Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ କୋଭିଡରେ ଆଉ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ଆଉ ୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୩ ଓ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ…

ନିରାଶ ହୋଇପଡ଼ିଛନ୍ତି ଅମିତାଭ ବଚ୍ଚନ; ବୁଷ୍ଟର ଡୋଜ ପରେ ବି କୋଭିଡ ଆକ୍ରାନ୍ତ!

ଭୁବନେଶ୍ୱର: ନିରାଶ ହୋଇପଡ଼ିଛନ୍ତି ବିଗ ବି ଅମିତାଭ ବଚ୍ଚନ! କିଛି କଥାକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ବି ଆଲୋଚନା କରୁଛନ୍ତି । ତେବେ ବିଗ-ବି ଙ୍କ ନିରାଶ ହେବାର କାରଣ ହେଉଛି- ତାଙ୍କର କୋଭିଡ ପଜିଟିଭ ରିପୋର୍ଟ । ହଁ, ବିଗ-ବି ଗତ ୨୩ ତାରିଖରେ କୋଭିଡ ପଜିଟିଭ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଦେବଦୁର୍ଲ୍ଲଭ ଶ୍ରୀକ୍ଷେତ୍ର ତୀର୍ଥରାଜ ମହୋଦଧିର ପୁଣ୍ୟ ସ୍ଥଳୀ ସ୍ୱର୍ଗଦ୍ୱାର ସମ୍ମୁଖ ତଟରେ ପ୍ରଭୁଙ୍କୁ ସ୍ମରଣ ଓ ମନନ କରି କରି ମହା ଆନନ୍ଦରେ ସ୍ନାନ…

ଜନ୍ମାଷ୍ଟମୀ: ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ

।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ, ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।। ପବିତ୍ର ଜନ୍ମାଷ୍ଟମୀ । ଭଗବାନ୍ ଶ୍ରୀକୃଷ୍ଣଙ୍କ ଶ୍ରୀକୃଷ୍ଣଙ୍କ ଧରାବତରଣର ଦିନ । ବିଷ୍ଣୁଙ୍କର ଅବତାରୀ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ…

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ରହସ୍ୟମୟ ଢ଼ଙ୍ଗରେ ଗାଏବ ହୋଇ ଯାଇଥିଲା ଟ୍ରେନ ଏବଂ ଏହାର ଯାତ୍ରୀ !

ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ପରମ ପାବନ କ୍ଷେତ୍ର ଏହି ପୁରୁଷୋତମ କ୍ଷେତ୍ର। ଚୈତନ୍ୟ ଭାଗବତରେ ଏହାର ସୁନ୍ଦର ବର୍ଣ୍ଣନା ସିନ୍ଧୁ ତୀରେ ବଟ ମୂଳେ ନୀଳାଚଳ ଧାମ, ଶ୍ରୀପୁରୁଷୋତ୍ତମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ର ଶ୍ରୀପୁରୁଷୋତ୍ତମରେ ତୀର୍ଥ ରାଜ ମହୋଦଧିଙ୍କ ଉପସ୍ଥିତି ବୋଲି ନକହି ତୀର୍ଥରାଜ ମହୋଦଧିଙ୍କ କୂଳରେ ଶ୍ରୀକ୍ଷେତ୍ରର ଅବସ୍ଥିତି ବୋଲି କହିବା…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଭାରତର ସ୍ବାଧିନତା ପୁର୍ତ୍ତିର ୭୫ ବର୍ଷ ପାଳନ ଉପଲକ୍ଷେ ପାଳିତ ହେଉଥିବା ''ଆଜାଦୀକା ଅମୃତ ମହୋତ୍ସବ'' ଅବସରରେ ଭୁବନେଶ୍ୱରର ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରର ପରିଚୟ ଶ୍ରୀମନ୍ଦିର ଓ ମହୋଦଧି । ଆଜି ବି ଏଇ ଦୁଇଟିର ଆକର୍ଷଣ ଟାଣିଆଣେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତଙ୍କୁ ଏହି…