Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତର ଏହି ସ୍ଥାନରେ ଅନୁଷ୍ଠିତ ହୁଏ ସାପ ମେଳା, ମନୋସ୍କାମନା ହୁଏ ପୂର୍ଣ୍ଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଛୋଟ ବଡ଼ ଗାଁରେ ଠାକୁରାଣୀ ଯାତ୍ରା ହୁଏ। ଆଉ ଏହି ଯାତ୍ରାରେ ବିଭିନ୍ନ ପ୍ରକାର ମେଳା ମଧ୍ୟ ଅନୁଷ୍ଠିତ ହୁଏ। କେଉଁଠି ଖାଦ୍ୟର ମେଳା ବସିଥାଏ ତ ଆଉ କେଉଁଠି ପୋଷାକ, ଘରୋଇ ଉପକରଣ ଆଦି ମେଳା ଲାଗିଥାଏ। କିନ୍ତୁ ବିହାରରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସାପ ମେଳା…

ଏଠି ହୁଏନି ରାତି, ଖରାର ଆନନ୍ଦ ଉପଭୋଗ କରନ୍ତି ଲୋକେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ…

ଉବର କ୍ୟାବରେ ୧୫ ମିନିଟ୍ ଯାତ୍ରା ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପ୍ ଆଧାରିତ କ୍ୟାବ ସେବାରେ ବେଳେ ବେଳେ ଭୁଲ ବିଲ୍ ଆସିଯାଏ। ଏପରି ମାମଲା ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ସମାନ ମାମଲାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ୧୫ ମିନିଟ୍ ଯାତ୍ରା କରିବା ମହଙ୍ଗା ପଡିଥିଲା। ବ୍ୟକ୍ତିଙ୍କ ୧୫…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅବତାରୀ ପୁରୁଷ ଭାବରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ଅନେକ କବି, ଭକ୍ତ, ଯୁଗପୁରୁଷମାନେ ସେମାନଙ୍କ ସ୍ଵ ସ୍ଵ ମତ…

ଇନଭର୍ଟର ପରି କାର୍ଯ୍ୟ କରେ ଏହି କମ ମୂଲ୍ୟର ସୋଲାର ପାୱାର ଜେନେରେଟର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ବାରମ୍ବାର ବିଦ୍ୟୁତ ସରବରାହ ସମସ୍ୟା ଦେଖାଦେଉଛି, ତେବେ ଆପଣ ନିଶ୍ଚିତ ଭାବେ ଇନଭର୍ଟର କିଣୁଥିବେ। ନହେଲେ ବୈଦ୍ୟୁତିକ ଉପକରଣଗୁଡିକ ଚଳାଇବାରେ ବହୁ ଅସୁବିଧା ହେବ। କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହି ଇନଭର୍ଟର କିଣିବା ପାଇଁ ସକ୍ଷମ ନଥାନ୍ତି।…

ଖାଦ୍ୟ ସହ ବିଳମ୍ବରେ ପହଞ୍ଚିଲେ ଜୋମାଟୋ ଡେଲିଭରି ବୟ, ଚନ୍ଦନ ଲଗାଇ ପୂଜା କଲେ ଗ୍ରାହକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଅବତାରୀପଠନ ତାଙ୍କରିଠାରୁ ବିଭିନ୍ନ ଅବତାର ସୃଷ୍ଟି ହୋଇ ପୁନଶ୍ଚ ତାଙ୍କରିଠାରେ ଲୀନ ହୁଅନ୍ତି। ଏହାର ପ୍ରମାଣ ଆମ ଶାସ୍ତ୍ରରେ ଅନେକ ଅଛି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକୋଇଶି ଦିନ ବାହାର ଚନ୍ଦନ ଯାତ୍ରା ହେଲାପରେ ଏହି ଅନ୍ତିମ ଦିନ ଭଉଁରୀ ଅନୁଷ୍ଠିତ ହୁଏ। ଏହି ଦିନ ଦୁଇଟିଯାକ ଚାପ ଦିନରେ ଏକୋଇଶି ଘେରା ଚାପରେ ବୁଲିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବାହାର ଚନ୍ଦନ ଯାତ୍ରା ଚାଲିଛି । ଶାସ୍ତ୍ର କହେ "ବୈଶାଖେ ଚ ସିତେ ପକ୍ଷେ ତୃତୀୟାୟାଂ ଜଗତ ଗୁରୋ, ନାବ କ୍ରୀଡା ପକୁବୀର ସର୍ବକlମାର୍ଥ ସିଦ୍ଧୟେ.…

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…