Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନୂଆବର୍ଷରେ ଏହି ୫ ରାଶିଙ୍କୁ ଅଧିକ ହଇରାଣ କରିପାରନ୍ତି ରାହୁ

ନୂଆବର୍ଷରେ କଣ କହୁଛି ଆପଣ ରାଶି ? କେମିତି କଟିବ ୨୦୨୩ ? ନୂତନ ବର୍ଷ ଶୁଭ ଫଳ ଦେବ ନା ଅଶୁଭ ରହିବ । ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷରେ କିଭଳି ରହିବ । କଣ ରହିବ ରାହୁଙ୍କ ସ୍ଥିତି ଓ ଚଳନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ପରେ ରାହୁ ସବୁଠୁ ଧିମା ଗତିରେ ଚଳନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ଅବସ୍ଥାପିତ ମା ସରସ୍ବତୀଙ୍କ ଦର୍ଶନ ଜାରି ରହିଛି। ମା ସରସ୍ବତୀଙ୍କ ବିଶେଷ ପୂଜା ବସନ୍ତ ପଞ୍ଚମୀ ଅବା ଶ୍ରୀ…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ମୂଖ୍ୟ ବିଗ୍ରହ ମା ଭୁବନେଶ୍ୱରୀଙ୍କ ବିଷୟରେ ଆଲୋଚନା କରିସାରିବା ପରେ ସେହି ମନ୍ଦିରରେ ବିରାଜିତ ମା…

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି ! କିପରି ରକ୍ଷା ପାଇବେ ଜାଣନ୍ତୁ…

ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା । ବର୍ତ୍ତମାନ ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗାଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ତେବେ ପାନୀୟ ଗୁଡ଼ିକ ହେଲା : ସକାଳୁ ଚା’ରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚଶକ୍ତି ମନ୍ଦିରରେ ପୂଜିତ ପରମ ବୈଷ୍ଣବୀ ମା ଭୁବନେଶ୍ୱରୀଙ୍କ ବିଷୟରେ ଅନେକ କିଛି ଆଲୋଚନା କରିସାରିଲେଣି। ଆଜି ଆଲୋଚନା କରିବା…

ସକାଳ ଜଳଖିଆରେ ପ୍ରୋଟିନ୍‌ର ଆବଶ୍ୟକତା କ’ଣ ରହିଛି ଆସନ୍ତୁ ଜାଣିବା….

ନୂଆବର୍ଷର ଆରମ୍ଭରେ ସଭିଏଁ ପୁଣି ନିଜ ନିଜର ବର୍ଦ୍ଧିତ ଓଜନ ହ୍ରାସ କରିବାରେ ଲାଗି ପଡ଼ିଲେଣି  । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ  । ତେଣୁ ଯେଉଁମାନେ ଜଳଖିଆରେ କେବଳ କର୍ଣ୍ଣଫ୍ଲେକ୍‌ସ ଖାଉଛନ୍ତି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା ଅବସରରେ ମା ଭୁବନେଶ୍ୱରୀଙ୍କ ମନ୍ଦିର ବା ପଞ୍ଚ ଶକ୍ତି ମନ୍ଦିର ବିଷୟରେ ଚର୍ଚ୍ଚା ଜାରି ରହିଛି। ଆଜି ମା ଭୁବନେଶ୍ୱରୀଙ୍କ ପ୍ରକୃତ ସ୍ୱରୂପ…

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲୁ ବୁଲୁ ଆମେ ଆସି ପହଞ୍ଚି ଯାଇଛେ "ମା ଭୁବନେଶ୍ୱରୀ "ଙ୍କ ପାଖରେ। ପ୍ରଭୁ କାଞ୍ଚି ଗଣେଶଙ୍କ ପରେ ଭିତର ବେଢା ରେ ଜଣେ ଚର୍ଚ୍ଚିତ ଓ…