ୍ଟେସନ ମାଷ୍ଟର , କାହିଁକି ଦିଆଗଲା ଏତେ ବଡ ପୋଷ୍ଟ ଜାଣନ୍ତୁ

ତାଇୱାନ: ସାଧାରଣତଃ ଦେଖାଯାଏ କିଛି ପଶୁ ମଣିଷ ସହିତ ରହିବାକୁ ପସନ୍ଦ କରିଥାନ୍ତି । ସେଥିମଧ୍ୟରୁ କୁକୁର ଏବଂ ବିଲେଇ ହେଉଛନ୍ତି କେବଳ ମଣିଷର ବନ୍ଧୁ । ମଣିଷ ସେମାନଙ୍କୁ ପରିବାର ସଦସ୍ୟ ବା ନିଜ ପିଲା ପରି ଯତ୍ନ ନେଇଥାନ୍ତି । ଯେତେବେଳେ ସେମାନେ ବାହାରକୁ ଯାଆନ୍ତି, ସେତେବେଳେ ସେ ପଶୁକୁ…

ଥିଲେ ମଡ଼େଲ,ହେଲେ ଲରି ଡ଼୍ରାଇଭର

ଲଣ୍ଡନ: ପ୍ରତ୍ୟେକ ଲୋକଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । କେହି ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଭିନ୍ନ ଖାଦ୍ୟ ଖାଇବାକୁ ରୁଚି ରଖିଥାନ୍ତି । କେହି କେହି ନାଚିବାକୁ ଭଲ ପାଉଥିବା ବେଳେ ଆଉ କିଏ ପେଣ୍ଟିଂ କରିବାକୁ ଭଲପାଆନ୍ତି । ଏବେ ସେମିତି ଜଣେ ସୁନ୍ଦରୀ ଯୁବତୀ ଲରି ଡ଼୍ରାଇଭର…

ପିଲାଙ୍କ ପାଦ ଚାଟିବାକୁ ଭଲ ପାଆନ୍ତି ବ୍ୟକ୍ତି: ଗଲେଣି ବହୁଥର ଜେଲ,ତଥାପି ପଡ଼ୁନି ଫରକ

ନ୍ୟୁୟର୍କ : ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯାହାଙ୍କର ସ୍ୱଭାବ ଭିନ୍ନ ହୋଇଥାଏ । କେହି ପୁରୁଷ ହୋଇ ନାରୀ ଭାବରେ ଦେଖାଯିବାକୁ ଚାହାଁନ୍ତି ତ ଆଉ କେହି ତାଙ୍କ ଶରୀରରେ ହଜାରେ ଗର୍ତ୍ତ କରିଥାନ୍ତି । କେହି କେହି ନିଜ ଜିଭକୁ କାଟି ଦେଇଛନ୍ତି. ଯାହାଫଳରେ ସେ ଦୁନିଆରେ ଭିନ୍ନ ଦେଖାଯିବେ ।…

ଭଡ଼ାରେ ମିଳୁଛି ଗର୍ଲଫ୍ରେଣ୍ଡ: ଦିନକୁ ଚାର୍ଜ ଜାଣିଲେ ହୋସ ଉଡ଼ିଯିବ

ମେକ୍ସିକୋ: ଆଜିକାଲି ଭଡ଼ାରେ ପ୍ରତ୍ୟେକ ଜିନିଷ ସହଜରେ ମିଳିପାରୁଛି । ଲୋକମାନେ ଘର ହେଉ କି ଗାଡ଼ି ପ୍ରତ୍ୟେକ ଜିନିଷ ଭଡ଼ାରେ ନେଇଥାନ୍ତି । କିନ୍ତୁ ଏବେ ଗର୍ଲଫ୍ରେଣ୍ଡ ଅତି ସହଜରେ ଭଡ଼ାରେ ମିଳିପାରୁଛନ୍ତି । ଯିଏ ଆପଣଙ୍କର ସବୁ ଆବଶ୍ୟକତାକୁ ପୂରଣ କରିପାରିବ । କିନ୍ତୁ ଏହାର ପ୍ରତିବଦଳରେ ସେ…

ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କଲେ ମହିଳା

ମେକ୍ସିକୋ: ସମଗ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ଜଣେ ମହିଳା ନିଜ ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାଙ୍କର ଏହି ଗୋଡ଼କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।…

ଉଦ୍ଧାର ହେଲା ବିଶାଳ ମାଛ, ଆକାର ୧୪ ବର୍ଷର ପିଲା ପରି

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ନିକଟରେ ମତ୍ସ୍ୟଜୀବୀମାନେ ଯୁକ୍ତରାଷ୍ଟ୍ରର ଏକ ହ୍ରଦରୁ ଏକ ବିରାଟ ମାଛ ଉଦ୍ଧାର କରିଛନ୍ତି । ଏହାର ଓଜନ ଚଉଦ ବର୍ଷର ପିଲା ପରି ଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ମାଛର ପେଟରେ ଲକ୍ଷାଧିକ ଅଣ୍ଡା…