Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରେ ‘କୋଭାକ୍ସିନ’ ଟିକାର ଅଭାବ ରହିଛି, ମାନିଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ଟିକାର ଅଭାବ ରହିଛି ବୋଲି ଗୁରୁବାର ଦିନ ପ୍ରକାଶ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)। ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସେମାନଙ୍କ…

ସମଦ୍ର କୂଳରୁ କଙ୍କାଳ ଉଦ୍ଧାର, ଗାଁରେ ଆତଙ୍କ

ତାମିଲନାଡ଼ୁ : ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଦିନ ତଳେ ସମଦ୍ର କୂଳରୁ କିଛି କଙ୍କାଳ ଉଦ୍ଧାର କରାଯାଇଥିଲା । ସମୁଦ୍ର ବାଲି ଭିତରୁ କଙ୍କାଳ ସବୁ ଉଦ୍ଧାର କରାଯାଇ ଫରେନସିକ୍ ବିଭାଗକୁ ଦିଆଯାଇଛି । ଏନେଇ ପୁଲିସର ଛାନବିନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ହତ୍ୟା ଘଟଣା କି ଆଉ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାର ୪୩୪ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1400443486382346241?s=19 ଆଜିର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପାଉଁଶ ବୋଝେଇ ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଘଟିଛି ଦୁର୍ଘଟଣା । ପାଉଁଶ ବୋଝେଇ ହାଇୱା ଟ୍ରକ ପଛ ପାଖରୁ ପାଉଁଶ ବୋଝେଇ ହାଇୱା ଟ୍ରକ ଧକ୍କା…

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର…

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଉଭଁରୀ ଯାତ୍ରା । ଏହି ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାମାନେ…

ଖୁବଶୀଘ୍ର ଆଉ ଗୋଟିଏ ମେନ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍, ୩୦ କୋଟି ଡୋଜ୍ ପାଇଁ ଡିଲ୍

ନୂଆଦିଲ୍ଲୀ: କରୋନା ଟିକାକରଣ ଭିତରେ ଆଉ ଗୋଟିଏ ଖୁସି ଖବର ସାମନାକୁ ଆସିଛି । ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ । ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର ।…

୨୪ ଘଣ୍ଟାରେ ଦେଶରୁ ୧ଲକ୍ଷ ୩୪ ହଜାର ପଜିଟିଭ୍, ୨୮୮୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୪ହଜାର ୧୫୪ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୮୮୭ ଜୀବନ । ଦେଶରେ କରୋନାରେ ସଂକ୍ରମିତ ହେଲେଣି ମୋଟ୍ ୨କୋଟି…

କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନି: ଆଜି ରାଜ୍ୟରୁ ଗଲା ରେକର୍ଡ ୪୨ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ମୃତ୍ୟୁସଂଖ୍ୟା ପ୍ରତିନିଦି ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ରେକର୍ଡ ୪୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ସଂକର୍ମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ପ୍ରାଣ…

ଆଜି ଓଡ଼ିଶାରୁ ୮୮୩୯ କରୋନା ପଜିଟିଭ୍, ଦୈନିକ ଟେଷ୍ଟ ୭୦ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୩୯ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୯୧ । ଆଜି ୭୦ହଜାର ୧୭୮ ନମୁନା…