Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣଙ୍କୁ ଧନୀ କରାଇବ କଦଳୀ ଗଛ, କିପରି ଜାଣନ୍ତୁ….

ହିନ୍ଦୁ ଧର୍ମରେ ପୂଜା ପାଠ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ  । ବିଶେଷ କରି ବିଭିନ୍ନ ବୃକ୍ଷଲତା ଉପରେ ବିଶ୍ୱାସ ରଖିଥାଉ । ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି ଆମେ ମାନିଥାଉ । ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଦେବତାଙ୍କ ବିଶେଷ…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ…

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ପଞ୍ଚଶକ୍ତି ମନ୍ଦିର ଭିତରେ ଆମେ ଚାରି ଦେବୀଙ୍କ ଦର୍ଶନ ପରେ ଏବେ ଦର୍ଶନ କରିବା ମା ଗାୟତ୍ରୀଙ୍କୁ। ଏହି ମନ୍ଦିରର ନାଟମନ୍ଦିରରେ…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ଶୀତରୁ ରକ୍ଷା ପାଇବାକୁ ଆସିଗଲା ନୂଆ ଧରଣର ବେଡସିଟ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ଯେଉଁ ଥଣ୍ଡା ପଡିଛି ଆପଣ ବିଛଣାକୁ ଯାଇ ବେଡରେ ଶୋଇବାକୁ ପ୍ରଥମେ ପ୍ରଥମେ ସଙ୍କୋଚ ଲାଗୁଥିବ । କାରଣ ବେଡସିଟ ବି ଥଣ୍ଡା ହୋଇଯାଇଥିବ । ତେଣୁ ପ୍ରାୟତଃ ଶୀତଦିନେ ଖରାରେ ବିଛଣାକୁ ପକାଇ ଦେଇଥିଲେ ତାହା ଉଷୁମ ଭଳି ସ୍ଥିତିରେ ଥାଏ। ଆଉ ରାତିରେ ଶୋଇବାକୁ…

କରୋନାକୁ ନେଇ କେତେ ଚିନ୍ତିତ କେନ୍ଦ୍ର ? ଏପ୍ରିଲରୁ ଆଉ ବସିନି କୋଭିଡ୍ ନ୍ୟାସନାଲ୍ ଟାସ୍କ ଫୋର୍ସ ବୈଠକ

ନୂଆଦିଲ୍ଲୀ: ଚୀନରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭାରତକୁ ଘାରୁଛି ଭୟ । ଦେଶରେ କୋଭିଡର ଚୀନ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ପରେ କରୋନାକୁ ନେଇ ସମସ୍ତେ ଆତଙ୍କିତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିବା ସହ ଜିନୋମ ସିକ୍ୱେନ୍ସଂ ଉପରେ ଗୁରୁତ୍ୱ ଦେଇ ସବୁ ରାଜ୍ୟକୁ ଚିଠି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚଶକ୍ତି ମନ୍ଦିର ମଧ୍ୟରେ ଉପବେଶନ କରିଥିବା ମା ସାବିତ୍ରୀଙ୍କ ବିଷୟରେ ଆଜି ଆଲୋଚନା କରିବା । ଆମ ସଂସ୍କୃତିରେ ସାବିତ୍ରୀ…

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି…