Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚିକେନ୍ ଡ଼୍ୟାନ୍ସ କଲେ ଯୁବକ, ଲୋକେ ହସି ହସି ବେଦମ

ଯଦି କୌଣସି ଉତ୍ସବରେ ନାଚଗୀତ ନ ଥାଏ,ତେବେ ସେହି କାର୍ଯ୍ୟକ୍ରମ ଫିକା ଫିକା ଲାଗେ । ବିଶେଷକରି କିଛି ଲୋକ ଏମିତି ନୃତ୍ୟ ପ୍ରଦର୍ଶନ କରନ୍ତି ଯାହାଦ୍ୱାରା ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ପ୍ରକାରର ଚିକେନ୍ ଡ଼୍ୟାନ୍ସର ଭିଡିଓ ଭାଇରାଲ…

ମହିଳାଙ୍କ ଅଜବ ସଉକ: ଭୁତୁଣୀ ଭଳି ଦେଖାଯିବାକୁ କଲେ ଅସ୍ତ୍ରୋପଚାର

କାଲିଫର୍ଣ୍ଣିଆ: ଭୂତପ୍ରେତ ନାଁ ଶୁଣିଲେ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମେସ୍ତ ଡ଼ରନ୍ତି । କିନ୍ତୁ ଆମେରିକୀୟ ଜଣେ ମହିଳାଙ୍କ ଅଜବ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଉକଟି ହେଲା ଭୁତୁଣୀ ପରି ନିଜକୁ ସଜ୍ଜେଇବା । ସେ ଭୁତୁଣୀ ପରି ଦେଖାଯିବା ଲାଗି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବା ବା ତାଙ୍କରି ସେବକ ରୂପେ ନିଜକୁ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଦୁର୍ଲଭ ଅନୁଭବ, ଆଉ ସେହି ଅନୁଭବକୁ ସାଉଁଟି ଆଜି ଯେଉଁ ସେବକମାନଙ୍କ କଥା ଆଲୋଚନା…

ଅତ୍ୟଧିକ ମୋଟାପଣ ଗର୍ଭପାତର ମୁଖ୍ୟ କାରଣ….

ବିବାହ ପରେ ମା ହେବା ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଖୁସି ଓ ସୌଭାଗ୍ୟର କଥା ହୋଇଥାଏ । ସନ୍ତାନଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଯେତିକି ଉତ୍ସାହିତ ହୋଇଥାଆନ୍ତି ତା’ଠୁ ଅଧିକ ଉତ୍ସାହିତ ଥାଆନ୍ତି ପରିବାର ଲୋକେ । କିନ୍ତୁ ଏହି ଖୁସି ଗର୍ଭପାତ କାରଣରୁ ଦୁଃଖରେ ପାଲଟି ଯାଏ । ପୂରା ପରିବାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ୧୨୦ ପ୍ରକାର ସେବକଙ୍କ ମଧ୍ୟରେ କିଛି ଏପରି ସେବକ ଅଛନ୍ତି । ଯାହାଙ୍କ ସେବା ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସେବା ନହେଲେ ବି ନିତାନ୍ତ ପ୍ରୟୋଜନୀୟ। ଆମେ…

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ…

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ସମସାମୟିକ ଚିତ୍ର କଳା ପ୍ରଦର୍ଶନୀ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ସେବା ଓ ସେବକ ପରମ୍ପରାର ଆଲୋଚନା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟକର ଓ ଗୁରୁତ୍ୱପୂର୍ଣ୍ଣ । କାରଣ ଏଭଳି ସେବାର ନମୁନା ଅତ୍ୟନ୍ତ ବିରଳ. ଆଜି ସେହି ସେବା…

ଦେଶରେ ୨୪ ଘଣ୍ଟାରେ କରୋନାରେ ୨୭ ଜଣଙ୍କ ମୃତ୍ୟୁ, ୬୦ ହଜାର ଟପିଲା ସକ୍ରିୟ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୬୦ ହଜାର ପାର୍ କରିଛି । ଗତ ୨୪…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁଚିନ୍ତିତ ସେଵା ପରମ୍ପରାକୁ ଆଗେଇ ନେବା ପାଇଁ ଅତି ସୁନ୍ଦର ଭାବରେ ସୄଷ୍ଟ ସେବକ ଗୋଷ୍ଟୀଙ୍କ ମଧ୍ୟରେ ଆଜି ଆଲୋଚନା କରିବା ପ୍ରଧାନି ସେବକଙ୍କ ବିଷୟରେ। ଏହି ସେବକ…