Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗତକାଲି ଅପେକ୍ଷା ଆଜି ରାଜ୍ୟରୁ ପାଖାପାଖି ୩ଶହ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ କମିବା ପରେ ଆଜି ପୁଣି ଥରେ ବଢ଼ିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରନ୍ତଙ୍କ ସଂଖ୍ୟାରେ ପାଖାପାଖି ୩୦୦ ବୃଦ୍ଧି ହୋଇଛି । ଗତକାଲି ରାଜ୍ୟରୁ ୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୩୪ ପଜିଟିଭ୍ । ୧୮ ବର୍ଷ…

ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ଦେବ ଦାସ

ଭୁବନେଶ୍ୱର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ମ୍ୟୁଜିକ ସିଜ୍‌ଲର୍ସ ଓ ଉପାସନା ପକ୍ଷରୁ ସ୍ଥାନୀୟ ବୁଦ୍ଧବିହାର ପରିସରରେ କଣ୍ଠଶିଳ୍ପୀ ଦେବ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ…

ବିଭିନ୍ନ ଦାବି ନେଇ ଏକାଠି ହେଲେ ଶହ ଶହ ଅଙ୍ଗନୱାଡି କର୍ମୀ

କେନ୍ଦୁଝର :ଆନ୍ଦୋଳନର ଧମକ ଦେଲେ ଅଙ୍ଗନୱାଡି କର୍ମୀ । ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ମିଳୁଛି ୫ ଟଙ୍କା ହେଲେ ଅଣ୍ଡା…

ଭାଗବତ ଜନ୍ମ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ…

ରାଜ୍ୟରେ କମୁଛି କରୋନା କାୟା: ଆଜି ୫୧୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ୫ଶହକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୩ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୯ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ୨୪ ଜିଲ୍ଲାରୁ…

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…

ଆଜି ଓଡ଼ିଶାରୁ ୬୨୩ କରୋନା ପଜିଟିଭ୍, ୧୮ ବର୍ଷ ଭିତରେ ୯୫ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ରୁ ୭୦୦ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୩୬୨ ଓ ଲୋକାଲ୍…

ପୁରୀ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

ପୁରୀ: ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ୱ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ…

ତିରୁପତି ଗର୍ଭ ଗୃହ ରହସ୍ୟ

ଭୁବନେଶ୍ୱର : ଭାରତର ସବୁଠୁ ବଡ଼ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁଙ୍କ ରହିଛି ଅନେକ ବିଶ୍ୱାସ । ବର୍ଷ ବର୍ଷର ବହୁ ପୁରୁଣା ମନ୍ଦିର । ହେଲେ ମନ୍ଦିରରେ ଭଗବାନଙ୍କ ପ୍ରତି ବିଶ୍ୱାସ ଯେତିକି ମନ୍ଦିରରେ ବି ରହସ୍ୟ ସେତିକି । ଭକ୍ତର ସେହି ଭଗବାନ କିନ୍ତୁ ଅନ୍ୟ ମନ୍ଦିର ପ୍ରତିମାଠୁ ଖୁବ୍ ଅଲଗା । ଅନ୍ୟ…

ଆଜି ୨୫ ଜିଲ୍ଲାରୁ ୬୯୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ତଳ ଉପର ହେଉଛି । କେବେ କମୁଛି, ପୁଣି କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୯୫ ଆକ୍ରାନ୍ତ । ଏମାନଙକ୍ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଆକ୍ରାନ୍ତ । ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ ।…