Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସ୍ବର୍ଣ୍ଣାଦ୍ରି ପରିକ୍ରମା : ଲିଙ୍ଗରାଜ ମନ୍ଦିର ଓ ବେଢ଼ା

ସୁକାନ୍ତ ପଣ୍ଡା ସ୍ବର୍ଣ୍ଣାଚଳ ପାହାଡ଼ ଉପରେ ଭୁବନେଶ୍ୱର ନିର୍ମିତ ହୋଇଥିବାରୁ ଏହାର ଅନ୍ୟ ନାମ ସ୍ବର୍ଣ୍ଣାଦ୍ରି । ତେଣୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରାର୍ଥନା ରେ କୁହାଯାଇଛି : କୃତିବାସ ନମସ୍ତେସ୍ତୁ ଲିଙ୍ଗରାଜ ମହେଶ୍ବର। ସ୍ବର୍ଣ୍ଣକୂଟ ପତେ ଶମ୍ଭୋ ଜୟ ତ୍ରିଭୁବନେଶ୍ବର । ପ୍ରାଚୀନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଦାରବି ତନୁ କାହିଁକି ଧାରଣ କରିଛନ୍ତି ତାହା ଜାଣିବାପରେ, ମନରେ ପ୍ରଶ୍ନ ଉଠେ ଏହି ଦାରୁ ନିମ୍ବ ବୃକ୍ଷର ଦାରୁ କାହିଁକି ? ଶାଳ, ପିଆଶାଲ, ଶାଗୁଆନ ପ୍ରଭୃତି…

ଚିନ୍ତା ବଢ଼ାଇଲା ଓମିକ୍ରନ: ମୁମ୍ବାଇରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ

ମୁମ୍ବାଇ: ସାରା ବିଶ୍ୱରେ ଓମିକ୍ରନ୍ ଚିନ୍ତା ବଢ଼ାଇଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁମ୍ବାଇରେ ସଂକ୍ରମିତ ଚିହ୍ନଟ ପରେ ମହାରାଷ୍ଟ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ମୁମ୍ବାଇରେ ଜାରି ହୋଇଛି ୧୪୪ ଧାରା । ଗୋଟିଏ ସ୍ଥାନରେ ଜନ…

ଢୋଲ ମାଦଲର ତାଳରେ ଆୟୋଜିତ ହେଲା ‘ରଙ୍ଗବତୀ ଉତ୍ସବ’

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଦୁଇଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ 'ରଙ୍ଗବତୀ' ଉତ୍ସବ ଆୟୋଜିତ ହୋଇ ଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇ ନୃତ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ପ୍ରଭୁଙ୍କର ଦାରୁ ଶରୀର ବା ଦରବୀୟ ତନୁରେ ବ୍ରହ୍ମ ସଂଯୁକ୍ତ ହୋଇ ଦାରୁବ୍ରହ୍ମ ରୂପେ ବିଦିତ ହୁଅନ୍ତି । ଏହିଠାରେ ମନରେ ପ୍ରଶ୍ନ ଆସେ, ଏତେ ବିଖ୍ୟାତ ଠାକୁର…

ବୁଷ୍ଟର ଡୋଜ୍ ନେଇଥିଲେ, ଏବେ ଓମିକ୍ରନରେ ସଂକ୍ରମିତ

ଦୁବାଇ: ଓମିକ୍ରନକୁ ନେଇ ସାରା ବିଶ୍ୱରେ ଆତଙ୍କ । ସବୁଦିନ ନୂଆ ନୂଆ ଖବର ସାମନାକୁ ଆସୁଛି । ବୁଷ୍ଟର ଡୋଜ୍ ନେଇଥିଲେ ବି ଆଟାକ୍ କରୁଛି ଓମିକ୍ରନ୍ । ସିଙ୍ଗାପୁରରେ ବୁଷ୍ଟର ଡୋଜ୍ ନେଇଥିବା ଦୁଇ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଦୁବାଇରେ ଜଣେ ୨୪ ବର୍ଷୀୟ ମହିଳା ଓ ଜଣେ ପୁରୁଷ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା ଚିନ୍ତା କରିବାକୁ ହେଲେ ପ୍ରଥମେ କ୍ଷର ଶରୀର ତଥା ଅକ୍ଷର ଆତ୍ମାକୁ ଜାଣିବା ଦରକାର । ପ୍ରଥମେ କ୍ଷର ବା ନାଶବାନ ଶରୀରକୁ ଚିନ୍ତା କରନ୍ତୁ । ଏହା ଦଶ…

ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସଚିବ କରୋନା ପଜିଟିଭ୍ ଚିହ୍ନଟ । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ । ସେ ଥଣ୍ଡାରେ ଆକ୍ରାନ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ।…