Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କାଲି କମିଥିଲା, ଆଜି ବଢ଼ିଲା: ଓଡ଼ିଶାରୁ ୨୦୮୫ କରୋନା ପଜିଟିଭ୍

ଭୁବନେଶ୍ୱର: କାଲି ଦୁଇ ହଜାର ତଳକୁ କମିଥିଲା କରୋନା ସଂକ୍ରମଣ । ଆଜି ପୁଣି ଦୁଇ ହଜାର ଡେଇଁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୮୫ ନୂଆ ଆକ୍ରାନ୍ତ . ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୬୪୮ । ଅର୍ଥାତ ଗତକାଲି ଅପେକ୍ଷା ଆଜି ପାଖାପାଖି ୪ଶହ ଅଧିକ ସଂକ୍ରମିତ ହୋଇଛନ୍ତି ।…

ଆଜି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙକ୍ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ…

ଏକାମ୍ର ପରମ୍ପରା : ବିନ୍ଦୁସାଗର

ସୁକାନ୍ତ ପଣ୍ଡା ପୁଣ୍ୟଭୂମି ଭାରତର ଚାରି ଦିଗରେ ରହିଛି ଚାରିଗୋଟି ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ , ପୁରାଣ ବର୍ଣ୍ଣନା ଅନୁସାରେ ସେଗୁଡ଼ିକ ହେଲା ଉତ୍ତରରେ ମାନସ ସରୋବର ଦକ୍ଷିଣରେ ପମ୍ପା ସରୋବର , ପଶ୍ଚିମରେ ନାରାୟଣ ସରୋବର ଏବଂ ପୂର୍ବରେ ବିନ୍ଦୁ ସରୋବର ବା ବିନ୍ଦୁ ସାଗର। ମହାପ୍ରଭୁ…

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…

ରାଜ୍ୟରୁ କରୋନା ନେଲା ଆଉ ୫୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ବି କମିଛି । ଆଉ ୫୮ ଜଣଙ୍କର ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୭ ଓ ଗଞ୍ଜାମ ଜିଲ୍ଲାରୁ…

ଓଡ଼ିଶାରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୩୬%

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୪୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୯୩ । ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ପାଖାପାଖି ୮ହଜାର କମ୍ ଟେଷ୍ଟିଂ ହୋଇଛି । ଗତକାଲି ୭୭ହଜାର ୫୧୯…

ଆଜି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଜନ୍ମବେଦୀରେ ସରି ଆସିଲା ମହାପ୍ରଭଙ୍କ ଲୀଳାଖେଳା । ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚାମନ୍ଦିର ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦୀରେ ଆଜି ଶେଷ ଦର୍ଶନ । ବିଶ୍ୱାସ ରହିଛି, ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ…

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ: କେବେ, କେଉଁଠି ଓ କେତେବେଳେ ? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ…

ତିନି ରଥର ଦକ୍ଷିଣମୋଡ ପରେ ବାହୁଡା ପ୍ରସ୍ତୁତି

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ପରଦିନ ତିନି ରଥର ଦକ୍ଷିଣମୋଡ କରାଯାଇଛି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…