Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଗମ୍ଭୀରାରୁ ବାବା ଲୋକନାଥଙ୍କ ଦର୍ଶନ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ। ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ…

ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏବେ ତିନି ଶହ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୫୧ ସଂକ୍ରମିତ । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୪୬ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ । ବେଦାନ୍ତରେ ବର୍ଣ୍ଣିତ ହୋଇଛି "ଶାସ୍ତ୍ର ଯୋନିତ୍ୱାତ "ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ ।…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଲକ୍କମା ଦେବୀ: ଚପଲ ମାଳରେ ମାନସିକ ପୂରଣ ବିଶ୍ୱାସ

ଭୁବନେଶ୍ୱର: ଆମ ଚାରିପାଖରେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି । ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ସାଧାରଣତ ମଠ ମନ୍ଦିର ଓ ଆମ ସଂସ୍କୃତି ପ୍ରତି ଆମର ରହିଛି ଅନେକ ସମ୍ମାନ ଭାବ। ହେଲେ ଏମିତି କିଛି ମନ୍ଦିର ଆଉ ମନ୍ଦିରରେ ଘଟୁଥିବା ଘଟଣା ଶୁଣିଲେ ଧର୍ମ ପ୍ରତି କୁଠାରଘାତ କଲାଭଳି…

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ. ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପ୍ରତିମା ଜ୍ଞାନ ନକରି ପରମାତ୍ମା ସ୍ୱରୂପରେ ବିବେଚନା କରିବା ଏହା ବାରମ୍ବାର କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ବ୍ୟାପକତାକୁ ସର୍ବୋତ୍ତ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ ) ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ "ଦାରବୀ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ପାତାଳ ଭୁବନେଶ୍ୱର ଗୁମ୍ଫା: ମହାଦେବଙ୍କ ଅଲୌକିକ ମହିମା ଜୀବନ୍ତ ପ୍ରତୀୟମାନ

ଭୁବନେଶ୍ୱର : ଆମ ଚାରିପଟେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଆମ ଆଖି ସାମାନରେ ବି କିଛି ନା କିଛି ରହସ୍ୟମୟ ଘଟଣା ଘଟିବାରେ ଲାଗିଛି । ହେଲେ ତାର ସତ୍ୟତା ଆମ କାହାକୁ ବି ଜଣା ନାହିଁ।ଏଇ ଯେମିତି ଏକ ରହସ୍ୟମୟ ଗୁମ୍ଫା । ମନୋରମ ପରିବେଶ ମଧ୍ୟରେ ଉତ୍ତରାଖଣ୍ଡ ପିଥେରାଗଡ଼ରେ ରହିଛି ଏହି ରହସ୍ୟମୟୀ…