Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

Loktak Lake: ପାଣିରେ ଭାସୁଛି ଭୂମି…ଭାସମାନ ଭୂମିରେ ନିଇତି ବଦଳୁଛି ଠିକଣା…

ଇମ୍ଫାଲ୍: ଭାବନ୍ତୁ ତ, ଗୋଟିଏ ହ୍ରଦ... ଆଉ ସେହି ହ୍ରଦର ପାଣି ଉପରେ ଭାସୁଛି ଭୂମି। ଆଉ ସେହି ଭାସମାନ ଭୂମି ଉପରେ ରହିଛି ଜଙ୍ଗଲ, ବନ୍ୟଜନ୍ତୁ, ଏପରିକି ଲୋକଙ୍କ ବସବାସ ମଧ୍ୟ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରହିଛି…

ଏକ ଲିଟର ଇଥାନଲ୍ ତିଆରି କରିବାକୁ କେତେ ଖର୍ଚ୍ଚ ହୁଏ? ଜାଣନ୍ତୁ କମ୍ପାନୀର ରୋଜଗାର କେତେ

ନୂଆଦିଲ୍ଲୀ: ଇଥାନଲ୍ ଭାରତର ସ୍ୱଚ୍ଛ ଇନ୍ଧନ ରଣନୀତିର ଏକ ପ୍ରମୁଖ ଅଂଶ ହୋଇଉଠିଛି। ଅନେକ ଉଦ୍ୟୋଗୀ ଇଥାନଲ୍ ଉତ୍ପାଦନରେ ନିବେଶ କରିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ତେବେ ଆପଣ ଜାଣନ୍ତିକି ଏହି ଇଥାନଲ୍ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ। ଏକ ଲିଟର ଇଥାନଲ୍ ଉତ୍ପାଦନ…

କାର୍ ଦୁର୍ଘଟଣା ସମୟରେ ଏୟାରବ୍ୟାଗ୍ ଆମ ଜୀବନ କିପରି ରକ୍ଷା କରେ

ଭୁବନେଶ୍ୱର: ଆଜିକାଲି କାର୍ କିଣିବା ବେଳେ ଲୋକେ ସବୁଠାରୁ ଅଧିକ ଗୁରୁତ୍ୱ ସୁରକ୍ଷା ବା ସେଫ୍ଟି ଫିଚର୍ସ ଉପରେ ଦେଉଛନ୍ତି। ଆଉ ସୁରକ୍ଷା କଥା ଉଠିଲେ ପ୍ରଥମେ ମନକୁ ଆସେ ‘ଏୟାରବ୍ୟାଗ୍’ (Airbag)। ଆପଣ ନିଜ କାର୍ ଚଲାଉଥିବା ବେଳେ କେବେ ଭାବିଛନ୍ତି କି, ଦୁର୍ଘଟଣା ଘଟିବାର ଆଖିପିଛୁଳାକେ ଏହି…

ରାସ୍ତା ମଝିରେ ହଠାତ୍ ବନ୍ଦ ହୋଇଯାଉଛି ଇ-ରିକ୍ସା! ଖେଳୁଆଡ଼ ମନୋଭାବ ପଡ଼ିବ ମହଙ୍ଗା, ୭ଟି ଆପ୍ ହଟାଇବାକୁ କେନ୍ଦ୍ରର…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭ୍ୟୁଜ୍ ଏବଂ ଲାଇକ୍ ପାଇବା ପାଇଁ ଆଜିକାଲି ଲୋକେ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଇଣ୍ଟରନେଟ୍‌ରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା, ଯେଉଁଥିରେ କିଛି ଯୁବକ ରାସ୍ତାରେ ଯାଉଥିବା ଇ-ରିକ୍ସାଗୁଡ଼ିକୁ ନିଜ ମୋବାଇଲ୍ ଆପ୍ ଜରିଆରେ ହଠାତ୍ ବନ୍ଦ…

ବାରମ୍ବାର ରିଚାର୍ଜ ଝଞ୍ଜଟରୁ ମୁକ୍ତି: ଭୋଡାଫୋନ୍-ଆଇଡିଆ ଆଣିଲା ନୂଆ ପ୍ଲାନ, ମିଳିବ ଅନଲିମିଟେଡ୍ ଡାଟା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଧମାକା କରିଛି। ବାରମ୍ବାର ମାସିକ କିମ୍ବା ୩ ମାସିଆ ରିଚାର୍ଜ କରିବାର ଝଞ୍ଜଟରୁ ମୁକ୍ତି ଦେବା ପାଇଁ କମ୍ପାନୀ ଚୁପଚାପ୍ ଏକ ନୂଆ ବାର୍ଷିକ ପ୍ରିପେଡ୍ ପ୍ଲାନ ବଜାରକୁ ଆଣିଛି। Vi ପକ୍ଷରୁ ଲଞ୍ଚ୍ କରାଯାଇଥିବା…

Snana Yatra 2026: ଆଜି କାଳିଆର ଜନ୍ମଦିନ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ଆଜିଠୁ ପୂଜା ପାଇବେ…

ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଜ୍ୟେଷ୍ଠ…

ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ଗ୍ରୀଷ୍ମପ୍ରବାହ: ଜାଣନ୍ତୁ କାହିଁକି ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ବାଧେ ଅଧିକ ଖରା?

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ୪୫ ଡିଗ୍ରୀ ଅତିକ୍ରମ କରୁଥିବା ତାପମାତ୍ରା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ତେବେ ଆପଣ ଜାଣନ୍ତି କି, ଏହି ପ୍ରଚଣ୍ଡ ରୌଦ୍ରତାପ ଏବଂ ହିଟ୍‌ୱେଭ୍ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଥଣ୍ଡା ପାଣି, ଏସି…

ଦେଶର ସବୁଠାରୁ ଭିଆଇପି ଠିକଣା ‘ରାଷ୍ଟ୍ରପତି ଭବନ’ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଏବଂ ଅତ୍ୟନ୍ତ ପ୍ରତିଷ୍ଠିତ ସରକାରୀ ପରିସର ମଧ୍ୟରୁ ଅନ୍ୟତମ ହେଉଛି ରାଷ୍ଟ୍ରପତି ଭବନ। ଏହି ଭବ୍ୟ ପରିସର ଭିତରେ କାମ କରିବା, ଦେଶର ପ୍ରଥମ ନାଗରିକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଅନେକ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇଥାଏ। କିନ୍ତୁ ଅଧିକାଂଶଙ୍କ…

UPIରେ ହେବ AIର ଏଣ୍ଟ୍ରି, BHIM ଆପ୍ ହେବ ଆହୁରି ସ୍ମାର୍ଟ, PhonePe- Google Payକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍, UPI, ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ଆଗାମୀ ଦିନରେ, ଏହା କୃତ୍ରିମ ବୁଦ୍ଧିମତ୍ତା (AI) କୁ ଅଧିକରୁ ଅଧିକ ବ୍ୟବହାର କରିବ । ଏହି ନୂତନ ପଦକ୍ଷେପର ଲକ୍ଷ୍ୟ ହେଉଛି ଡିଜିଟାଲ୍ ପେମେଣ୍ଟକୁ ସମସ୍ତଙ୍କ ପାଇଁ ଅଧିକ ସୁରକ୍ଷିତ…

Black Magic Capital: ଭାରତର ‘ବ୍ଲାକ୍ ମ୍ୟାଜିକ୍’ ଗାଁ! ଆଜି ବି ଲୁଚିଛି ଶହ ଶହ ବର୍ଷର ରହସ୍ୟ…

ଦିଶପୁର: ଏଠି ସତରେ ହୁଏ କି କଳା ଯାଦୁ? ତନ୍ତ୍ର, ମନ୍ତ୍ର ନା କେବଳ କିମ୍ବଦନ୍ତୀ? କେହି କୁହନ୍ତି ଏଠାରେ ମଣିଷ ଅଦୃଶ୍ୟ ହୋଇଯାଉଥିଲେ... କେହି କୁହନ୍ତି ସାପ କାମୁଡ଼ିଲେ ଏଠି ମନ୍ତ୍ରରେ ହୁଏ ଚିକିତ୍ସା...ଆଉ କାହାର ଦାବି, ଏଠିର ପ୍ରାଚୀନ ପାଣ୍ଡୁଲିପିରେ ଲୁଚି ରହିଛି…