Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

[ଦେଖନ୍ତୁ ଭିଡିଓ] ଆଧୁନିକ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ  .... ଓଡିଆ ମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା । ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି । ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏବେ ବି ନିଜ ପାଇଁ ସ୍ୱତନ୍ତ୍ର ଜାଗା…

ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା। କିନ୍ତୁ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।  ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବେଦାନ୍ତ ଦର୍ଶନ ଅନୁସାରେ ଏକ ଓ ଅଦ୍ବୟ ବୋଲି ବିବେଚନା କରାଯାଏ।  ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭାଷାରେ - "ବେଦାନ୍ତ ସିଦ୍ଧାନ୍ତ ନିରୁକ୍ତିରେଷl,…

ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିହେବ : ସ୍ୱାମୀ ସୁଧାନନ୍ଦ ସରସ୍ୱତୀ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଶ୍ରୁତିନ୍ୟାସ ନିର୍ମାଣଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୦  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପଞ୍ଚୁପାଣ୍ଡଵଙ୍କ ସହ ଅନେକ ଲୀଳା କରିଥାନ୍ତି।  ଶିବଚତୃଦଶୀ ଓ ଚନ୍ଦନ ଯାତ୍ରା ବିଷୟରେ ଆମେ ଜାଣିଲେ । ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥଙ୍କ ପରେ…

ରାଜ୍ୟରେ ଦେଢ଼ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ଦେଢ଼ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୩ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭ । ୧୮ ବର୍ଷ ଭିତରେ ଆଉ ୨୮ ପଜିଟିଭ୍ ବାହାରିଛନ୍ତି । ଆଜି ୨୪…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ଜଡିତ ପାଞ୍ଚ ଗୋଟି ଶିବ ମନ୍ଦିର, ଯାହାକି ପାଞ୍ଚ ପାଣ୍ଡବ ହିସାବରେ ବିବେଚିତ ହୁଅନ୍ତି, ଯଥା : ୧ . ଶ୍ରୀ ଯମେଶ୍ୱର -ଯୁଧିଷ୍ଠିର ୨ . ଶ୍ରୀ…

ଶତାଧିକ ବର୍ଷର ରହସ୍ୟମୟ ଶିବ ଲିଙ୍ଗ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ରହସ୍ୟମୟ ମନ୍ଦିର ଓ ମୂର୍ତ୍ତି ରହିଛି । ଏଭଳି ଏକ ରହସ୍ୟମୟ ଶିବଲିଙ୍ଗ ରହିଛି ଆୟରଲ୍ୟାଣ୍ଡରେ । ଯାହାକୁ ନଷ୍ଟ କରିବା ପାଇଁ ଲୋକମାେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତ କିଛି ବର୍ଷ ହେବ ଆୟରଲ୍ୟାଣ୍ଡ ଶିବଲିଙ୍ଗକୁ କ୍ଷତି କରିବାକୁ ଚେଷ୍ଟା…