Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ଦେବୀ ବିରଜା ଦର୍ଶନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଭକ୍ତ ପ୍ରବେଶ | ବୁଧବାର ଦିନ ମା ବିରଜା ମନ୍ଦିରକୁ ଭକ୍ତ ମାନେ ପ୍ରବେଶ କରି  କରିବା ସହ ମାଙ୍କ ଦର୍ଶନ କରି ପ୍ରାଥନା କରିଛନ୍ତି | ଦ୍ୱିତୀୟ କରୋନା ଲହରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ମେ ୫ତାରିଖରୁ ଭକ୍ତ…

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ…

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ…

ଜାତୀୟ ରାଜପଥ ଟ୍ରାଫିକ୍ ଥାନା ଉଦଘାଟିତ

କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା…

ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନ

ମାଲକାନଗିରି: ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ…

ଆଜି ରାଜ୍ୟରୁ ୧୧୨୯ କରୋନା ପଜିଟିଭ୍, ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ୧୦ରୁ କମ୍

ଭୁବନେଶ୍ୱର: ରାଜ୍ୟରେ ହଜାରେକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢିଥିଲେ ବି ସ୍ଥିତି ନିୟନ୍ତ୍ରଣରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୨୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୩ । ୨୪ ଘଣ୍ଟାରେ…

ଚୋରି କରିଥିଲା ଅଭିଯୋଗକାରୀ . . .

ରାୟଗଡ଼ା : ଅଭିଯୋଗକାରୀ ସାଜିଲା ଚୋର । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ । ନିଜ ଘରୁ ଚୋରି ଅଭିଯୋଗ କରି ଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ଚୋରି ଅଭିଯୋଗ କରି…

ବସ୍ତି ତାଲିକାରେ ସାମିଲ କରିବାକୁ ଦାବି 

ପୁରୀ : ପୁରୀ ବସ୍ତି ତାଲିକାରେ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।  ପୁରୀ ପୌରସଂସ୍ଥା ଅନ୍ତର୍ଗତ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତିକୁ ପୁରୀ ସହରର ବସ୍ତି ତାଲିକାରେ ସାମିଲ କରିବାକୁ ଦାବି  ।ସୋମବାର ତିନି ବସ୍ତିର ଶତାଧିକ ମହିଳା…

ବାଲୁକା କଳାରେ ପି ଭି ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁ ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି | ପି. ଭି. ସିନ୍ଧୁ  ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତକୁ ୨ଥର ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ…

ରାଜ୍ୟରେ ୬୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି । ରାଜ୍ୟରୁ ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିମତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ୧୫ ଜିଲ୍ଲାରୁ ଚିକିତ୍ସାଧୀ…