Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଖାଦ୍ୟ ସହ ବିଳମ୍ବରେ ପହଞ୍ଚିଲେ ଜୋମାଟୋ ଡେଲିଭରି ବୟ, ଚନ୍ଦନ ଲଗାଇ ପୂଜା କଲେ ଗ୍ରାହକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଅବତାରୀପଠନ ତାଙ୍କରିଠାରୁ ବିଭିନ୍ନ ଅବତାର ସୃଷ୍ଟି ହୋଇ ପୁନଶ୍ଚ ତାଙ୍କରିଠାରେ ଲୀନ ହୁଅନ୍ତି। ଏହାର ପ୍ରମାଣ ଆମ ଶାସ୍ତ୍ରରେ ଅନେକ ଅଛି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକୋଇଶି ଦିନ ବାହାର ଚନ୍ଦନ ଯାତ୍ରା ହେଲାପରେ ଏହି ଅନ୍ତିମ ଦିନ ଭଉଁରୀ ଅନୁଷ୍ଠିତ ହୁଏ। ଏହି ଦିନ ଦୁଇଟିଯାକ ଚାପ ଦିନରେ ଏକୋଇଶି ଘେରା ଚାପରେ ବୁଲିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବାହାର ଚନ୍ଦନ ଯାତ୍ରା ଚାଲିଛି । ଶାସ୍ତ୍ର କହେ "ବୈଶାଖେ ଚ ସିତେ ପକ୍ଷେ ତୃତୀୟାୟାଂ ଜଗତ ଗୁରୋ, ନାବ କ୍ରୀଡା ପକୁବୀର ସର୍ବକlମାର୍ଥ ସିଦ୍ଧୟେ.…

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…

ରୋଡ ଟ୍ରିପ୍ ନିଶା, କାର ଯୋଗେ ଆମେରିକାରୁ ପଞ୍ଜାବ ପହଞ୍ଚିଲେ ଲଖବିନ୍ଦର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି। ରୋଡ୍ ଟ୍ରିପ୍ ହେଲେ ତ' ତା ମଜା ଆହୁରି ନିଆରା। ହେଲେ ଆମେ ଆଖପାଖ ସ୍ଥାନକୁ ଯାଇ ରୋଡ ଟ୍ରିପର ଆନନ୍ଦ ଉଠାଇଥାଉ। କିନ୍ତୁ ଯାଇ ଯାଇ କେତେ ବାଟ ଯାଇପାରିବା ? ଅତି କମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଅଥବା ଗୋଟିଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଆରମ୍ଭ। ବଡ଼ଦାଣ୍ଡରେ ଜାଗା ଜାଗାରେ ଛାମୁଣ୍ଡିଆ ନଡ଼ିଆ ଚାଞ୍ଚ ପକାଇ ଛାଇ କରାଯାଇ ଥାଏ। ଏଥିରେ ବିଭିନ୍ନ ଫଳ ମଧ୍ୟ ଟଙ୍ଗାଯାଇଥlଏ। ମହାପ୍ରଭୁ…

ଭାରତରେ ମଲ୍ ରୋଡ କାହିଁକି ନିର୍ମାଣ ହୋଇଛି? ଜାଣନ୍ତୁ ରୋଚକ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିଲ୍ ଷ୍ଟେସନରେ କାହିଁକି ମଲ୍ ରୋଡ କାହିଁକି ରହିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସେଗୁଡ଼ିକ କାହିଁକି ତିଆରି ହେଲା ? ଏଠାରେ ଆମେ ଆପଣଙ୍କୁ କହିବୁ କାହିଁକି ମଲ୍ ରାସ୍ତା ନିର୍ମାଣ ହେଲା ଏବଂ ଯାହା ଭାରତରେ ସବୁଠାରୁ…

ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୋଇଥାଏ ଅତ୍ୟନ୍ତ ଶୁଭ

ଓଡିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ବା ନୀଳକଣ୍ଠ ପକ୍ଷୀ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ। ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଛି। ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ସେତେ ଶୁଭ ବୋଲି କୁହାଯାଏ। ଅନେକ ଲୋକ ଜାଣନ୍ତି…