Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବାର ସୌଭାଗ୍ୟ ଯିଏ ଥରେ ଲାଭ କରିଥାଏ, ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେକରେ। ଆଜି ସେହିପରି କିଛି ଭାଗ୍ୟବାନ ସେବକଙ୍କ ବିଷୟରେ ଜାଣିବା। ପ୍ରଥମେ ଜାଣିବା…

ଲେଡ଼ି ଇଲେକ୍ଟ୍ରିସିଆନଙ୍କୁ ମିଳୁନି ବୟଫ୍ରେଣ୍ଡ

ଚୀନ୍‌: ଆଜିକାଲି ପ୍ରତ୍ୟେକ ମହିଳା ଚାକିରି ହେଉ ବା ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏମିତି କିଛି କାମ ଅଛି କେବଳ ପୁରୁଷମାନେ କରିଥାନ୍ତି । ଯଦି କୌଣସି ମହିଳା ସେହି କାମ କରେ ସମାଜ ତାକୁ ହୀନ ନଜରରେ ଦେଖିଥାଏ । କିନ୍ତୁ ଏବେ ଜଣେ ଯୁବତୀ ଇଲେକ୍ଟ୍ରିସିଆନ ଭାବେ କାମ କରି ଚର୍ଚ୍ଚାକୁ…

ବିଶ୍ୱର ସବୁଠୁ ପୁରୁଣା ଗଛ ଠାବ: ଯାହାର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର

ନ୍ୟୁୟର୍କ: ସାଧାରଣତଃ ଗୋଟେ ଗଛ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବଞ୍ôଚଥିବା ପ୍ରାୟ ସମସ୍ତେ ଶୁଣିଥିବେ । ନିକଟରେ ଏପରି ଏକ ଗଛ ଠାବ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ଼ କରିଛି । ଅନୁସନ୍ଧାନକାରୀମାନେ ନିକଟରେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ କରିଛନ୍ତି…

ଏମିତି ଏକ ଗାଁ: ଯେଉଁଠି ଝିଅ ପାଲଟି ଯାଉଛନ୍ତି ପୁଅ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ନିଜର ସବୁ ଦାନ୍ତ ଖାଇଦେଲେ ଯୁବକ, ଶ୍ୱାସରୁଦ୍ଧ ହୋଇ ଭର୍ତ୍ତି ହେଲେ ଡ଼ାକ୍ତରଖାନାରେ

ନ୍ୟୁୟର୍କ : କିଛି ଖାଦ୍ୟ ଖାଇବା ସମୟରେ ସମସ୍ତେ ଯତ୍ନର ସହକାରେ ଖାଇଥାନ୍ତି । ଯଦି କେହି ନକଲି ଦାନ୍ତ ଲଗାଇଛନ୍ତି , ତେବେ ସେମାନେ କୌଣସି କଠିନ ଖାଦ୍ୟ ବା ଚଟାପଟ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ଦନ୍ତ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । କାରଣ ଦାନ୍ତ ନଷ୍ଟ ହେବାର ଆଶଙ୍କା ରହିଥାଏ ।…

ବିଷାକ୍ତ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ବ୍ୟକ୍ତି, ତାଙ୍କ ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ

ସବୁ ପ୍ରାଣୀଙ୍କଠାରୁ ସାପ ହେଉଛି ଅତ୍ୟଧିକ ବିଷାକ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଲୋକେ ଯେ କୌଣସି ସାପକୁ ନିଜ ଆଖପାଖରେ ଦେଖିବାକୁ ଚାହାଁନ୍ତି ନାହିଁ । ବାସ୍ତବରେ, ଦୁନିଆରେ ୯୮୮ ଟି ପ୍ରଜାତିର ସାପ ଅଛନ୍ତି । ଖାସ୍ କରି କେଉଁ ସାପ ବିଷାକ୍ତ ଓ କେଉଁ ସାପ ବିଷହୀନ ଜାଣିବା ସାଧାରଣ…

୧୪ ସନ୍ତାନର ମାଆ ହେଲେଣି ମହିଳା, ତଥାପି ଆହୁରି ଇଛା

ଲାସ୍ ଭେଗାସ୍ : ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକାଂଶ ଦମ୍ପତ୍ତି ଗୋଟେ ସନ୍ତାନ କରିବାକୁ ପସନ୍ଦ କରୁଛନ୍ତି । କାଁ ଭାଁ ଦୁଇଟି ସନ୍ତାନ କରିବାକୁ ଆଗ୍ରହ ରଖୁଛନ୍ତି । ଏମିତି କି ଆଜିର ମହଙ୍ଗା ଦୁନିଆରେ ଦୁଇ ପିଲାଙ୍କୁ ପାଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏମିତି ଜଣେ ମହିଳା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି କ୍ରମରେ ଆମେ ଆଜି ଜାଣିବା କିଛି ଏମିତି ସେବକଙ୍କ ବିଷୟରେ ଯେଉଁମାନେ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ସେବା ନକରିଲେ ମଧ୍ଯ ପରୋକ୍ଷ ସେବାରେ ଏହାଙ୍କ ଯୋଗଦାନ…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

୨୫୦୦ ଟଙ୍କାରେ ନାଇଟ୍ ଆଉଟ୍‌: ଭରପୂର ମସ୍ତି କଲେ ତିନି ଭଉଣୀ

ଲଣ୍ଡନ: ସମୟ ବଦଳିବା ସହିତ ଲୋକଙ୍କ ଚଳଣି ଓ ମାନସିକତାରେ ଆସିଛି ଅନେକ ପରିବର୍ତ୍ତନ । ପୂର୍ବରୁ ପ୍ରଚଳିତ ମାନସିକତା ଆଧାରରେ ରାତିରେ କେହି ବି ବାହାରେ ବୁଲିବାକୁ ପସନ୍ଦ କରୁ ନ ଥିଲେ । ମୋଟ ଉପରେ ଘର ଓ ପରିବାର ଭିତରେ ବିନା ଅନୁମତିରେ ରାତିରେ ବାହାରେ ବୁଲିବା କିମ୍ବା ସମୟ କାଟିବାକୁ ଏକ…