Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟ ସ୍ତରୀୟ ଗୀତିନାଟ୍ୟର ପ୍ରଥମ ସନ୍ଧ୍ୟାରେ ‘କର୍ଣ୍ଣ ବଧ’

ଭୁବନେଶ୍ୱର : ସୁପ୍ରସିଦ୍ଧ ନାଟ୍ୟକାର ତଥା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅକ୍ଟୋବର ୨୭ ଓ ୨୮ ରେ ଗୀତିନାଟ୍ୟ ମହୋତ୍ସବର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମାହାଙ୍ଗା…

ଲୋକାର୍ପିତ ହେଲା ପାଣ୍ଡବ ଚରଣ ଦାସଙ୍କ ‘ଭାଗବତ କଥାମୃତ’

ଭୁବନେଶ୍ୱର  : ପ୍ରଖ୍ୟାତ କବି ତଥା ଆଧ୍ୟାତ୍ମିକ ସାଧକ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ରଚିତ କାବ୍ୟ "ଭାଗବତ କଥାମୃତ"ର ଆନ୍ତର୍ଜାତିକ ଆଭାସୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ ପାଟ୍ଟଶାଣୀ, ଇତିରାଣୀ ସାମନ୍ତ ଓ ପ୍ରଦୀପ କୁମାର ମିଶ୍ର ମିଳିତ ଭାବେ ବହିଟିକୁ ପ୍ରଦର୍ଶନ ପୂର୍ବକ…

ଦଶହରା ପରେ କୋଲକାତାରେ ମାଡୁଛି କରୋନା, ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା କାୟା କମୁଛି । କିନ୍ତୁ ପଶ୍ଚିମବଙ୍ଗରେ ବଢୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ…

ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ ବୟନ ଶିଳ୍ପ ମନ୍ତ୍ରାଳୟର ସଚିବଙ୍କୁ ଦାବିପତ୍ର

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ, ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ରିଜିଓନାଲ ଟେକ୍ସାଟାଇଲ କମିଟିର…

[ଭିଡ଼ିଓ] ରହସ୍ୟମୟ ଦେବଗିରି ଦୁର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ । ଏବେ ବି ରାଜାରାଜୁଡା ଅମଳର ଇତିହାସ ବହନ କରୁଛି । ଶହ ଶହ ବର୍ଷ ଧରି ମୁକ ସାକ୍ଷୀ ପାଲଟିଛି ବିଭିନ୍ନ ଦୁର୍ଗ । ସେହି ଦୁର୍ଗ ମଧ୍ୟରୁ ସବୁଠୁ ଏକ ଶକ୍ତିଶାଳୀ ଦୁର୍ଗ ହେଉଛି ଦେବଗିରି ଦୁର୍ଗ । ମହାରାଷ୍ଟ୍ର ଔରଙ୍ଗାବାଦରେ…

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ…

ସମସ୍ୟାରେ ଗାଁ…

ମହାସିନ୍ଧୁ: ଗାଁରେ ଅନେକ ସମସ୍ୟା । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଏହେଉଛି ଦେବଗଡ଼ ଜିଲ୍ଲାର ବଣପାହାଡ ଘେରା ମହାସିନ୍ଧୁ ଗାଁ । ପାହାଡ ତଳେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ଯିବାଆସିବା ପାଇଁ ଭଲ…

[ଭିଡ଼ିଓ] ବିଷ୍ଣୁଙ୍କ ମୂର୍ତ୍ତିରେ ମହାଦେବଙ୍କ ପ୍ରତିମା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭଗବାନଙ୍କ ନିକଟରେ ଆସ୍ଥା ଓ ବିଶ୍ୱାସ । ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଲୋକଙ୍କ ବିଶ୍ୱାସ ବଢିଯାଏ । ଆଉ ସେଠି ଧର୍ମସ୍ଥାନ ହୋଇଥିଲେ ସେଠାରେ ଶ୍ରଦ୍ଧା ବି ଯୋଡି ଯାଏ । ପ୍ରତିଦିନ ଏମିତିକ କିଛି ନା କିଛି ଘଟଣା ସମାନାକୁ ଆସିଥାଏ । ଯାହାକି ଆସ୍ଥା ବୋଲି ଆମେ…

ପଣ୍ଡିତ କେ.ରାମାରାଓ ପାତ୍ର ପାଇଲେ ‘ଗୁରୁ ସହଦେବ ପାଢ଼ୀ ସଂସ୍କୃତି ସମ୍ମାନ’

ଭୁବନେଶ୍ୱର : ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ( ଉଡ୍ର ) ଆନୁକୂଲ୍ୟରେ 'ଅଷ୍ଟାଦଶ କୁମାର ଉତ୍ସବ' ପାଳିତ ହୋଇଯାଇଛି।ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ଉତ୍ସବକୁ ଅଭିନେତା ପ୍ରଶାନ୍ତ ନନ୍ଦ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ ଓ ବଟକୃଷ୍ଣ ତ୍ରିପାଠୀ ଅନ୍ୟତମ ଅତିଥି…