Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ହଜ୍‌ବ୍ୟାଣ୍ଡ ଡ଼େ କେୟାର: ସ୍ୱାମୀଙ୍କୁ ଏଠାରେ ଛାଡି ଜୀବନକୁ ଉପଭୋଗ କରନ୍ତୁ

ଚୀନ୍‌: ଆଜିକାଲି ଦୁନିଆରେ ବାପାମାଆ ଚାକିରି କରୁଥିବାରୁ ସେମାନଙ୍କ ପିଲାମାନଙ୍କୁ ଡ଼େ କେୟାରରେ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହା ସମସ୍ତେ ଜାଣିଥିବେ । କିନ୍ତୁ ହଜବ୍ୟାଣ୍ଡ ଡ଼େ କେୟାର ଥିବା କେବେ ଶୁଣିଛନ୍ତି ? ଆପଣ ଏହା ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ । ସୋସିଆଲ ମିଡିଆରେ…

ଚନ୍ଦାପଣକୁ ନେଇ ଚିନ୍ତିତ ହେଲେ ଯୁବକ: ଏମିତି କିଛି କରି ବସିଲେ ନିଜ ଚେହେରା ହୋଇଗଲା ଖରାପ

ଇଟାଲୀ: ଆଜିର ଦିନରେ କେଶ ଝଡ଼ିବା ଦ୍ୱାରା ଆମ ମଧ୍ୟରୁ ଅନେକ ଅସୁବିଧାରେ ପଡିଥା଼ନ୍ତି । ଲୋକମାନେ ଏଥିପାଇଁ ଅନେକ ସମାଧାନ ଖୋଜନ୍ତି । ସ୍ପା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । କିଛି ଲୋକ ଏଥିରେ ଲାଭବାନ୍ ହେଉଥିବା ବେଳେ ଆଉ କିଛି ଅସଫଳ ହୋଇଥାନ୍ତି । କେବଳ ପଇସା…

ଦୁନିଆର ସବୁଠୁ ବଡ଼ ବିଲେଇ: ଦେଖିବାକୁ ୨ ବର୍ଷର ପିଲା ପରି

ରୁଷିଆ: ଗୃହପାଳିତ ପଶୁ ତାଲିକାରେ କୁକୁର ଏବଂ ବିଲେଇ ସବୁଠାରୁ ସାଧାରଣ । ଲୋକମାନେ ବିଲେଇମାନଙ୍କୁ ରଖିବାକୁ ଅଧିକ ପସନ୍ଦ କରନ୍ତି । କାରଣ ସେମାନେ ଛୋଟ ହେବା ସହ ସୁନ୍ଦର ମଧ୍ୟ ହୋଇଥାନ୍ତି । ବିଲେଇକୁ କୋଳରେ ଧରି ଆପଣ ସହଜରେ ବୁଲାଇ ପାରିବେ । କିନ୍ତୁ ଯଦି ବିଲେଇ ମଣିଷ ପିଲା ପରି ବଡ…

କରୋନା ଅପ୍‌ଡେଟ୍; ସକ୍ରିୟ ସଂଖ୍ୟାରେ ବଡ. ହ୍ରାସ, ବଢିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କମିଲା କରୋନା ସଂକ୍ରମଣ। ଦିନକରେ ୭,୧୭୧ କରୋନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ଆଜି ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ। ନୂଆ ସଂକ୍ରମଣ ହିସାବରେ ଦୈନିକ ସଂକ୍ରମଣ ହାର ୩.୬୯ ପ୍ରତିଶତକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେଵା ମଧ୍ୟରେ ଏମିତି କିଛି ସେବକ ଅଛନ୍ତି, ଯାହାଙ୍କ ବିନା ପୃଥିବୀର ସର୍ବ ବୃହତ ରୋଷଶାଳ (ଆକାରରେ ନହେଲେ ବି ପ୍ରକାରରେ ଏହା ଏକ ବିସ୍ମୟ ରୋଷ ଶାଳ )ସର୍ବଦା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେଵା ଓ ସେବକ କ୍ରମରେ ଆମେ ଆଲୋଚନା ଜାରି ରଖିଛେ । ସୁଆର ଓ ମହାସୁଆର ନିଯୋଗ ବିଷୟରେ ଏହି ପରିପ୍ରେକ୍ଷୀରେ ଆଜି କିଛି ଏମିତି ସେବକଙ୍କ କଥା ଆଲୋଚନା କରିବା ଯେଉଁ…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

କୋଭିଡ୍-୧୯ ଅପ୍‌ଡେଟ୍; ଗତକାଲି ଅପେକ୍ଷା ଆଜି କମିଲା ସଂକ୍ରମଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩୫୫ କରୋନା ରୋଗୀ ଚିହ୍ନଟ କରାଯାଇଥିବା ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶ୍ୱସ୍ତିକର କଥା ହେଲା କରୋନା ସକ୍ରିୟ ସଂଖ୍ୟା ହ୍ରାସ ପାଉଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଯେପରି ବୈଚିତ୍ରମୟ, ପ୍ରତ୍ୟେକ ସେବକ ସେହିପରି ସ୍ୱତନ୍ତ୍ର ଓ ବିଚିତ୍ର। ତେଣୁ ସୁଆର ମହାସୁଆର ନିଯୋଗ ଅନ୍ତର୍ଭୂକ୍ତ ସୁପକାର ସେବକମାନଙ୍କ ମଧ୍ୟରେ ପ୍ରଚଳିତ…

ଅଜବ ସଉକ : ପ୍ଲାଷ୍ଟିକ୍ ସର୍ଜରୀ କରି ବନିଗଲେ ହ୍ୟୁମାନ ଡ଼ଲ

ଇଟାଲି:ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଶରୀରକୁ କଷ୍ଟ ଦେଇ ଏମିତି ଚିତ୍ର ଓ ଚରିତ୍ରକୁ ଯୋଡ଼ିବାରେ ଆଗ୍ରହୀ ହେଉଥିବା ଅଜବ ଲୋକଙ୍କ ଅଜବ ସଉକ ବିଷୟରେ ଆପଣ କ୍ୱଚିତ୍ ଜାଣିଥିବେ । ଇଟାଲିର ଏମିତି ଜଣେ ଯୁବକ ଯିଏ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ…