Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସାବଧାନ! ଏହି ନୂତନ ମାଲୱେର ହ୍ୟାକ କରୁଛି କ୍ରେଡିଟ କାର୍ଡ, ପାସୱାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଣ୍ଟର୍ନେଟ ଜଗତରେ ଗତ କିଛି ଦିନ ହେବ ନୂତନ ମାଲୱେର ଏରବିୟମ ନାମକ ଭାଇରସ ଚହଳ ସୃଷ୍ଟି କରିଛି। ଏହି ମାଲୱେର ଲୋକପ୍ରିୟ ଭିଡିଓ ଗେମ୍ ମାଧ୍ୟମରେ କ୍ଷତି ଘଟାଉଛି ଏବଂ ଲୋକଙ୍କ କ୍ରେଡିଟ୍ କାର୍ଡ ସୂଚନା, ପାସୱାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛି। ଏହା…

ମା’ କୁଷ୍ମାଣ୍ଡା

ନବରାତ୍ରର ନବସ୍ୱରୂପର ଚତୁର୍ଥ ରୂପ ‘ମା' କୁଷ୍ମାଣ୍ଡା' ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା' ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରଠାରୁ ପଶ୍ଚିମ ଦିଗରେ ଆଗେଇଲେ ପଡେ ହରଚଣ୍ଡି ସାହି ଓ ଗୌଡ଼ବାଡ଼ ସାହି। ଏହି ଦୁଇ ସାହିର ମଧ୍ୟ ସ୍ଥଳ ରେ ଅବସ୍ଥିତ ଶ୍ରୀ…

ଆସନ୍ତୁ ଜାଣିବା ଭାରତର କେଉଁ ବଡ ସହର ମାଆ ଦୁର୍ଗାଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଏବେ ସାରା ଭାରତ ଉତ୍ସବ ମୁଖରିତ କାରଣ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ୯ ଦିନ ଧରି ମାଆ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ବଡ ବଡ ସହର ପ୍ରକୃତରେ ମାଆଙ୍କ ନାମରେ ନାମିତ । ସେଗୁଡିକ ହେଲା- ମୁମ୍ବାଇ:…

ମା’ ଚନ୍ଦ୍ରଘଣ୍ଟା

ନବରାତ୍ରର ନବସ୍ୱରୂପରତୃତୀୟ ରୂପ ‘ମା' ଚନ୍ଦ୍ରଘଣ୍ଟା ’ ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ…

କ୍ଷେତରେ ହଳ କରୁଥିବା ବେଳେ ମିଳିଲା ଅମୂଲ୍ୟ ରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଭାଗ୍ୟ କେତେବେଳେ କେମିତି ପରିବର୍ତ୍ତନ ହୋଇଯିବ ତାହା ଆପଣ କେବେ କଳ୍ପନା କରିପାରିବେ ନାହିଁ। ହୁଏତ ବାଟରେ ଗଲାବେଳେ କିମ୍ବା  ଈଶ୍ୱରଙ୍କ କୃପାରୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। କଥାରେ ଅଛି ମାଟି ଖୋଳୁ ଖୋଳୁ…

ଶ୍ମସାନରୁ ମିଳିଲା ୨୬୦୦ ବର୍ଷ ପୁରୁଣା ପନିର, ଆଶ୍ଚର୍ଯ୍ୟକର ଦାବି କଲେ ପ୍ରତ୍ନତତ୍ତ୍ୱବିତ୍

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତ୍ନତତ୍ତ୍ୱବିତ୍ ଦୁନିଆର ପ୍ରତ୍ୟେକ କୋଣରୁ ଲୁଚି ରହିଥିବା ଐତିହାସିକ ତଥ୍ୟ କିମ୍ବା ଅନେକ ବସ୍ତୁର ସନ୍ଧାନ ଜାରି ରଖିଛନ୍ତି। ବେଳେ ବେଳେ ଏପରି ତଥ୍ୟ ଆବିଷ୍କାର କରନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ଇଜିପ୍ଟର ପ୍ରାଚୀନ ସହର ମିଶରରେ ଥିବା…

ମା’ ବ୍ରହ୍ମଚାରିଣୀ

ନବରାତ୍ରର ନବସ୍ୱରୂପର ଦ୍ଵିତୀୟ ରୂପ ‘ମା ବ୍ରହ୍ମଚାରିଣୀ ’  ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରଠାରୁ ଏବେ ଦକ୍ଷିଣ ଦ୍ୱାର ଆଡେ ଆଗେଇଲେ ଶ୍ରୀମନ୍ଦିରଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଦେଖିବାକୁ ମିଳିବ।…