Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ସାରା ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଲାଗିଲାଣି କଟକଣା । ତେବେ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଭୁବନେଶ୍ବରରୁ ୫୮୧ କରୋନା ପଜିଟିଭ୍ ଚିହ୍ନଟ, ୨୦୪ ସୁସ୍ଥ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକମ୍ରଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ବି ଦେଖାଇଲାଣି ତତ୍ପରତା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ ।…

କରୋନା ସଂକ୍ରମଣ ଯୋଗୁ ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ସାଂଘାତିକ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ବୋଲି ଜଣାପଡିଛି ।ଆସନ୍ତା 8ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ - ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ…

ରାଜ୍ୟରୁ ସୁସ୍ଥ ହେଲେ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ଆଜି ସୁସ୍ଥ ହୋଇଛନ୍ତି ୧୭୪୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୩୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୩୧୭ ଓ ଖୋର୍ଦ୍ଧାରୁ ୧୫୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ

କଟକ : ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧାର୍ମିକ ଅନୁଷ୍ଠାନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ତେବେ ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ ବୋଲି ସିଏମସି…

ଉଭୟ ସରକାରୀ ଓ ଘରୋଇ ହସପିଟାଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ଘରୋଇ ହସପିଟାଲ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ…

ଛତିଶଗଡ଼ ପାଇଁ ଓଡ଼ିଶାରେ କରୋନା ବଢୁଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ମହାମାରୀ କରୋନା ବଢୁଛି ବୋଲି ମଙ୍ଗଳବାର ଦିନ କହିଛନ୍ତି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)। “ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବା ଯୋଗୁଁ ଏଭଳି ସ୍ଥିତି ହେଉଛି। ଏପରିକି…

ଭାରତରୁ ହଂକକଂଗ ଯିବନି କୌଣସି ବିମାନ, ବିମାନ ଚଳାଚଳ ଉପରେ ରୋକ ଲଗାଇଲେ ହଂକକଂଗ ସରକାର

ନୂଆଦିଲ୍ଲୀ: ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକକଂଗ । ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକକଂଗ ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ ହଂଗ କଂଗ ଯାଇଥିବା ୪୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି । ଟିକାକରଣ ଉତ୍ପାଦନକୁ…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…