Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ ଆଜି ଚିହ୍ନଟ ହେଲେ ୨୬୦୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ଶହ ୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪ଶହ ୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ଶହ ୭ । ଖୋର୍ଦ୍ଧା ଜିଲ୍ଲାରେ…

ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବି

ପୁରୀ : ପୁରୀ ସଦର ବାସୁଦେବପୁର ଅନ୍ତର୍ଗତ କନକଦୂର୍ଗା ହାଇସ୍କୁଲ । ସ୍କୁଲରେ ପାଠପଢି ଅନେକ ରାଜ୍ୟ,ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସ୍ମାର୍ଟ ସ୍କୁଲର ସମସ୍ତ ମାପିକାଠି ପୂରଣ କରୁଥିବା ଏହି ସ୍କୁଲ କିନ୍ତୁ ସ୍ମାର୍ଟ ସ୍କୁଲ ଯୋଜନାରେ ସ୍ଥାନ ପାଇପାରିନାହିଁ ।…

ରାଜ୍ୟରେ ବନ୍ଦ ହେବ ସରକାରୀ ଓ ଵେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ କଟକଣା କୋହଳ କଲେଣି ସରକାର । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟରେ ବନ୍ଦ ହେବ ସରକାରୀ ଓ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି…

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ : ଆଇସିକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି । ପୁରୀର ବାସିନ୍ଦା ଯୁକ୍ତ ତିନିରେ ପଢ଼ୁଥିବା ଛାତ୍ରୀ ସୁସ୍ମିତା ମହାରଣା ଏହି ନିଆରା କଳାକୃତିଟି ତିଆରି କରିଛନ୍ତି। ଏଥି ପାଇଁ  ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି…

ଫୋକସ୍‌ରେ ଆମେର

ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚିତ ହୋଇପଡିଛନ୍ତି ବଲିଉଡ଼ ଷ୍ଟାର ଆମେର ଖାନ୍ । ଇଣ୍ଡଷ୍ଟ୍ରୀରେ ଷ୍ଟାର ଦମ୍ପତ୍ତିଙ୍କ ପ୍ରେମରୁ ନେଇ ବିବାହ ବିଚ୍ଛେଦରେ ବି ନୂଆ ଟ୍ୱିଷ୍ଟ । ନିଜର ବିବାହ ବିଚ୍ଛେଦ ନେଇ ଉଭୟ ଆମେର -କିରଣ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।…

ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ

ସୋନପୁର:  ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ l ହେଲେ ପ୍ରଶାସନ ପକ୍ଷରୁ ଚାଷିଙ୍କ ସମସ୍ୟା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ତେଣୁ ଚାଷୀମାନେ ଏକ ଅଭିନବ ଉପାୟରେ କାର୍ଯ୍ୟାଳୟ ଭିତରେ ନିଜର ଅମଳ କରିଥିବା ଧାନ ବସ୍ତା ରଖି ନିଜର…

ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ…

ଓଡ଼ିଶାରେ ୪-୫ ମାସ ଭିତରେ ଶେଷ ହେବ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣୀ । ଆଗାମୀ ୪ ରୁ ୫…

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା । ସେ…

ବ୍ରିଟେନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବନି !

ଲଣ୍ଡନ: କରୋନା ଆତଙ୍କ ଏବେ ବି ଥମିନି । କିନ୍ତୁ ପ୍ରକୋପ କମିଛି । ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଖୁବଶୀଘ୍ର ବ୍ରିଟେନରେ ଲୋକଙ୍କୁ ଆଇନ ଅନୁସାରେ ଘରେ କିମ୍ୱା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାରୁ ମିଳିବ ମୁକ୍ତି । ଗୋଟିଏ ମିଟର…